ପିଲା,ବୁଢା ସମସ୍ତଙ୍କ ଥଣ୍ଡା,କାଶ,କଫ ଥରକରେ ଭଲ ହେବ | କେବଳ କରନ୍ତୁ ଏହି କାମ

kasha

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ ବନ୍ଧୁଗଣ । ଥରେ ଯଦି ଆପଣ ମାନଙ୍କୁ କେବେ ଥଣ୍ଡା କାଶ ଭଳି ସମସ୍ୟା ହୋଇଥାଏ । ତେବେ ଆପଣ ମାନଙ୍କୁ ନିଶ୍ଚିତ ଭାବେ ବହୁତ କଷ୍ଟ ଅନୁଭଭୂତ ହୋଇଥାଏ । ଏମିତି ପରିସ୍ଥିତି ରେ ଆପଣ ମାନେ ବହୁତ ପ୍ରକାରର ମୋର୍ଡନ ଉପଚାର ର ପ୍ରୋୟଗ କରନ୍ତି । ଏବଂ ସେବନ ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଏଠାରେ ଥଣ୍ଡା ଏବଂ କାସ କୁ ଭଲ କରିବା ପାଇଁ ଏକ ଘୋରଇ ଉପଚାର ବିଷୟ ରେ କହିବା ପାଇଁ ଚାହିଁବୁ ଜାହା ଜରିଆରେ ଆପଣ ମାନେ ବହୁତ ଜଲ୍ଦି ଏହି ସମସ୍ୟା କୁ ଦୂର କରି ପାରିବେ ।

Cold, cough

ତେବେ ଆସନ୍ତୁ ଜାଣି ନେବା ସେହି ବିଷୟ ରେ ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହିଥି ପାଇଁ ତୁଳସୀ ପତ୍ର ର ଆବଶ୍ୟକତା ପଡିବ ଆୟୁରଦେବ ରେ ବର୍ଣ୍ଣିତ ରହିଛି କି ତୁଳସୀ ପତ୍ର ଆପଣ ମାନଙ୍କ ଶରୀର ରୁ ଅନେକ ପ୍ରକାରର ରୋଗ କୁ ଦୂର କରେ ।

ଏହା ପାଇଁ ପ୍ରଥମେ ଆପଣ ମାନେ ଦୁଇଟି ପାନ ପତ୍ର ନିଅନ୍ତୁ ଏବଂ ପରେ ଆପଣ ମାନଙ୍କୁ ତୁଳସୀ ପତ୍ର ଗୋଲମରିଚ ଆବଶ୍ୟକତା ରହିଛି ପାନ ପତ୍ର ଏବଂ ତୁଳସୀ ଉପରେ ତିନି ରୁ ଚାରୋଟି ଗୋଲମରିଚ ନିଅନ୍ତୁ ଏବେ ତୁଳସୀ ପତ୍ର ଆବଶ୍ୟକ ରହିଛି ଆପଣ ମାନେ ଚାରି ରୁ ପାଞ୍ଚଟି ଚୁଳସୀ ପତ୍ର ତୋଳି ନିଅନ୍ତୁ । ଏବଂ ପରେ ଆପଣ ମାନଙ୍କୁ ଶେଷ ସାମଗ୍ରୀ ପିଆଜ ଆବଶ୍ୟକତା ପଡିବ ଏହି ଥିରେ ଛୋଟ ସାଇଜ୍ ର ପିଆଜ ଆପଣ ମାନେ ବ୍ୟବହାର କରନ୍ତୁ ।

Cold

ତେବେ ଏହି ଉପଚାର ଟି ସଂମ୍ପର୍ଣ୍ଣ ଆୟୁରବେଦ ର ଅଟେ ଯଦି ଆପଣ ମାନଙ୍କୁ ଭିଷଣ ଥଣ୍ଡା ହୋଇଛି ବିଷଣ କଫ ହୋଇଛି ତେବେ ଆପଣ ମାନେ ଏହାର ପ୍ରୋୟଗ କରନ୍ତୁ , ତେବେ ଏବେ ଆପଣ ମାନେ ସେହି ପାନ ସହିତ ଏହାକୁ ଚୋବେଇ ନିଅନ୍ତୁ । ଦେଖିବେ ଆପଣ ମାନଙ୍କର ଏହି ଉପଚାର ବହୁତ ଭଲ ଭାବେ ପ୍ରୟୋଗ କରିଲେ ନିଶ୍ଚିତ ଭାବେ ଲାଭ ପ୍ରଦ ହେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *