ପେଟ୍ରୋଲ ଡିଜେଲ ପରେ ପରେ ଏବେ ଭାରି ମାତ୍ରା ରେ ଖସିଲା ଖାଇବା ତେଲର ଦର ଜାଣନ୍ତୁ କେତେ ରହିଛି ନୂଆ ଦର ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଖାଦ୍ୟ ଏବଂ ଜନସାଧାରଣ ସଚିବ ସୁଦର୍ଶନ ପାଣ୍ଡେ ଶୁକ୍ରବାର କହିଛନ୍ତି । ଖାଇବା ତେଲ ର ମୂଲ୍ୟ ଯଥେଷ୍ଟ ହ୍ରାସ ପାଇଛି । ଅନେକ ସ୍ଥାନରେ 20 ,18,10,7 ଟଙ୍କା ହ୍ରାସ ହୋଇଥିବା ବେଳେ ସୂଚନା ଥାଉକି ପାମ୍ , ବାଦାମ, ସୋୟାବିନ୍, ସୂର୍ଯ୍ୟମୁଖୀ ଏବଂ ସମସ୍ତ ପ୍ରମୁଖ ତେଲରେ ହ୍ରାସ ଘଟିଛି । ପାର୍ବଣ ଋତୁରେ ଖାଇବା ତେଲର ମୂଲ୍ୟ ଯଥେଷ୍ଟ ହ୍ରାସ ପାଇଛି । ଏବଂ ଏହା ଖାଉଟି ମାନଙ୍କ ପାଇଁ ଯଥେଷ୍ଟ ସନ୍ତୁଷ୍ଟି ଦେଉଛି । ତେବେ ଆସନ୍ତୁ ଜାଣିନେବା ବର୍ତମାନ ସମୟ ରେ କେଉଁ ରାଜ୍ୟରେ କଣ ଦର ରହିଛି ।

ଜାଣନ୍ତୁ ପାମ୍ ତେଲରେ କେତେ ଦର ଖସିଛି ।
ପ୍ରଥମେ ଦିଲ୍ଲୀରେ ଖୁଚୁରା ବଜାର ରେ ପାମ୍ ତେଲ ର ଦାମ୍ 6 ଟଙ୍କା କମିଛି । ଆଲିଗଡରେ ପାମ୍ ତେଲ ଦାମ୍ 18 ଟଙ୍କା କମିଛି । ମେଘାଳୟ ରେ ପାମ୍ ତେଲ ଦାମ୍ 10 ଟଙ୍କା କମିଛି । ତାମିଲନାଡୁ ରେ ପାମ୍ ତେଲ ଦାମ୍ 5 ଟଙ୍କା କମିଛି ।

oil

ସେହି ପରି ନଡିଆ ତେଲ ର ମୂଲ୍ୟ କଥା କହିବା ତେବେ ଏତେ ହ୍ରାସ ପାଇଛି । ଦିଲ୍ଲୀ ରେ ଲିଟର ପିଛା 7 ଟଙ୍କା । ମଧ୍ୟପ୍ରଦେଶ ରେ ଏହା ଲିଟର ପିଛା 10 ଟଙ୍କା । ମେଘାଳୟରେ ବି ଏହା ଲିଟର ପିଛା ୧୦ ଟଙ୍କା । ସେହି ପରି ତାମିଲନାଡୁ ରେ ଲିଟର ପିଛା 7 ଟଙ୍କା କମିଛି ।

ଆଲିଗଡରେ 5 ଟଙ୍କା କମିଛି । ସୋୟାବିନ୍ ତେଲର ମୂଲ୍ୟ ଏବେ ଏତେ ହ୍ରାସ ପାଇଛି । ଦିଲ୍ଲୀ ରେ ଲିଟର ପିଛା 5 ଟଙ୍କା । ତଥା ଲୁଧିଆନା ଏବଂ ଆଲିଗଡରେ ମଧ୍ୟ 5 ଟଙ୍କା ହ୍ରାସ ପାଇଛି। ଛତିସଗଡ ରେ ଲିଟର ପିଛା 11 ଟଙ୍କା ହ୍ରାସ ପାଇଛି ।

ସୂର୍ଯ୍ୟମୂଖୀ ତେଲର ମୂଲ୍ୟ ମଧ୍ୟ ହ୍ରାସ ପାଇଛି… ଦିଲ୍ଲୀରେ – ଲିଟର ପିଛା 10 ଟଙ୍କା ଓଡିଶାରେ – ଲିଟର ପିଛା 5 ଟଙ୍କା ହ୍ରାସ ହୋଇଥିବା ବେଳେ , ମେଘାଳୟରେ ସର୍ବାଧିକ ମୂଲ୍ୟ ଲିଟର ପିଛା ପ୍ରାୟ 20 ଟଙ୍କା ହ୍ରାସ ପାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *