ଏହି ତାରିଖରୁ ଖୋଲିବ ସ୍କୁଲ – ସରକାରଙ୍କର ବଡ ଘୋଷଣା ।

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ରାଜ୍ୟରେ ସ୍କୁଲ ଖୋଲିବା ନେଇ ସରକାର ଙ୍କ ପକ୍ଷ୍ୟ ରୁ ଆଉ କିଛି ବଡ ଘୋଷଣା ଜାରି ହୋଇଛି । ତେବେ କେଉଁ ତାରିଖ ସୁଧା ଖୋଲିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ସେହି ବିଷୟ ରେ ଆପଣ ମାନେ ଜାଣିବା ପାଇଁ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ଜାହାକି ପ୍ରଥମ ପର୍ଯ୍ୟାୟ ରେ ଷଷ୍ଟ ଏବଂ ସପ୍ତମ ଶ୍ରେଣୀ ସ୍କୁଲ ଖୋଲିବ । ଏବଂ ସ୍କୁଲ ଖୋଲିବା ପରେ 40 ଦିନିଆ ସଚେତନା କାର୍ଯ୍ୟକ୍ରମ ଆରମ୍ଭ ହେବ ।

school open

ଦିର୍ଘ ଦେଢ ବର୍ଷ ପରେ ଖୋଲିବାକୁ ଯାଉଛି ସ୍କୁଲ ଷଷ୍ଟ ଏବଂ ସପ୍ତମ ଶ୍ରେଣୀ ପିଲା ସ୍କୁଲ ଗୃହ ରେ ପାଠ ପଢିବେ । ଟିକିଏ ଅସାବଧାନତା ହେଲେ ଶିଶୁ ମାନେ ମହାମାରୀ ର ଶୀକାର ହୋଇପାରନ୍ତି । ଏହା ସହିତ ଦିର୍ଘଦିନ ଧରି ସ୍କୁଲ ବନ୍ଧ ଥିବାରୁ । ସେମାନଙ୍କୁ ମାନଶୀକ ସ୍ଥର ରେ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି । ଏଣୁ ରାଜ୍ୟ ଶିଶୁ ଅଧିକାର ଶୁରକ୍ଷା ଆୟୋଗ ଶିଶୁ ମାନଙ୍କୁ ସଚେତନତା କରିବାକୁ ଯୋଜନା କରୁଛି ।

ଆସନ୍ତା 19 ତାରିଖ ଦିନ ବିଧାନ ସଭା ପରସର ରେ ଶୁଶୁ ବିଧାନ ସଭା ବସିବ । କେବଳ ବାଚସ୍ପତି ଙ୍କ ଅନୁମତି କୁ ଅପେକ୍ଷା ରହିଛି ବୋଲି ସୂଚନା ଦେଇଛନ୍ତି OSSCS ର ଅଦକ୍ଷ୍ୟତା ସଂନ୍ଧ୍ୟା ବତି ପ୍ରଧାନ । ଏହା ସହିତ ଆସନ୍ତା 20 ତାରିଖ ରୁ ଏହି ଭଳି ସଚେତନତା ରାଜ୍ୟବ୍ୟାପି ଲାଗିରହିବ । ତେବେ କୋରନା ପାଇଁ ପିଲା ମାନେ ଦିର୍ଘ ଦିନ ଧରି ସ୍କୁଲ ବାହାରେ ରହିଥିବାରୁ ସେମାନଙ୍କ ମାନଶୀକ ସ୍ଥିତି ଉପରେ ପ୍ରଭାବ ପଡିଛି ।

school

ଆୟକର ପ୍ରତିଷ୍ଟା ଦିବସ ରେ ଶିଶୁ ଙ୍କୁ ମାନଶୀକ ସ୍ୱାସ୍ଥ୍ୟ କୁ ଗୁରୁତ୍ୱ ଦିଆଜାଇଛି । ତେବେ ସେହି ପରି ବେଳେ ମୂଖ୍ୟ ମନ୍ତ୍ରୀ ନବିନ ପଟ୍ଟନାୟକ ବି ଶୁଶୁ ଙ୍କ ଅଦକ୍ଷ୍ୟତା କ୍ଷେତ୍ର ରେ ଜିରୋ ଟୋଲରାନ୍ସ ଘୋଷଣା କରିଛନ୍ତି ।

ସେହି ପରି ବେଳେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପିଲା ଏବେ ଗାଇଡ ଲାଇନ କୁ ମାନିପାରିବେ ନାହିଁ ସେଥିପାଇଁ ଏବେ ସେମାନଙ୍କର କ୍ଲାସ୍ ରୁମ୍ ପାଠ ପଢା ହେବ ନାହିଁ । ନୂଆ ବର୍ଷ ପରେ ଏହା ହୋଇପାରେ ବୋଲି ସୂଚନା ଦିଆଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *