ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କେବେ କଳାକାର ତ କେବେ ସିଙ୍ଗର ଅନେକ ଲୋକ ଚଳିତ ବର୍ଷ ଏବଂ ଗତ ବର୍ଷରେ ଆମକୁ ଛାଡି ଚାଲି ଗଲେଣି । ଏବେ ପୁଣି ଥରେ ଏକ ଦୁଃଖ ଘଟଣା ଆସିଛି ବିମାନ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଛନ୍ତି ଆଉ ଜଣେ ସିଙ୍ଗର । ସୁଣିବାକୁ ମିଳିଛି ସିଙ୍ଗରଟି ହେଉଛନ୍ତି ବ୍ରାଜିଲ ର, ତେବେ ତାଙ୍କର ନାମ ହେଉଛି ମାରିଲିୟା ମେଣ୍ଡୋଙ୍କା ।
ତେବେ ମାରିଲିୟା ଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ହେଇଥିବା ସୂଚନା ମିଳିଛି, ମାରିଲିୟା ଜଣେ ବ୍ରାଜିଲର ଲୋକ ପ୍ରିୟ ପପ୍ ଷ୍ଟାର୍ ସିଙ୍ଗର ଅଟନ୍ତି ଏହା ସହିତ ସେ ବହୁତ ସାରା ଫିଲ୍ମୀରେ ଗୀତ ଗାଇ ଥିବାର ନଜର ଆସିଛନ୍ତି । ତେବେ ମାରିଲିୟା ଙ୍କ ସହିତ ପାଞ୍ଚ ରୁ ଛଅ ଜଣ ବିମାନ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଛନ୍ତି । ମାରିଲିୟା ବ୍ରାଜିଲ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଗାଇକା ଭାବେ ବେଶ ଜଣା ସୁଣା, ମାରିଲିୟା ଙ୍କ ଦୁର୍ଘଟଣା ରେ ଏବେ ବ୍ରାଜିଲ ଇଣ୍ଡଷ୍ଟ୍ରି ସହିତ ବଲିଉଡ ଏବଂ ହଲିଉଡ ରେ ମଧ୍ୟ ଦୁଃଖର ଛାୟା ଖେଳି ଯାଇଛି ।
ମାରିଲିୟା ସକାଳେ ଯାଉଥିବା ଭିଡ଼ିଓ ଟି ମଧ୍ୟ ଭାଇରାଲ ହେଉଥିଲା ଯେଉଁଥିରେ ମାରିଲିୟା ଚେକ୍ ଡ୍ରେସରେ ନଜର ଆସିଥିଲେ ଏବଂ ମାରିଲିୟା ବହୁତ ଖିସି ଥିବାର ମଧ୍ୟ ନଜର ଆସିଥିଲେ ।
ତେବେ କିଏବା କେତେବେଳେ ଜାଣିଥିଲା କାହାର ଦୁର୍ଘଟଣା କେତେବେଳେ ହେବ ବୋଲି ଭଗବାନ କାହାକୁ ଉପରକୁ ନେବ ବୋଲି, ତେବେ ମାରିଲିୟାଙ୍କ ହଟାତ୍ ଦୁର୍ଘଟଣା କାରଣ ରୁ ଲୋକଙ୍କ ମନରେ ଶୈକର ଛାୟାରେ ଖେଳି ଦେଇଛି ତାହା ନୁହଁ କେତେ ଫିନ୍ ମାନଙ୍କ ମଧ୍ୟରେ ଏବେବି ଭାବ ବିହଳତା କମିନି । ମାରିଲିୟା ଙ୍କୁ ହରାଇ ଜଣେ ଭଲ ସିଙ୍ଗର କୁ ହରାଇଛନ୍ତି ବୋଲି ବରିଷ୍ଟ ସଲିଙ୍ଗର ମାନେ କହିବା ସହିତ ବ୍ରାଜିଲ ରେ ଏବେ ଶୈକର ଛାୟା ଖେଳି ଯାଇଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।