ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଭାରତୀୟ କ୍ରିକେଟ ଦଳର ପୁରାତନ ଖେଳାଳି ବିରେନ୍ଦ୍ର ସେୱାଗ ବର୍ତ୍ତମାନର ଟି -20 ବିଶ୍ୱକପ୍ର ସମସ୍ତ ମ୍ୟଚ୍ ଉପରେ ତିକ୍ଷ୍ମ ନଜର ରଖିଛନ୍ତି । ବର୍ତମାନ ସମୟ ରେ ସେୱାଗ୍ କହିଛନ୍ତି ବର୍ତମାନ ସମୟ ରେ କେଉଁ ଦଳ ଫାଇନାଲ ପହଁଚି ପାରେ । ଏବଂ କେଉଁ ଦଳ ଚମ୍ପିଆନ ହୋଇପାରେ ବୋଲି ।
ତେବେ ଏହି ବିଷୟ ରେ ବିରେନ୍ଦ୍ର ସେୱାଗ ବିରୁଗୁରି ଡଟ୍ କମ୍ ବୋଲି ଏକ ଫେସବୁକ୍ ପେଜ୍ ରେ ଏହି ବିଷୟ ରେ ଅନୁମାନ କରିଛନ୍ତି । ସେ କହିଛନ୍ତି ମତେ ଗୋଟିଏ ପାର୍ଶ୍ୱ ପାକିସ୍ତାନ ଏବଂ ଗୋଟିଏ ପଟେ , ଇଂଲଣ୍ଡ ବୋଲି ଲାଗୁଛି ଏହି ଉଭୟ ଦଳ ଫାଇନାଲ ଖେଳିବେ ଏବଂ ଏହି ଦୁଇ ଦଳ ମଧ୍ୟରୁ ମତେ ଲାଗୁଛି କି ଇଂଲଣ୍ଡ ହିଁ ବିଶ୍ୱକପ୍ ନେବ ବୋଲି ।
ତେବେ ଏହି ପରି କିଛି କହିବା ପରେ ତାଙ୍କର ପ୍ରସଂଶକ ମାନେ ଏହାକୁ ପ୍ରଶଂସା କରିବା ସହିତ କହିଛନ୍ତି ସେୱାଗ ଙ୍କ ଏହି ଅନୁମାନ ସତ ହୋଇପାରେ ବୋଲି । କାରଣ ତାଙ୍କର ବହୁତ ଅଭିଜ୍ଞ୍ୟତା ରହିଛି । ବର୍ତମାନ ଇଂଲଣ୍ଡ ଦଳ ଜବର୍ଦୋସ୍ତ ଫର୍ମ ରେ ରହିଛି । ବୋଲିଂ ଠାରୁ ବ୍ୟଟିଂ ଯାଏ ପ୍ରତ୍ୟୋକ ଥିରେ ସଫଳ ହେଉଛନ୍ତି ।
ଏପର୍ଯ୍ୟନ୍ତ ଇଂଲଣ୍ଡ ନିଜର ବିଶ୍ୱକପ୍ ରେ ସୁପର 12 ରେ ନିଜର ସମସ୍ତ ମ୍ୟଚ୍ ଜିତିଛି କେବଳ ପ୍ରଥମ ମ୍ୟଚ୍ ରେ ଇଂଲଣ୍ଡ କୁ ପାକିସ୍ତାନ ହେରେଇବା ପରେ ପାକିସ୍ତାନ ଏବେ ଯାଏ 4 ଟି ମ୍ୟଚ୍ ଜିତିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।