କାର୍ତ୍ତିକ ପୂର୍ଣ୍ଣିମା ରେ ଲାଗିବା ପାଇଁ ଯାଉଛି ବର୍ଷ ର ଶେଷ ଚନ୍ଦ୍ରଗ୍ରହଣ ଏହି ରାଶିର ବ୍ୟକ୍ତି ରୁହନ୍ତୁ ସତର୍କ ।

chandra

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କିଛି ଦିନ ପରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଗ୍ରହଣର ବୈଜ୍ଞାନିକ ମହତ୍ତ୍ୱ ସହ ଧାର୍ମିକ ଓ ଜ୍ୟୋତିଷ ମହତ୍ତ୍ୱ ମଧ୍ୟ ରହିଛି। ଧାର୍ମିକ ବିଶ୍ୱାସ ଅନୁଯାୟୀ ଗ୍ରହଣକୁ ଅଶୁଭ ବୋଲି ମନାଯାଏ। ଗ୍ରହଣ ସମୟରେ କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ। ଏହା ସହିତ 19 ନଭେମ୍ବର 2021 ଅର୍ଥାତ ଶୁକ୍ରବାର ଦିନ କିଛି ଲୋକ ମାନଙ୍କୁ ସାବଧାନାତା ରହିବା ପାଇଁ ପଡିବ ।

Lunar

ଏହି ଦିନ 11.30 ମିନିଟ୍ ରେ ଆରମ୍ଭ ହେବାକୁ ଥିବା ବେଳେ ସଂନ୍ଧ୍ୟା 5.33 ମିନିଟ୍ ରେ ଶେଷ ହେବ । ସେହି ପରି ସୂତକ କାଳ ବିଷୟ ରେ କହିବା ତେବେ ଏହି ଚନ୍ଦ୍ରଗ୍ରହଣ ଭାରତ ରେ ଆଶିଂକ ଭାବେ ଦେଖାଦେବ ତେଣୁ ଏହି ଚନ୍ଦ୍ରଗ୍ରହଣ ର ସୂତକ ସମୟ ମାନ୍ୟ ହେବ ନାହିଁ । ସେହି ପରି ସାବଧାନତା ବିଷୟ ରେ କହିବା ତେବେ ଚନ୍ଦ୍ର ଗ୍ରହଣ ସମୟ ରେ କେବଳ ଗର୍ଭବତୀ ମହିଳା ମାନଙ୍କୁ ସାବଧାନତା ଅବଲମ୍ବନ ଗ୍ରହଣ କରିବା ପାଇଁ ପଡେ ।

ଏବଂ ଆପଣ ମାନେ ସେହି ସମୟ ରେ କୈଣସି ବି ଧାରୁଆ ଅସ୍ତ୍ର ର ପ୍ରୟୋଗ କରନ୍ତୁ ନାହିଁ । ଏମିତି କହିବା ପାଇଁ ଗଲେ ଏହି ସମୟ ରେ ଧାରୁଆ ଅସ୍ତ୍ର କୁ ମୋଟେ ବି ଛୁଅନ୍ତୁ ନାହିଁ ଏବଂ ଏମିତି କି ଚୁଟି ନଖ ମଧ୍ୟ କାଟନ୍ତୁ ନାହିଁ । ଏବଂ ମନେ ରଖନ୍ତୁ ଏହି ଚନ୍ଦ୍ର ଗ୍ରହଣ ରେ ମୋଟେ ବି ସିଲେଇ କରନ୍ତୁ ନାହିଁ । ଏହି ସମୟ ରେ ଭଗବାନ ଙ୍କ ପୂଜା ଏବଂ ଭଗବାନ ଙ୍କ ମୃତି କୁ ଛୁଅନ୍ତୁ ନାହିଁ ।

moon

ଏବଂ ଏହା ସହିତ ଏହି ଚନ୍ଦ୍ର ଗ୍ରହଣ ସମୟ ରେ ଆପଣ ମାନେ କୈଣସି ବି ତିର୍ଥ ସ୍ଥାନ କୁ ଜାଆନ୍ତୁ ନାହିଁ ଏହା ବର୍ଜିତ ଅଟେ । କାର୍ତ୍ତିକ ପୂର୍ଣ୍ଣିମା ଦିନ ପଡୁଥିବା ଚନ୍ଦ୍ର ଗ୍ରହଣ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ। ଏହା ବୃଷ ରାଶିରେ ଲାଗିବ। ବୃଷ ରାଶି ବ୍ୟକ୍ତିଙ୍କୁ ବିଶେଷ ସତର୍କ ରହିବା ଆବଶ୍ୟକ। ଏହା ଉପଛାୟା ଚନ୍ଦ୍ର ଗ୍ରହଣ। ଏହି ଚନ୍ଦ୍ର ଗ୍ରହଣରେ ସୁତକ ଲାଗିବ ନାହିଁ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *