ଶଜନା ସାଗ ଖାଇଲେ ମିଳି ଥାଏ ଏହି ଅଦ୍ଭୁତ ଲାଭ – ବିଶ୍ୱାସ କରି ପାରିବେନି

sojana

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବୁହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ 100 ଗ୍ରାମ୍ ସୋଜନା ପତ୍ର ରେ 5 ଗ୍ଲାସ୍ କ୍ଷୀର ସମାନ୍ କ୍ୟଲସିୟମ୍ ମିଳେ । ସେହି ପରି ଗୋଟିଏ ଲେମ୍ବୁ ର ରସ ଅପେକ୍ଷା ଏହି ଥିରେ ପାଞ୍ଚ ଗୁଣ ଅଧିକ ଭିଟାବିନ୍ ରହି ଥାଏ । ଏହି ସୋଜନା ରେ ପ୍ରୋଟିନ୍ , ପଟାସିୟମ୍ , ଆଇରନ , ମେଗ୍ନସିୟମ୍ , ଭିଟାବିନ୍ B ଏବଂ କମ୍ପ୍ଲେକ୍ସ ପ୍ରଚୁର ପରିମାଣ ରେ ରହି ଥାଏ । ବିଶେଷ କରି ମହିଳା ଏବଂ ଶିଶୁ ମାନଙ୍କ ପାଇଁ ଏହା ବହୁତ ଭଲ ହୋଇ ଥାଏ ।

sojana

ଏହି ଥିରେ କ୍ୟଲସିୟମ୍ ପ୍ରଚୁର ପରିମାଣ ରେ ରହି ଥିବାରୁ ହାଡ ମଜବୁତ୍ ହୋଇ ଥାଏ । ସେହି ପରି ବହୁତ ପରିମାଣ ରେ ଅନ୍ୟ ଜିନିଷ ର ତତ୍ୱ ରହି ଥିବା ହେତୁ ଶରୀର ରେ ରକ୍ତ ର ଅଭାବ ଦେଖା ଦିଅ ନାହିଁ । ସେହି ପରି ଆପଣ ମାନଙ୍କ ହାତ ରେ ଯନ୍ତ୍ରଣା ହେଲେ ବା କାଟି ଗଲେ ଏହି ସୋଜନା ପତ୍ର ଲଗେଇ ଦେଲେ ସଂମ୍ପର୍ଣ୍ଣ ଭାବେ ଭଲ ହୋଇ ଯାଏ ।

ଏହା କୁ ପୋଷଣ ରୁ ରକ୍ଷା କରିବା ସହିତ ମାନଶୀକ ସ୍ୱାସ୍ଥ୍ୟ ପାଇଁ ବି ବହୁତ ଜୁରୁରୀ ହୋଇ ଥାଏ । ହଇଜା ଡିସ୍ ଏଣ୍ଟ୍ରୀ କାମଳ ତଥା କୋଲାଇଟିସ୍ ରୋଗ ହେଲେ ଏହି ସୋଜନା ପତ୍ର ର ସେବନ କରା ଜାଇ ଥାଏ । ଗର୍ଭବତୀ ମହିଳା ମାନଙ୍କୁ ଏହି ପତ୍ର ର ରସ ଦେଲେ ସହଜ ରେ ପ୍ରସବ ହୋଇ ଥାଏ ।

sojana sagha

ସୋଜନା ପତ୍ର କୁ ପାଣି ରେ ଫୁଟେଇ ସେହି ପାଣି କୁ ତଣ୍ଡା କରି ପିଇବା ଦ୍ୱାରା କଫ ଆଦି ସମସ୍ୟା ରୁ ଆରାମ୍ ମିଳେ । ଏହି ସୋଜନା ପତ୍ର କୁ କାଢା ଭାବେ ପ୍ରସ୍ତୁତ କରା ଯାଏ । ଏହାକୁ କେବଳ ସାଗ ନୁହେଁ ବରଂ ଏହାକୁ ଗୁଣ୍ଡ କରି ଖାଇବା ବହୁତ ଉପକାରୀ । ଏହି ଥିରେ ଖୁବ୍ କମ୍ ଆଦ୍ରତା ରହୁ ଥିବାରୁ ଏହାକୁ ଦିର୍ଘ ଦିନ ସାଇତି ରଖା ଜାଇ ପାରେ ।

ଏହାକୁ ଆପଣ ମାନେ ନିୟମତି ଭାବେ ଖାଇ ପାରିଲେ ଆପଣ ମାନଙ୍କ ଠାରୁ ଏନିମିୟା ଦୂର ହୋଇ ଥାଏ । ଏବଂ ଶିଶୁ ମାନଙ୍କ ମଧ୍ୟ ରେ  ପୋଷଣ ଦୂର କରି ପାରେ ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *