ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁ ଗଣ ଆପଣ ମାନଙ୍କୁ କହି ରଖୁଛି କି ବୁଧବାର ଓ ଶୁକ୍ରବାର କୁ ପ୍ରଭୁ ଗଣେଷ ଙ୍କର ବାର ବୋଲି କୁହାଯାଏ । ସେମିତି ରେ କାଲି ର ଦିନ ରେ ପୁରା 15 ଘଣ୍ଟା ପର୍ଯ୍ୟନ୍ତ ବହୁତ ଶୁଭ ସମୟ ରହିଛି ତେବେ ଏହି ସମୟ ରେ ଯଦି କୈଣସି ବି କାର୍ଯ୍ୟ କରା ଯାଏ । ତେବେ ନିଶ୍ଚିତ ଭାବେ ଆପଣ ମାନଙ୍କୁ ଶୁଭ ଫଳ ମିଳିବ । ସେମିତି ରେ ଆମେ ଆପଣ ମାନଙ୍କୁ ଆଜି ସୂଚନା ଦେବୁ କି କାଲିର ଦିନରେ କିଛି ରାଶି ମାନଙ୍କ ଉପରେ ପ୍ରଭୁ ଗଣେଷଙ୍କ ବହୁତ ଶୁଭ ନଜର ପଡିଛି । ତେବେ ସେମାନଙ୍କ ପାଇଁ କାଲିର ଦିନ ଟି ବହୁତ ଭଲ ସାବ୍ୟସ୍ତ ହେବ । ତେବେ ସେହି ରାଶି ଗୁଡ଼ିକ କଣ କଣ ଆସନ୍ତୁ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।
ସେମିତି ରେ ଏହି ଦିନ ରେ ଏହି ରାଶି ର ଲୋକ ମାନଙ୍କ ଜିବନ ର ଆକଳନ କରିବେ ପ୍ରଭୁ ଗଣେଷ । ସେମିତି କ୍ଷେତ୍ରରେ ଆପଣ ମାନଙ୍କ ସବୁ ଦୁଖଃ ଏବଂ କଷ୍ଟ ଏକା ଥରକେ ସବୁ କିଛି ଦୂର ହୋଇ ଯିବ । ଆପଣ ଏହି ରାଶିର ଲୋକ ମାନେ ଆଗାମୀ କିଛି ମାସ ପାଇଁ ଭଗବାନ ଗଣେଷ ଙ୍କ ଅତି ପ୍ରିୟ ହୋଇ ରହିବେ ।
ପ୍ରଭୁ ଗଣେଷ ଆପଣ ମାନଙ୍କ ଭକ୍ତି ଏବଂ ଆପଣ ମାନଙ୍କ ସ୍ୱାଭାବ କାରଣ ରୁ ହିଁ ଆପଣ ମାନଙ୍କ ଉପରେ ସଂମ୍ପର୍ଣ୍ଣ ଭାବେ ପ୍ରଶନ୍ନ ହେବେ । ତେବେ ଏହି ମାସ ଏବଂ ଆଗାମୀ ମାସରେ ଆପଣ ମାନେ ନିଜର ସ୍ୱଭାବ କୁ ଭଲ କରି ରଖନ୍ତୁ । ଏହି ଦିନ ରେ ଭଗବାନ ଗଣେଷ ଙ୍କ କୃପା ରୁ ଆପଣ ମାନଙ୍କ ସ୍ୱାସ୍ଥ୍ୟ ମଧ୍ୟ ବହୁତ ଭଲ ରହିବ ।
ଏହି ଦିନ ରେ ଯଦି କୈଣସି ପୁରୁଣା ରୋଗ ଆପଣ ମାନଙ୍କ ସହିତ ଲାଗି ରହିଛି ତେବେ ଆପଣ ମାନଙ୍କର ସେହି ରୋଗ ସଂମ୍ପର୍ଣ୍ଣ ଭାବେ ଭଲ ହୋଇ ଯିବ । ଆପଣ ମାନଙ୍କୁ ଚାକିରୀ ଏବଂ ବ୍ୟବସାୟ କ୍ଷେତ୍ର ରେ ବହୁତ ଲାଭ ପ୍ରାପ୍ତି ହେବ । ସେମିତି ରେ ଆପଣ ମାନେ ଯଦି ଚାକିରୀ ଖୋଜୁ ଛନ୍ତି । ତେବେ ଇଣ୍ଟରଭିୟୁ ଦେବା ଆଗରୁ ଆପଣ ମାନେ ଭଗବାନ ଗଣେଷ ଙ୍କ ଆରତୀ କରନ୍ତୁ ନିଶ୍ଚିତ ଭାବେ ଭଲ ରହିବ ଏବଂ ଆପଣ ମାନେ ଚାକିରୀ ମଧ୍ୟ ପାଇବେ ।