ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁ ଗଣ ମହାଭାରତର ଏମିତି କିଛି ସତ୍ୟତା ରହିଛି ଜାହା ବିଷୟରେ ଆପଣ ମାନେ ବି ଆଜି ପର୍ଯ୍ୟନ୍ତ ଜାଣି ନଥିବେ । ତେବେ ଆମେ ଆଜି ଆପଣ ମାନଙ୍କୁ ଦ୍ରୋପଦୀ ଙ୍କର ଚତୁର୍ଥି ବିଷୟରେ କିଛି ତଥ୍ୟ ଦେବା ପାଇଁ ଚାହିଁବୁ । ରାଜା ଦ୍ରୋପଦ ଯଜ୍ଞ୍ୟ କୁଣ୍ଡରୁ ଯାତ କରି ଥିଲେ ଦ୍ରୋପଦୀଙ୍କୁ ।
ପାଞ୍ଚ ପାଣ୍ଡବ ଙ୍କ ପତ୍ନୀ ଦ୍ରୋପଦୀଙ୍କ ବିଷୟ ରେ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ । କିପରି ଭାବେ ମାତା କୁନ୍ତି ଙ୍କର ବଚନ ରଖ୍ୟା କରିବା ପାଇଁ ଦ୍ରୈପଦୀ ଙ୍କୁ ବାଣ୍ଟିବା ପାଇଁ ବାଧ୍ୟ ହୋଇ ଥିଲେ । ଯେତେ ବେଳେ ମାତା କହି ଥିଲେ କି ଜାହା ବି ଆଣିଛ ନିଜ ନିଜ ମଧ୍ୟ ରେ ବାଣ୍ଟି ନିଅ । ଏବଂ ପରେ ପ୍ରକୃତ କଥା ଜାଣିବା ପରେ ମାଆ ଯୁଧିଷ୍ଟିର ଙ୍କୁ ଏହାର ସମାଧାନ ବାହାର କରିବା ପାଇଁ କହି ଥିଲେ ।
ସେହି ସମୟ ରେ ଯୁଧିଷ୍ଟିର ଙ୍କ ପାଖରେ କୈଣସି ବି ସମାଧାନ ନ ଥିବାରୁ ସେମାନେ ଦୈପଦ ଙ୍କ ପାଖକୁ ଗଲେ ତେବେ ଏବଂ ସେ ବି ଚିନ୍ତା ରେ ପଡି ଗଲେ । ତେବେ ସେହି ସଭା ରେ ରହି ଥିବା ପ୍ରଭୁ ଶ୍ରୀ କୃଷ୍ଣ ଏବଂ ବ୍ୟସ ଋଷି ଙ୍କୁ ଏହାର ଉପାୟ ପାଇଁ କହିଲେ ତେବେ ସେମାନେ କହିଲେ କି ଦ୍ରୈପଦୀ ଙ୍କୁ ପୂର୍ବ ଜନ୍ମ ରୁ ହିଁ ଶିବ ଙ୍କ ଠାରୁ ବର ମିଳିଛି କି ତାଙ୍କର ପାଞ୍ଚଟି ପତି ରହିବେ ।