ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ସମସ୍ତେ ଏହି କଥା କୁ ଚାହାଁନ୍ତି କି ତାଙ୍କର ଗାର୍ଲଫ୍ରେଣ୍ଡ ସବୁ ବେଳେ ଖୁସିରେ ଥାଉ ଏବଂ ତାଙ୍କ କଥାକୁ ସେ ସବୁ ବେଳେ ମାନୁ । ହେଲେ ଏହା କେମିତି ଭାବେ ସମ୍ଭବ ହେବ ଗୋଟିଏ ଝିଅ ର ହୃଦୟ ପର୍ଯ୍ୟନ୍ତ ପହଁଚିବା ପାଇଁ ପଡିଲେ ଆମକୁ କଣ କରିବା ପାଇଁ ପଡ଼ିବ । ଗୋଟିଏ ଝିଅ ର ହୃଦୟ ପର୍ଯ୍ୟନ୍ତ ଆପଣ ମାନଙ୍କୁ ପହଁଚିବା ପାଇଁ ପଡିଲେ ଏହାର ରାସ୍ତା ଆପଣ ମାନଙ୍କୁ ତାର ପେଟ ପର୍ଯ୍ୟନ୍ତ ନେଇ କରି ଜାଇ ଥାଏ । ଉଦାହରଣ ସ୍ୱରୁପ । ମଦୁଆ କୁ ଯଦି ମଦ ଏବଂ ଭୋକାଲା କି ଯଦି ଆପଣ ମାନେ ଖାଦ୍ୟ ଦିଅନ୍ତି ତେବେ ସେ ଆପଣ ମାନଙ୍କ ପାଖରେ କୃତଜ୍ଞ୍ୟ ହୋଇ ଯାଏ । ଠିକ୍ ଏହି ଫର୍ମୁଲା ମହିଳା ମାନଙ୍କ ଉପରେ ବି କାମ କରି ଥାଏ ।
ଏକ ରିସର୍ଚ୍ଚ ରେ ଜଣା ପଡ଼ିଛି କି ପୁରୁଷ ମାନଙ୍କ ତୁଳନା ରେ ମହିଳା ମାନେ ପ୍ରପର ତରିକା ରେ ଖାଆନ୍ତି । ତଥା ସେମାନେ ପୁରୁଷ ମାନଙ୍କ ତୁଳନା ରେ ତିନି ଗୁଣ ଅଧିକ ଖାଆନ୍ତି । ସେହିଥି ପାଇଁ ସେମାନେ ରୋମାନ୍ସ ସମୟ ରେ ବି ପୁରୁଷ ଙ୍କ ତୁଳନା ରେ ଅଧିକ ମଜା ଉଠାଇ ପାରନ୍ତି ।
ସେହି ପରି କ୍ଷେତ୍ର ରେ ଆପଣ ମାନଙ୍କୁ ସୂଚନା ଦେବୁ କି ଏହି ଦିନ ରେ ସାଧାରଣ ଭାବେ 10 ହଜାର ମହିଳା ଙ୍କୁ ଭୋକିଲା ରଖିବା ପରେ ସେମାନଙ୍କ ଉପରେ ପରିକ୍ଷା କରା ଜାଇ ଥିଲା ତେବେ ରିସର୍ଚ୍ଚ ରୁ ଜଣା ପଡି ଥିଲା । ସେମିତି ଯେଉଁ ମାନେ ଭୋକିଲା ଥିଲେ ସେମାନେ ନିର୍ଜିବ ବସ୍ତି ପରି କିଛି ବି ରିପ୍ଲେ ଦେଇ ପାରି ନ ଥିଲେ ।