ନବୀନ କରିଦେଲେ ବଡ ଘୋଷଣା – ଓଡିଶାରେ ରହୁଥିଲେ ନିଶ୍ଚୟ ପଢନ୍ତୁ ।

Naveen

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୂଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଆଉ କିଛି ନୂଆ ଘୋଷଣା କରିଛନ୍ତି । ଜାହା ସମସ୍ତ ଙ୍କ ପାଇଁ ବଡ ଖୁସୀର ଖବର ଅଟେ । ତେବେ ଆସନ୍ତୁ ନଜର ପକେଇବା ସଂମ୍ପର୍ଣ୍ଣ ଅପଡେଟ କଣ ରହିଛି । କେନ୍ଦ୍ରସରକାର ଗତକାଲି ପେଟ୍ରୋଲ ଏବଂ ଡିଜେଲ ଉପରୁ 5 ରୁ 10 ଟଙ୍କା ଉତ୍ପାଦକ ଶୁଳ୍କ ହ୍ରାସ କରି ସମସ୍ତ ରାଜ୍ୟ ନିଜ ନିଜ ସ୍ଥର ଉପରେ ଇନ୍ଧନ ଉପରେ ନେଉଥିବା ମୂଲ୍ୟଯୁକ୍ତ କର ବା ଭାଟ୍ କୁ ହ୍ରାସ କରିବାକୁ ପରାମର୍ଶ ଦିଆଜାଇଛି ।

Petrol pump

ଠିକ୍ ଏହାର ଦିନକ ପରେ ମୂଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଭାଟ କମେଇବା ନେଇ ଘୋଷଣା କରିଛନ୍ତି । ପେଟ୍ରୋଲ ଏବଂ ଡିଜେଲ ଉପରୁ 3 ଟଙ୍କା ଭାଟ ଛାଡ ଦେଇଛନ୍ତି ବୋଲି ସେ ଘୋଷଣା କରିଛନ୍ତି । ଏହା 5 ତାରିଖ ମଧ୍ୟରାତ୍ରୀ ରୁ ଲାଗୁ ହୋଇଛି । ନବିନପଟ୍ଟନାୟକ କହିଛନ୍ତି କି ବର୍ଦ୍ଧିତ ଇନ୍ଧନ ମୂଲ୍ୟରୁ ଜନତା ଙ୍କୁ ଆଶ୍ୱସ୍ଥି ଦେବା ଲାଗି ସରକାର ଏହି ନିତି ଆପଣେଇଛନ୍ତି ।

ଏଥିଯୋଗୁଁ ରାଜ୍ୟ ରାଜକୋଷ କୁ 14 କୋଟି କ୍ଷେତି ବର୍ଷକୁ ଶହିବାକୁ ପଡିବ । ଏହା ସହିତ ଭାରତ ସରକାର ଙ୍କ ଦ୍ୱାରା ଉତ୍ପାଦକ ଶୁଳ୍କ ହ୍ରାସକୁ ଦୃଷ୍ଟିରେ ରଖି ରାଜ୍ୟରେ ଭାଟ ସଂଙ୍ଗ୍ରହ ପେଟ୍ରୋଲ ଉପରେ ଲିଟର ପିଛା ଅତିରିକ୍ତ 1.60 ପଇସା ଓ ଡିଜେଲ ଉପରେ ଲିଟର ପିଛା ଅତିରିକ୍ତ 2.80 ପଇସା କ୍ଷେତି ସହିବାକୁ ପଡିବ ।

Nabinpatnaik

ଏହି ଉଭୟ କ୍ଷେତି କୁ ଦେଖିବାକୁ ଗଲେ ରାଜ୍ୟ ରାଜକୋଷ କୁ ପ୍ରାୟ 700 କୋଟି କ୍ଷେତି ହେବାର ସମ୍ବାବନା ରହିଛି । ତେବେ ଭାରତ ସରକାର ଙ୍କ ଉତ୍ପାଦଶ ଶୁଳ୍ପ ଛାଡ ରାଜ୍ୟ ସରକାର ଙ୍କ ଭାଟ ହ୍ରାସ ହେତୁ ରାଜ୍ୟ ରାଜକୋଷ କୁ ପ୍ରାୟ 2 ହଜାର କୋଟି କ୍ଷେତି ସହିବାକୁ ପଡିବ । ରାଜ୍ୟ ଏବଂ କେନ୍ଦ୍ର ର ଏହି ନିସ୍ପତି ଯୋଗୁଁ ସାରା ଭାରତ ରେ ପେଟ୍ରୋଲ କମି ସର୍ବନି୍ମ ହେବାର ସମ୍ଭାବନା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *