ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର କିଛି ବଡ ଖବର କୁ ନେଇ ଆମେ ପୁଣି ଆସି ସାରିଛି ତେବେ ଆସନ୍ତୁ ଜାଣି ନେବା ସେହି ଖବର ବିଷୟ ରେ । ପ୍ରଥମ ଖବର ଟି ହେଲା ପୋଷ୍ଟ ଅଫିସ୍ ର ଏହି ସ୍କିମ୍ ରେ 1500 ଟଙ୍କା ଜମା କରିଲେ ମିଳିବ 35 ଲକ୍ଷ୍ୟ ଟଙ୍କା । ବଜାରରେ ଅନେକ ନିବେଶ ବିକଳ୍ପ ରହିଛି ଅନେକ ସ୍କିମ୍ ରେ ଦିଆଜାଉଥିବା ସ୍କିମ୍ ଆକର୍ଷଣିୟ ରହିଥିବା ବେଳେ ଅନେକ ନିବେଶ ରେ ରିସ୍କ୍ ମଧ୍ୟ ରହିଥାଏ । ଯଦି ଆପଣ ମାନେ କମ୍ ରିସ୍କ୍ ସହିତ ଭଲ ବିକଳ୍ପ ରହିଥିବା ସ୍କିମ୍ ନେବାକୁ ଚାହାଁନ୍ତି ତେବେ ଆପଣ ମାନେ ପୋଷ୍ଟ ଅଫିସ୍ ର ଏହି ସ୍କିମ୍ ଆପଣ ମାନଙ୍କ କାମରେ ଆସିବ ।
ଗ୍ରାମ ସୁରକ୍ଷା ଅନୁସାରେ 80 ବର୍ଷ ହେବା ପରେ ସୁନିଶ୍ଚିତ ରାଶି ମିଳିବ ବା ମୃତ୍ୟୁ ସ୍ଥିତି ରେ ଆଇନ୍ ଅନୁସାରେ ତାଙ୍କର ଉତ୍ତରାଧିକାରୀ ଙ୍କୁ ମିଳି ପାରିବ । ତେବେ 19 ବର୍ଷ ରୁ 55 ବର୍ଷ ର କୈଣସି ଭାରତୀୟ ନାଗରିକ ଏହି ବୀମା ଯୋଜନା ର ଲାଭ ଉଠେଇ ପାରିବେ । ଏହି ବୀମା ରେ ସର୍ବ ନିମ୍ନ ବୀମା ରାଶି 10 ହଜାର ରୁ ଆରମ୍ଭ କରି 10 ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ରହିଛି ଏହି ପ୍ରିମିୟମ୍ ପେମେଣ୍ଟ ମାସିକ , ତ୍ରୋୟମାସିବ , ଅର୍ଦ୍ଧମାସିକ ରହିଛି ।
ତେବେ ଗ୍ରାହକ ମାନଙ୍କୁ ଏହି ରାଶି ଦେବା ପାଇଁ ଏକ ମାସର ଛାଡ ମଧ୍ୟ ଦିଆଜାଇଛି । ଯଦି କେହି 19 ବର୍ଷ ବୟସ ରେ ଗ୍ରାମ ସୁରକ୍ଷା ପୋଲିସି କୁ କିଣୁଛନ୍ତି ତେବେ 55 ବର୍ଷ ପାଇଁ ତାଙ୍କୁ ମାସିକ ପ୍ରମିୟମ୍ 1500 ଟଙ୍କା ଏବଂ 58 ବର୍ଷ ପାଇଁ 1463 ଟଙ୍କା ଦେବାକୁ ପଡିବ । ଏବଂ ପୋଲିସି କିଣିଥିବା ଗ୍ରାହକ 55 ବର୍ଷ ପରେ 31 ଲକ୍ଷ୍ୟ 60 ହଜାର ଟଙ୍କା 58 ବର୍ଷ ପରେ 33 ଲକ୍ଷ୍ୟ 60 ହଜାର ଏବଂ 60 ବର୍ଷ ପାଇଁ 35 ଲକ୍ଷ୍ୟ 60 ହଜାର ଟଙ୍କା ମିଳିବ ।
ପରିବର୍ତି ଖବର ଟି ହେଲା ଭାରତୀୟ ଷ୍ଟେଟ ବ୍ୟଙ୍କ୍ ଗ୍ରାହକ ମାନଙ୍କ ପାଇଁ ଭଲ ଖବର ଆସିଛି । ତେବେ ଗ୍ରାହକ ମାନଙ୍କ ପ୍ରତି ଛୋଟ କାମ ପାଇଁ ବ୍ୟଙ୍କ୍ କୁ ଏବେ ଯିବାର ଦରକାର ନାହିଁ । ବରଂ ବ୍ୟଙ୍କ୍ ଏବେ ନିଜେ ଆପଣ ମାନଙ୍କ ପାଖକୁ ଆସିବ SBI ଏହି ସର୍ଭିସ୍ କୁ ଡୋର ଷ୍ଟେପ୍ ବ୍ୟଙ୍କି ବୋଲି ନାମ ଦେଇଛି । ତେବେ ଏହାର କିଛି ସର୍ତ ମଧ୍ୟ ରହିଛି । ଏହାର ସୁବିଧା ଉଠେଇବା ପାଇଁ ଆପଣ ମାନଙ୍କ ବ୍ୟଙ୍କ୍ ଏକାଉଣ୍ଟ ସହିତ ନିଜର ମୋବାଇଲ ନମ୍ବର ରେଜିଷ୍ଟର ହେବା ଜରୁରୀ ଅଟେ । ଏବଂ ଏହି ସୁବିଧା ଦେଖି ପାରୁନଥିବା ବ୍ୟକ୍ତି ଏବଂ 70 ବର୍ଷରୁ ଉର୍ଦ୍ଧ ବ୍ୟକ୍ତି ମାନଙ୍କ ପାଇଁ ଅଟେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।