ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଇ-ଶ୍ରମ କାର୍ଡ କୁ ନେଇ ଆସିଲା ଖୁସୀ ଖବର ଦୀପାବଳୀ ରେ ମିଳିବ ପ୍ରଥମ କିସ୍ତି ଟଙ୍କା ପାଞ୍ଚ ହଜାର ଏହି ଭଳି ପ୍ରଧାନ ମନ୍ତ୍ରୀ ଘୋଷଣା କରିଛନ୍ତି ତେବେ ଆସନ୍ତୁ କଣ ରହିଛି ଏହାକୁ ନେଇ ସଂମ୍ପର୍ଣ୍ଣ ବିବରଣି ଜାଣିନେବା । ଆସନ୍ତା ଦୀପାବଳୀ ରେ କେଉଁ ମାନଙ୍କୁ ମିଳିବ 5 ହଜାର ଟଙ୍କା ଏବଂ କେଉଁ ମାନଙ୍କୁ ମିଳିବ ନାହିଁ ଜାଣିବା ।
ବନ୍ଧୁଗଣ ଏହି ଦିନରେ ଯଦି ଆପଣ ମାନେ ଇ-ଶ୍ରମ କାର୍ଡ ରେ ପଞୀକରଣ କରିସାରିଛନ୍ତି ଏବଂ ଆପଣ ମାନଙ୍କ ପାଖରେ କାର୍ଡ ରହିଛି ତେବେ ଆପଣ ମାନଙ୍କ ପାଇଁ ଆସିଛି ଏହି ଖୁସୀ ଖବର ଦୀପାବଳୀରେ ଇ-ଶ୍ରମ କାର୍ଡ ର ପ୍ରଥମ କିସ୍ତି ଟଙ୍କା ଡିସେମ୍ବର ଶେଷ ତାରିଖ ଯାଏ ଆପଣ ମାନେ ପଞୀକରଣ କରିପାରିବେ । ଏବଂ ଜାନୁଆରୀ 2022 ଠାରୁ ସବୁ ସୁବିଧା ମିଳି ପାରିବ ବୋଲି ସରକାର ଙ୍କ ପକ୍ଷ୍ୟରୁ ସୂଚନା ପ୍ରଦାନ କରାଜାଇଛି ।
ଆଉ ଯେଉଁ ମାନେ ଇ-ଶ୍ରମ କାର୍ଡ କୁ ପଞୀକରଣ କରିନାହାଁନ୍ତି ସେମାନେ ଶୀଘ୍ର କରେଇ ନିଅନ୍ତୁ ନହେଲେ ଆପଣ ମାନେ ସରକାର ଦେଉଥିବା କିଛି ବି ସୁବିଧା ପାଇଁ ପାରିବେ ନାହିଁ । ଆଉ ଯେଉଁ ମାନେ ପଞୀକରଣ କରିଛନ୍ତି ସେହି ମାନଙ୍କୁ 2 ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ବୀମା ରାଶି ମିଳିପାରିବ ।
ସେହି ପରି କୈଣସି ଦୂର୍ଘଟଣା ଘଟିଲେ ଆପଣ ମାନଙ୍କୁ 2 ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ସୁବିଧା ମିଳିବ ବୋଲି ସରକାର ଙ୍କ ପକ୍ଷ୍ୟ ରୁ ଘୋଷା ହୋଇଛି କାଳୀପୂଜାରେ ପ୍ରଥମ କିସ୍ତି ମିଳିବ ବୋଲି କୁହାଜାଉଥିବା କଥା ସଂମ୍ପର୍ଣ୍ଣ ମିଥ୍ୟା ଅଟେ ଆପଣ ମାନେ ଏହି କଥା ଉପରେ ମୋଟେ ବି ବିଶ୍ୱାସ କରନ୍ତୁ ନାହିଁ । ଯଦି ବି କେବେ ଖବର ଆସେ ଆମେ ଆପଣ ମାନଙ୍କୁ ନିଶ୍ଚିତ ଜଣେଇବୁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।