ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବଲିଉଡ ର ଏମିତି କିଛି କଳାକାର ମାନେ ରହିଛନ୍ତି ଯେଉଁ ମାନଙ୍କ ଉପରେ ବହୁତ ବଡ ବଡ ଆରୋପ ଲାଗି ସାରିଛି । ତେବେ ଆମେ ଆଜି ଆପଣ ମାନଙ୍କୁ ସେମିତି କିଛି କଳାକାର ମାନଙ୍କ ବିଷୟରେ କହିବୁ । ଯେଉଁ ମାନଙ୍କ ଉପରେ ଏମିତି ହିଁ ଆରୋପ ଲାଗିଛି ।
ତେବେ ପ୍ରଥମେ ରହିଛନ୍ତି ଫିଲ୍ମ ଗେଙ୍ଗଷ୍ଚାର ରୁ ସାମ୍ନା କୁ ଆସି ଥିଲା ସାଇନି ହୁଡେ ଙ୍କୁ ଚାକରାଣୀ ର ରେପ୍ କରିବା ମାମଲା ରେ ଗିରଫ କରା ଜାଇ ଥିଲା । ତେବେ ଚାକରାଣୀ ର ଅଭିଯୋଗ ଥିଲା କି ସେ ଚାକରାଣୀ ର ରେପ୍ କରି ଥିଲେ ଏବଂ ନ କହିବା ପାଇଁ ଧମକ୍ ଦେଇ ଥିଲେ । ସେହି ପରି ବେଳେ ଫେସନ୍ ଜୋସୀ ମଧୁର ଭଣ୍ଡାକର ଙ୍କର ଉପରେ ମୋଡେଲ୍ ପ୍ରିତି ଜୋୟନ୍ ଙ୍କ ଲିଡ୍ ହିରୋଇନ୍ କରିବାର ଲାଳସା ଦେଇ ତାଙ୍କର ରେପ୍ କରିବାର ଆରୋପ ଲାଗି ଥିଲା । ହେଲେ କୋର୍ଟ ରେ ଏହି ଆରୋପ ର କୈଣସି ପ୍ରମାଣ ନ ଥିଲା ତେଣୁ ତାଙ୍କୁ କୈଣସି ଦଣ୍ଡ ମିଳି ନ ଥିଲା ।
ସେହି ପରି ଆଦିତ୍ୟ ପୈଞ୍ଚଅଲ୍ଲୀ ଙ୍କ ଉପରେ ବି 15 ବର୍ଷ ର ଚାକରାଣୀ ଙ୍କୁ ବଳତ୍କାର କରିବାର ଆରୋପ ଲାଗି ଥିଲା । ସେ ବି ସେମିତି ତାଙ୍କୁ ଅଭିନେତ୍ରୀ କରିବାର ଲାଳସା ଦେଇ ତାଙ୍କ ସହିତ ଶାରୀରିକ ସଂମ୍ପର୍କ କରେଇବା ପାଇଁ ବାଧ୍ୟ କରି ଥିଲେ। ଏବଂ ଚାକରାଣୀ 18 ବର୍ଷ ରୁ କମ୍ ହୋଇ ଥିବା ହେତୁ ରେପ୍ ର ଆରୋପ ଲାଗି ଥିଲା।
ସେହି ପରି ଟିଭି ଅଭିନେତା ଅମନ୍ ରତନ୍ ବର୍ମା ବହୁତ ଫେମସ୍ ଅଭିନେତା ରହି ଥିଲେ । ହେଲେ ତାଙ୍କର କେରିଅର ସେତେ ବେଳେ ବର୍ବାଦ୍ ହେଲା ଯେତେ ବେଳେ ତାଙ୍କ ଉପରେ ଷ୍ଟିଙ୍ଗ୍ ଅପରେସନ୍ ହୋଇ ଥିଲା । ଯେଉଁ ଥିରେ ସେ ଗୋଟିଏ ଝିଅ କୁ ଅଭିନେତ୍ରୀ କରିବା ପାଇଁ ଜାଇ ସେ ଶାରୀରିକ ସଂମ୍ପର୍କ ରଖିବା ର ଦେଖିବା ପାଇଁ ମିଳି ଥିଲା ।
ସେହି ପରି ଅଙ୍କିତ୍ ତିୱାରୀ ଙ୍କୁ ବି ପୋଲିସ୍ ରେପ୍ ମାମଲା ରେ ଆରେଷ୍ଟ କରି ସାରିଛି । ତାଙ୍କ ଉପରେ ମହିଳା ଜଣେ ଆରୋପ ଲଗେଇ ଥିଲେ କି ସେ ତାଙ୍କୁ ଅଭିନୟ କରେଇବେ ବୋଲି କହି ଗୋଟିଏ ବର୍ଷ ଯାଏ ଶାରୀରିକ ସଂମ୍ପର୍କ ବନେଇ ରହି ଥିଲେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।