ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କେନ୍ଦ୍ରାପଡା ର ସଂସଦ ରହି ଥିବା ଅନୁଭବ ମବାନ୍ତି । କିଛି ଲୋକ ପସନ୍ଦ କରନ୍ତି ତ ଆଉ କିଛି ଲୋକ ମାନେ କରନ୍ତି ନାହିଁ । ସେମିତି ରେ ବର୍ତମାନ ସମୟ ରେ ବର୍ଷା ଏବଂ ଅନୁଭବ ଙ୍କ ମଧ୍ୟ ରେ ହୋଇ ଥିବା ଝଡ଼ କୁ ନେଇ ଅନେକ କଳାକାର ମାନେ ଅନେକ ମତ ଦେଇଛନ୍ତି ।
ତେବେ ବର୍ତମାନ ସମୟ ରେ ନିଜର ଛାଡ ପତ୍ର କୁ ନେଇ ଆଗକୁ ଆସିଛନ୍ତି ଏହି ଅଭିନେତା ଏବଂ ଅଭିନେତ୍ରୀ ଜଣଙ୍କ । ସେମିତି ରେ ଏହାକୁ ନେଇ ଅନ୍ୟ କଳାକାର ମାନେ ନିଜର ମତ ଦେଇଛନ୍ତି । ସେହିପରି ବନ୍ଧୁଗଣ ଆପଣ ମାନଙ୍କୁ ଜଣେଇ ଦେବାକୁ ଚାହିଁବୁ କି ଅନୁଭବ ଙ୍କ ବିଷ୍ଣୁ ପ୍ରିଆ ଗ୍ରାଫିକ୍ସ ରେ ହେଉ ଥିବା ଫିଲ୍ମ ରେ କାମ କରି ଥିବା ବର୍ଷା ଙ୍କୁ କେବେ ବି ତାଙ୍କର ପାରିଶ୍ରମିକ ଦେଉ ନ ଥିଲେ ବୋଲି ସେ କହିଛନ୍ତି ।
ସେହି ପରି ଏବେ ଅଭିଯୋଗ ଆଣିଛନ୍ତି କି ଅନୁଭବ ତାଙ୍କୁ ଶାରୀରିକ ଏବଂ ମାନଶୀକ ଭାବେ ଟର୍ଚର ମଧ୍ୟ କରୁ ଥିଲେ ବୋଲି ବର୍ଷା ଙ୍କ ଅଭିଯୋଗ କରିଛନ୍ତି । ସେହି ପରି ଅନୁବଭ ଙ୍କ କହିବା ଅନୁସାରେ ବର୍ଷା ତାଙ୍କ ସହିତ ସଂମ୍ପର୍କ ରଖୁ ନ ଥିଲେ । ଏବଂ ଏହା ତାଙ୍କୁ ଅସହୟୋଗ କରି ଥିଲା ।
ସେହି ପରି ଚତୁର୍ଥି ରାତ୍ରୀ ରେ ହିଁଁ ସଂମ୍ପର୍କ ରଖିବା ପାଇଁ ମନା କରି ଥିଲେ । ସେ ସଂମ୍ପର୍କ ରଖିବା ପାଇଁ ତିନି ଚାରି ମାସ ସମୟ ମାଗି ଥିବା ବେଳେ ବର୍ଷା ଙ୍କ ନିସ୍ପତି ଙ୍କୁ ଅନୁଭବ ସମ୍ମାନ ଜଣେଇ ଥିଲେ । ଏବଂ ପରେ ପରେ ରାଜ୍ଯ ସଭା କୁ ନିର୍ବାଚିତ ହେବା ପରେ ସଂମ୍ପର୍କ ରେ ସୁଧାର ପାଇଁ ଚେଷ୍ଟା କରି ଥିଲେ ଅନୁଭବ ।
ହେଲେ ସଂମ୍ପର୍କ ରଖିବାକୁ ଅସହଜ ମନେ କରି ଥିଲେ ବର୍ଷା ପ୍ରିୟ ଦର୍ଶନୀ । ପତ୍ନୀ ଙ୍କ ଏହି ପରି ଆଚରଣ ମର୍ମାହତ କରି ଥିବା ପିଟିସନ୍ ର ଲେଖା ରହିଛି । ଏବଂ ଏହି ଦିନ ରେ ସୋସିଆଲ ମିଡ଼ିଆ ରେ ବର୍ଷା ଙ୍କ କିଛି ଘରେ କାମ କରୁ ଥିବାର ଭିଡିଓ ବି ଭାଇରଲ ହୋଇ ଥିବାର ମଧ୍ୟ ଦେଖିବା ପାଇଁ ମିଳିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।