ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏମିତି କିଛି କଳାକାର ମାନେ ରହିଛନ୍ତି ଯେଉଁ ମାନଙ୍କ ଡ୍ରେସ୍ ସେନ୍ସ ସମସ୍ତ ଙ୍କ ଠାରୁ ସବୁ ବେଳେ ଅଲଗା ହୋଇ ଥାଏ। ସେମିତି ରେ ଆମେ ଆଜି ଆପଣ ମାନଙ୍କୁ କଙ୍ଗନ୍ନା ରଣାୱତ୍ ଙ୍କ ସେମିତି ହିଁ କିଛି ହଟ୍ ଡ୍ରେସ୍ ବିଷୟ ରେ କହିବୁ ଯେଉଁ ଡ୍ରେସ୍ କୁ ଦେଖି ଆପଣ ମାନଙ୍କ ମନ ଭରି ଯିବ ।
ତେବେ ସବୁଠୁ ପ୍ରଥମେ କଥା ହେବା ଫିଲ୍ମ ଜଜ୍ ମେଣ୍ଟାଲ ର ପ୍ରେସ୍ କୋନଫ୍ରେନ୍ସ ରେ ଯେଉଁ ଠାରେ କଙ୍ଗନ୍ନା ସୁବଜ ରଙ୍ଗ ର ହାଇ ସିଲ୍ପ ଡ୍ରେସ୍ ପିନ୍ଧି ଥିଲେ । ଏବଂ ତାଙ୍କର ବାଳ କୁ ସେ ହେବି ରେନ୍ କରି ବାନ୍ଧି ଥିଲେ । ଏବଂ ସେ ସେହି ଠାରେ ବହୁତ ସୁନ୍ଦର ବି ଦେଖା ଜାଉ ଥିଲେ । ସେହି ପରି ଡେନ୍ସ ଫିଲ୍ମ ଫେଷ୍ଟିଭାଲ୍ ର କଥା କହିବା ତେବେ ସେଠାରେ କଙ୍ଗନ୍ନା ରଣାୱତ୍ କେବଳ ବ୍ରା ସହିତ ଉପରେ ଗୋଟିଏ ଜାକେଟ୍ ପିନ୍ଧି ଥିବା ବେଳେ ତଳେ ମିଲିଟ୍ରୀ ପ୍ୟଣ୍ଟ ପିନ୍ଧି ଥିବାର ଦେଖିବା ପାଇଁ ମିଳି ଥିଲା ।
ସେହି ପରି ମନି କୋର୍ଣିକା ସକ୍ସେସ୍ ପାର୍ଟି ରେ କଙ୍ଗନ୍ନା ରଣାୱତ୍ ସିମ୍ରୀ ଗାଉନ୍ ଡ୍ରେସ୍ ପିନ୍ଧି ଥିବା ବେଳେ ଖୋଲା ବାଳ ସହିତ ସେ ବହୁତ ହିଁ ସୁନ୍ଦର ଦେଖା ଜାଉ ଥିଲେ । ସେହି ପରି ଆମେ ଆଜି କାନ୍ସ ଫିଲ୍ମ ଫେଷ୍ଟିଭାଲ ର କଥା ତେବେ ସେଠାରେ କଙ୍ଗନ୍ନା ରଣାୱତ୍ କିଛି କମ୍ ଦେଖା ଦେଉ ନ ଥିଲେ ବରଂ ସେ ସେଠାରେ ରିଭିଲିଂ ନେକ୍ ଲାଇନ୍ ଡ୍ରେସ୍ ପିନ୍ଧି ଥିବାର ଦେଖିବା ପାଇଁ ମିଳି ଥିଲେ । ଏବଂ ସେହି ଠାରେ ସେ ଏହି ସବୁ ଡ୍ରେସ୍ ରେ ବହୁତ ବୋଲ୍ଡ ବି ନଜର ଆସି ଥିଲେ ।
ସେହି ପରି ଆଉ ଗୋଟିଏ ଫେଷ୍ଟିଭାଲ୍ ଲୁକ୍ ରେ କଙ୍ଗନ୍ନା ରଣାୱତ୍ ବର୍ଡି କୈଫ୍ କେଟ୍ ସୁଟ୍ ।ଏବଂ ସେ ସେମିତି ରେ ସେଠାରେ ବହୁତ ସୁନ୍ଦର ଦେଖା ଜାଉ ଥିବା ବେଳେ ଏହି ଡ୍ରେସ୍ କୁ ଆଜି ଯାଏ ବଲିଉଡ ରେ କେହି ବି ଅଭିନେତ୍ରୀ ପିନ୍ଧି ନାହାଁନ୍ତି କେବଳ କଙ୍ଗନ୍ନା ରଣାୱତ୍ ଙ୍କ ଛଡା ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।