ଭାରତର ଏହି ଫେମୋସ କ୍ରିକେଟର ମାନଙ୍କ ରହି ସାରିଛି ଏହି ବଲିଉଡ ହିରୋଇନଙ୍କ ସହ ସମ୍ୱନ୍ଧ

Cricketer

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କ୍ରିକେଟ୍ ରେ ଏମିତି କିଛି ଖେଳାଳି ରହିଛନ୍ତି ଯେଉଁ ମାନେ ନିଜର ପ୍ରେଫେସନ ଲାଇଫ୍ ଛଡା ସେମାନେ ପର୍ସିନାଲ ଲାଇଫ୍ ରେ ସେମାନେ ବହୁତ ଚର୍ଚ୍ଚା ରେ ରହିଛନ୍ତି । ଏବଂ ଏହି ସବୁ କରଣ ହେଲା କି ଏମାନଙ୍କର ବଲିଉଡ ଅଭିନେତ୍ରୀ ମାନଙ୍କ ସହିତ ବହୁତ ସମୟ ରେ ଲଭ୍ ରିଲେସନ୍ ସିପ୍ ରେ ରହି ଥାନ୍ତି । ଯେଉଁଥି ପାଇଁ ଏମାନେ ସବୁ ସମୟ ରେ ଲାଇମ୍ ଲାଇଟ୍ ରେ ରହି ଥାନ୍ତି । ଏହା ଭାରତୀୟ କ୍ରିକେଟର ହେଉନ୍ତୁ ବା ବିଦେଶ ରୁ ଆସି ଥିବା କ୍ରିକେଟର ମାନେ ଏମାନେ ସବୁ ସମୟ ରେ ବଲିଉଡ ରେ ଚର୍ଚ୍ଚା ରେ ରହି ସାରିଛନ୍ତି ।

ହେଲେ ସେମିତି କିଛି ଖେଳାଳି ରହିଛନ୍ତି ଯେଉଁ ମାନେ ପ୍ରେମ ଅଧା ଅଧୁରା ରହି ହିଁ ଶେଷ ହୋଇ ଜାଇ ଥିଲା । ଯେଉଁଠାରୁ ସେମାନଙ୍କୁ ଆଉ କାହା ସହିତ ସେମାନଙ୍କୁ ଦେଖିବା ପାଇଁ ମିଳି ନାହିଁ । ସେହିଥି ପାଇଁ ଆମେ ଆଜି ଆପଣ ମାନଙ୍କୁ ସେମିତି ହିଁ କିଛି ଖେଳାଳି ଙ୍କ ବିଷୟ ରେ କହିବା ପାଇଁ ଚାହିଁବୁ । ଯେଉଁ ମାନଙ୍କର ଏମିତି ହିଁ ଆଫାୟାର ରହି ଥିଲା ।

Shaheed Akhtar

ପ୍ରଥମେ ରହିଛନ୍ତି ଶହେଭ୍ ଅଖତର୍ ଜଣେ ପାକିସ୍ତାନ ଖେଳାଳି ଭାବେ ପରିଚିତ ଏହି ଖେଳାଳି ଗୋଟିଏ ସମୟ ରେ ସୋନାନି ବିନ୍ଦ୍ରେ ଙ୍କ ପ୍ରେମ ରେ ପାଗଳ ଥିଲେ ହେଲେ ଏହା ଗୋଟିଏ ପଟର ପ୍ରେମ ରହି ଥିଲା ।

ସେହି ପରି ଦୁଇ ରେ ରହିଛନ୍ତି ରୋହିତ୍ ଶର୍ମା ଭାରତୀୟ କ୍ରିକେଟର ରୋହିତ୍ ବି ସୋଫିଆ ହାୟତ୍ ଙ୍କ ଉପରେ ଲଟୁ ହୋଇ ଜାଇ ଥିଲେ । ଜାହା ପରେ ପରେ ସେ ଗୋଟିଏ ବର୍ଷ ଯାଏ ରୋହିତ୍ ଙ୍କ ସହିତ ସଂମ୍ପର୍କ ରେ ରହି ଥିଲେ । ଏବଂ ପରେ ରୋହିତ୍ ନିଜେ ଏହି ପ୍ରେମ କୁ କେବଳ ଗୋଟିଏ ଫ୍ରେଣ୍ଡ ସିପ୍ ର ନିଜର ରେ ଦେଖି ଥିଲେ ।

Rohit Sharma

ସୈରଭ୍ ଗାଙ୍ଗୁଲୀ । ଭାରତୀୟ କ୍ରିକେଟର ସୈରଭ୍ ଗାଙ୍ଗୁଲୀ 1999 ରେ ନଗ୍ମା ଙ୍କୁ ନିଜର ହୃଦୟ ଦେଇ ଦେଇ ଥିଲେ । ଏବଂ ପରେ ଏମାନଙ୍କ ଲଭ୍ ଆଫାୟର ର ଖବର ବି ବହୁତ ଚର୍ଚ୍ଚା ରେ ରହି ଥିଲା । ଏବଂ ପରେ ଏମାନଙ୍କ ପ୍ରେମ ସଂମ୍ପର୍କ ବି ଦୁଇ ବର୍ଷ ଯାଏ ରହି ଥିଲା ହେଲେ ପରେ ସୈରଭ୍ ଗାଙ୍ଗୁଲୀ ଡୋନା ରୟ ଙ୍କ ସହିତ ବିବାହ କରି ନେଇ ଥିଲେ ଏବଂ ଏମାନଙ୍କ ସବୁ ସଂମ୍ପର୍କ ରେ ଫାଠ ହୋଇ ଗଲା ଏବଂ ପରେ ସେମାନେ କେବେ ବି ଦେଖିବା ପାଇଁ ମିଳନ୍ତି ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *