ଆଲିଆ ଭଟ୍ଟଙ୍କ ଘରର ରାଜ – ଆଲିଆ ସହ ବାପା ମହେଶ ଭଟ୍ଟ ଘରେ କରିଥାନ୍ତି ଏମିତି କାମ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଭଟ୍ଟ ପରିବାର ର ଝିଅ ଆଲିଆ ଭଟ୍ଟ ଙ୍କୁ ଆପଣ ମାନେ ଜାଣି ଥିବେ ସେ ବହୁତ ହିଁ କମ୍ ବୟସ ରେ ହିଁ ବହୁତ ହିଟ୍ ଫିଲ୍ମ ଦେବାରେ ସଫଳ ହୋଇ ଥିବା ବେଳେ ଏବଂ ନିଜର ଫିଲ୍ମ କେରିଅର ରେ ସେ ବହୁତ ଗୁଡିଏ ଆୱର୍ଡ ବି ନିଜ ନାମରେ କରି ସାରିଛନ୍ତି । ହେଲେ କଣ ଆପଣ ମାନେ ଜାଣନ୍ତି କି ଆଲିଆ ଭଟ୍ଟ ଯିଏ ନିଜ ମାଆ ଏବଂ ବାପା ଙ୍କୁ ବର୍ତମାନ ସମୟ ରେ ଦୂର ରେ ରହିଛନ୍ତି । ଏବଂ ସେ ବର୍ତମାନ ସମୟ ରେ ଗୋଟିଏ ଅଲଗା ଘରେ ରହିଛନ୍ତି ।

Alia Bhatt

ସେମିତି ରେ ଆପଣ ମାନେ ଭାବୁ ଥି୍ବେ ଏହାର କାରଣ କଣ ହୋଇ ଥିବ ବୋଲି । ଏହାର କାରଣ ଆଉ କିଛି ନୁହେଁ ବରଂ ମହେସ୍ ଭଟ୍ଟ ଙ୍କ ଖରାପ୍ ବ୍ୟବହାର ଅଟେ । ସେହିଥି ପାଇଁ ସେ ଅଲଗା ଘରେ ବର୍ତମାନ ସମୟ ରେ ରହିଥାନ୍ତି ।

ସେହି ପରି ବରି ଭାବେ ବହୁତ ସମୟ ରେ ମହେସ୍ ଭଟ୍ଚ ଙ୍କୁ ଦେଖା କରିବା ପାଇଁ ରିଆ ଚକ୍ରବର୍ତି ଙ୍କ ସହିତ ଏମିତି ଅନେକ ଅଭିନେତ୍ରୀ ମାନେ ଆସି ଥାନ୍ତି । ତେବେ ସେ ସବୁ ସମୟ ରେ ଘରେ ରାସ ଲୀଳା କରିବାରେ ହିଁ ରହି ଥାନ୍ତି । କାରଣ ସେ ଆସିକ୍ ମିଜାଜ୍ ର ଅଟନ୍ତି ନା । ତେବେ ଆପଣ ମାନଙ୍କୁ କହିବୁ କି ପୂର୍ବ ରୁ ହିଁ ଆଲିଆ ଙ୍କୁ ଜଣା ଥିଲା କି ରିଆ ଚକ୍ରବର୍ତି ଏବଂ ତାଙ୍କ ବାପା ମହେସ୍ ଭଟ୍ଟ ଙ୍କ ମଧ୍ୟ ରେ ସେମିତି ହିଁ କିଛି ରିଲେସନ ରହିଛି ବୋଲି । ଏବଂ ଏହି ବିଷୟ ରେ ବର୍ତମାନ ସମୟ ରେ ସୂଚନା ରହିଛି ।

Mahesh Bhatt

ଏହି ଦିନ ରେ ଏମିତି ଗୋଟିଏ ଫୋଟ ଭାଇରଲ ହେଲା ଯେଉଁ ଥିରେ ମହେସ ଭଟ୍ଟ ଏବଂ ତାଙ୍କ ପୂର୍ବ ଝିଅ ପୂଜା ଭଟ୍ଟ ଙ୍କ ସହିତ ସେ ଲିପ ଲକ୍ ଫୋଟ ସୁଟ୍ କରେଇ ଥିଲେ ଏବଂ ସେ ବି ଗୋଟିଏ ମେଗାଜିନ୍ ପାଇଁ । ଏବଂ ସେ ମିଡ଼ିଆ ରେ ଏମିତି କହି ଥିଲେ କି ପୂଜା ଭଟ୍ଟ ତାଙ୍କର ଝିଅ ହୋଇ ନ ଥିଲେ ସେ ତାଙ୍କୁ ବି ବିବାହ କରି ନେଇ ଥାନ୍ତେ । ସେହି ପର ଠାରୁ ତାଙ୍କୁ ନେଇ ବଲଲିଉଡ ରେ ସବୁ ବେଳେ ଚର୍ଚ୍ଚା ଚାଲି ରହି ଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *