ନମାସ୍କର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲ ରେ ସ୍ୱାଗତ । ବନ୍ଧୁଗଣ ଆମ ଶରୀରରେ ଅନେକ ଅଂଶରେ ବାଳ ବା ଲୋମ ଥାଏ । ଅଧିକ ବାଳ ଶରୀରରେ ଥିଲେ ଏହା ଆଦୁ ଭଲ ଦେଖାଯାଏ ନାହିଁ ଯଦି ଶରୀରରେ ଅବଞ୍ଛିତ କେଶ ଥାଏ, ତେବେ ଶରୀର ପାଇଁ ଏହା ଅଶୁଭ ଏବଂ ଅଦରକାରୀ ଦେଖାଯାଏ, ଏଥିପାଇଁ ଆମେ ମଧ୍ୟ ଅନେକ ପଦକ୍ଷେପ ଗ୍ରହଣ କରୁ । ଶରୀରର କେଶକୁ ଦୂର କରିବା ପାଇଁ ଆମେ ଅନେକ ବଜାରରେ ମିଳୁଥିବା ଜିନିଷ ବ୍ୟବହାର କରିଥାଉ, କିଛି କେମିକାଲ ଲୋସନ, କ୍ରିମ, ୱାକ୍ସ ବ୍ୟବହାର କରୁ କିନ୍ତୁ ଏହାକୁ ବାରମ୍ବାର କରିବା ଅତ୍ୟନ୍ତ ମହଙ୍ଗା ଏବଂ ଟିକେ କଷ୍ଟକର ।
ଅବାଞ୍ଛିତ କେଶ ଅନେକ ଲୋକଙ୍କ ଶରୀରରେ ବଢ଼ିଥାଏ, ଯାହା ଶରୀର ପାଇଁ ଅସୁନ୍ଦର ଦେଖାଯାଏ । ଅନେକ ଲୋକ ଏଥିପାଇଁ ଅନେକ ପଦକ୍ଷେପ ମଧ୍ୟ ନିଅନ୍ତି । ଅଧିକାଂଶ ଲୋକ ମାନଙ୍କ ଶରୀରରେ ଅଧିକ ହରମୋନ ଯୋଗୁଁ ଛାତିରେ,ପେଟରେ,ପିଠିରେ,ଗୋଡ଼ରେ,ଜଂଘରେ,ହାତରେ ଏମିତି କିଛି ମହିଳା ମଧ୍ୟ ଅଛନ୍ତି ଯେଉଁମାନେ ଏହି ସମସ୍ୟାରେ ପୀଡ଼ିତ । ଅନେକ ମହିଳା ମାନଙ୍କ ଛାତିରେ,ମୁହଁରେ,ହାତ ଗୋଡ଼ ଏମିତି ନିଶ ଦାଢ଼ି ମଧ୍ୟ ଉଠିଥାଏ । ଆଜି, ଏହି ପୋଷ୍ଟରେ, ଆମେ ଆପଣଙ୍କୁ ୫ ମିନିଟରେ ଲୁଣ ଏବଂ ଟୁଥ ପେଷ୍ଟ ର ବ୍ୟବହାର କରି ଅବାଞ୍ଛିତ କେଶ ଅପସାରଣ କରିବାର ପଦକ୍ଷେପ ବିଷୟରେ କହିବୁ ।
ଲୁଣ ଏବଂ ଟୁଥପେଷ୍ଟ ;
ପ୍ରତିଦିନ ଲୁଣ ଏବଂ ଟୁଥପେଷ୍ଟ ମିଶ୍ରିତ ପ୍ରୟୋଗ କରି ଶରୀରର ସମସ୍ତ ଅବାଞ୍ଛିତ କେଶକୁ ମୂଳରୁ ବାହାର କରାଯାଇଥାଏ । ଏହାକୁ ବ୍ୟବହାର କରିବା ପାଇଁ ଏକ ପାତ୍ରରେ ଅଳ୍ପ ପାଣି, ଟୁଥପେଷ୍ଟ ଏବଂ ଲୁଣ ମିଶାଇ ଶରୀରର ଅବାଞ୍ଛିତ କେଶ ଅଞ୍ଚଳରେ ଲଗାଇଲେ କେଶ ସବୁ କିଛି ଦିନ ମଧ୍ୟରେ ଲୋପ ପାଇବ। ଆପଣଙ୍କୁ କେବଳ ପ୍ରତିଦିନ ୧୦ ମିନିଟ ଲୁଣ ଏବଂ ପେଷ୍ଟ କୁ ମିଶାଇ ନିଜର ଅତ୍ୟଧିକ କେଶ ଥିବା ସ୍ଥାନରେ ପ୍ରଲେପ ଲଗାଇବାକୁ ପଡ଼ିବ ।
ଶରୀରର ଅବାଞ୍ଛିତ କେଶ ସମ୍ପୂର୍ଣ୍ଣ ଲୋପ ନହେବା ପର୍ଯ୍ୟନ୍ତ ଏହାକୁ ବ୍ୟବହାର କରିବା ଉଚିତ୍ । ଏହି ପ୍ରତିକାର କରିବା ଦ୍ୱାରା ଶରୀରର କୌଣସି କ୍ଷତି ହୁଏ ନାହିଁ । ଚର୍ମ ଉପରେ ଏହାର କୌଣସି ଖରାପ ପ୍ରଭାବ ପଡ଼େ ନାହିଁ । ଏହି ପ୍ରଲେପ ଅତ୍ୟନ୍ତ ଖାରିଆ ହୋଇଥିବାରୁ ଏହା ଶରୀରର ଲୋମ କୁ ଦୁର୍ବଳ କରିବାରେ ସହାୟକ ହୁଏ । ବହୁତ ଦିନ ବ୍ୟବହାର କରିବା ଫଳରେ ଅଧିକ ଲୋମଶ ଅଙ୍ଗ ରୁ ସମସ୍ତ ବାଳ ଝଡିଯାଇଥାଏ ।
ବିଦ୍ର : ଏହି ଉପାୟ କୁ ଶୀତଦିନେ କରନ୍ତୁ ନାହିଁ,ଚର୍ମ ଶୁଷ୍କ ହେବାର ସମ୍ଭାବନା ଥାଏ । ପ୍ରୟୋଗ ସ୍ଥାନରେ ଏକ ମାସ ପର୍ଯ୍ୟନ୍ତ ତେଲ ଲଗାନ୍ତୁ ନାହିଁ । ଉପାୟ ଶୀଘ୍ର ଫଳପ୍ରଦ ହେବ ।
ଏହି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ଆପଣଙ୍କୁ ପସନ୍ଦ ଆସିଲେ ଏହାକୁ ସେୟାର୍ କରି ଅନ୍ୟମାନଙ୍କ ନିକଟରେ ପହଞ୍ଚାଇବାକୁ ଅନୁରୋଧ । ଅଧିକ ସୂଚନା ନିମନ୍ତେ ଆମକୁ ଲାଇକ୍ ଏବଂ ଫଲୋ ନିଶ୍ଚୟ କରନ୍ତୁ ।