ପ୍ରଥମ ଥର ପ୍ରୟୋଗ ଦ୍ୱାରା ଛାତିରେ ଜମା କଫ ବହାରିଯିବ |

Cough in the chest

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କଣ ଆପଣ ମାନଙ୍କ ଛାତି ରେ କଫ ଜମା ହୋଇ ରହୁଛି କଣ କଫ ବାହାର କୁ ବାହାରୁ ନାହିଁ କଣ ଆପଣ ମାନଙ୍କୁ କାସ ବହୁତ ଅଧିକ ହେଉଛି ବିଭିନ୍ନ ପ୍ରକାରର ମେଡିସିନ ର ସେବନ କରିବା ପରେ ଆପଣ ମାନଙ୍କ ଛାତି ରେ ଜମା କଫ ବାହାରୁ ନାହିଁ ତେବେ ଆମେ ଆପଣ ମାନଙ୍କୁ ଏମିତି ଏକ ରାମବାଣ ଘୋରଇ ଉପଚାର କହିବୁ ଜାହାକୁ ଆପଣ ମାନେ କେବଳ ରାତି ରେ ସେବନ କରିଲେ ଆପଣ ମାନଙ୍କ ଛାତି ରେ ଜମିଯିବା କଫ ଘିଅ ଭଳି ତରଳି ବାହାରିଯିବ ।

Chest

ବନ୍ଧୁଗଣ ଆପଣ ମାନଙ୍କୁ ଏହିଥି ପାଇଁ ପାନ ପତ୍ର ର ଆବଶ୍ୟକତା ପଡିବ ଆୟୁରଦେବ ରେ ବର୍ଣ୍ଣିତ ରହିଛି କି ପାନପତ୍ର ଆପଣ ମାନଙ୍କ ଶରୀର ରୁ ଅନେକ ପ୍ରକାରର ରୋଗ କୁ ଦୂର କରେ ,ଏହା ପାଇଁ ପ୍ରଥମେ ଆପଣ ମାନେ ଦୁଇଟି ପାନ ପତ୍ର ନିଅନ୍ତୁ ଏବଂ ପରେ ଆପଣ ମାନଙ୍କୁ ଗୋଲମରିଚ ଆବଶ୍ୟକତା ରହିଛି ପାନ ପତ୍ର ଉପରେ ତିନି ରୁ ଚାରୋଟି ଗୋଲମରିଚ ନିଅନ୍ତୁ ଏବେ ତୁଳସୀ ପତ୍ର ଆବଶ୍ୟକ ରହିଛି ,

ଆପଣ ମାନେ ଚାରି ରୁ ପାଞ୍ଚଟି ଚୁଳସୀ ପତ୍ର ତୋଳି ନିଅନ୍ତୁ ଏବଂ ପରେ ଆପଣ ମାନଙ୍କୁ ଶେଷ ସାମଗ୍ରୀ ପିଆଜ ଆବଶ୍ୟକତା ପଡିବ ଏହି ଥିରେ ଛୋଟ ସାଇଜ୍ ର ପିଆଜ ଆପଣ ମାନେ ବ୍ୟବହାର କରନ୍ତୁ । ତେବେ ଏହି ଉପଚାର ଟି ସଂମ୍ପର୍ଣ୍ଣ ଆୟୁରବେଦ ର ଅଟେ ଯଦି ଆପଣ ମାନଙ୍କୁ ଭିଷଣ ଥଣ୍ଡା ହୋଇଛି ବିଷଣ କଫ ହୋଇଛି ତେବେ ଆପଣ ମାନେ ଏହାର ପ୍ରୋୟଗ କରନ୍ତୁ ,

Chest

ତେବେ ଏବେ ଆପଣ ମାନେ ସେହି ପାନ ସହିତ ଏହାକୁ ଚୋବେଇ ନିଅନ୍ତୁ , ସେହି ଦ୍ୱତୀୟ ଉପାୟ ଟି ହେଲା ଆପଣ ମାନେ ଏକ ଗ୍ଲାସ୍ କ୍ଷୀର ରେ କଞ୍ଚା ଅଦା କୁ ଛେଚି ପକାନ୍ତୁ ଏବଂ ତାହାକୁ ଫୁଟାନ୍ତୁ କ୍ଷୀର ଭଲ ଭାବେ ଫୁଟି ଗଲା ପରେ ପ୍ରତି ଦିନ ରାତି ରେ ଏହାର ସେବନ କରି ଶୋଇ ଜାଆନ୍ତୁ ଦେଖିବେ ଆପଣ ମାନଙ୍କ ଛାତି ର କଫ ଏବଂ ଦେହ ରେ ଥଣ୍ଡା ରହି ଥିଲେ ତାହା ତୁରନ୍ତ ଦୂରେଇ ଯିବ ,

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *