ଦୀପାବଳୀ ଦିନ କରନ୍ତୁ ସହଜ ସରଳ ଏହି ଉପାୟ ମିଳିବ ଧନ ଆଉ ସୁଖ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସାଧାରଣ ଭାବେ ଲୋକ ମାନେ ମାଆ ଲକ୍ଷ୍ମୀ ଙ୍କୁ ଦୀପାବଳୀ ରେ ପ୍ରଶନ୍ନ କରିବା ପାଇଁ ଆମେ ମାନେ ଅଲଗା ଅଲଗା ବିଧି ବିଧାନ ଅପଣେଇ ଥାନ୍ତି ଏବଂ ଆମେ ମାନେ ତାଙ୍କର ପୂଜା ପାଠ ବି କରନ୍ତି ଘରେ ଦେବୀ ଙ୍କ ଆରଧନା ବି କରନ୍ତି । ଏବଂ ଫଳ ର କାମନା କରନ୍ତି ସେମିତି ରେ ବନ୍ଧୁଗଣ ଆମେ ଆଜି ଏମିତି କିଛି ଜିନିଷ ବିଷୟ ରେ କହିବୁ ଜାହାକୁ ଆପଣ ମାନେ ନିଜର ଘର ଆଗରେ କରିଲେ ଆପଣ ମାନଙ୍କ ଘରକୁ ମାଆ ଲକ୍ଷ୍ମୀ ଆସିବେ ତେବେ ଏହି ବିଷୟରେ ଜାଣିବା ପାଇଁ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

Mother Lakshmi

ତେବେ ବନ୍ଧୁଗଣ ପ୍ରଥମେ ହେଲା ଆପଣ ମାନେ ମାଆ ଙ୍କୁ ଘରକୁ ବୁଲାଇବାର ରହି ଥିଲେ ଆପଣ ମାନେ ପ୍ରଥମେ ଘର ଆଗରେ ଗୋଟିଏ ଜଳ ର ପାତ୍ର କୁ ବସାନ୍ତୁ ଏବଂ ସେହି ଥିରେ କିଛି ଫୁଲ କୁ ରଖନ୍ତୁ , ଏବଂ ତାହାକୁ ମହମ ବତୀ ରେ ସଜାନ୍ତୁ ଏମିତି କରିଲେ ଆପଣ ମାନଙ୍କୁ ମାଆ ଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତି ହୋଇ ଥାଏ ।

ସେହି ପରି ଦୁଇ ରେ ବନ୍ଧୁଗଣ ଘର ଆଗରେ ମାଆ ଲକ୍ଷ୍ମୀ ଙ୍କ ପାଦ ଚିହ୍ନ ଆଙ୍କନ୍ତୁ ତେବେ ଆପଣ ମାନଙ୍କ ଉପରେ ମାଆ ପ୍ରଶନ୍ନ ହେବେ ସେହି ପରି ବନ୍ଧୁଗଣ ଦୀପାବଳୀ ଦିନ ଘର ର ଦ୍ୱାର ବନ୍ଧ ରେ ଆପଣ ମାନେ ତରଣ ଲଗାନ୍ତୁ ଆପଣ ମାନେ ଆମ୍ବ ପତ୍ର ର ତରଣ ବି ଲଗେଇ ପାରିବେ ।

puja

ସେହି ପରି ବନ୍ଧୁଗଣ ଏହି ଦିନ ରେ ଆପଣ ମାନେ ମାଆ ଲକ୍ଷ୍ମୀ ଙ୍କ ଫୋଟ କିଣୁଛନ୍ତି ତେବେ ପଦ୍ନ ଫୁଲ ଉପରେ ବସି ଥିବା ମହାଲକ୍ଷ୍ମୀ ଙ୍କ ଫୋଟ କୁ କିଣନ୍ତୁ କିମ୍ବା ଆପଣ ମାନେ ଲକ୍ଷ୍ମୀ ଙ୍କ ସହିତ ଗଣେଷ ଙ୍କ ବିରାଜ ମାନ ଫୋଟ କୁ ବି ଆପଣ ମାନେ ଆଣି ପାରିବେ ଏମିତି କପିଲେ ଶୁଭ ଫଳ ପ୍ରାପ୍ତି ହେବ ।

ସେହି ପରି ବନ୍ଧୁଗଣ ଆପଣ ମାନେ ପୂଜା ଘର ର ଦ୍ୱାର ବନ୍ଧ ରେ ସ୍ୱସ୍ତିକ ଚିହ୍ନ ଆଙ୍କନ୍ତୁ ତେବେ ମାଆ ଆପଣ ମାନଙ୍କ ଉପରେ ପ୍ରଶନ୍ନ ହେବେ ଏବଂ ଏମିତି କରିଲେ କେବେ ବି ଘରକୁ ଖରାପ ଶଖ୍ତି ର ପ୍ରବେଶ ହେବ ନାହିଁ ଏବଂ ମାଆ ଆପଣ ମାନଙ୍କ ଉପରେ ବିଶେଷ ଭାବେ ପ୍ରଶନ୍ନ ବି ରହିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *