କ୍ୟାଲସିୟମ ପାଇଁ ଖାଦ୍ୟ | ଏହି ଖାଦ୍ୟ ଖାଆନ୍ତୁ

Calcium

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଆପଣ ମାନଙ୍କ ଶରୀର ରେ କ୍ୟଲସିୟମ୍ ର ଅଭାବ ଦେଖିବା ପାଇଁ ମିଳେ ତେବେ ଆପଣ ମାନଙ୍କୁ କେଉଁ ଖାଦ୍ୟ ଅଧିକ ପରିମାଣ ରେ ସେବନ କରିବା ଜରୁରୀ ଅଟେ , ତେବେ ଆସନ୍ତୁ ଜାଣି ନେବା , ତେବେ ବନ୍ଧୁଗଣ କ୍ୟଲସିୟମ୍ ର ସବୁଠୁ ବଡ ଉତ୍ସ ହେଲା ଗାଈ କ୍ଷୀର ଯାହା ଆମ ଶରୀର ରେ ବହୁତ ଭଲ ଭାବେ ଆବଜର୍ଭ୍ ବି ହୋଇଥାଏ ।

milk

କ୍ଷୀର ବ୍ୟତିତ କ୍ଷୀର ରୁ ପ୍ରସ୍ତୁତ ସବୁ ପ୍ରକାରର ଖାଦ୍ୟ ଯଦା ଦହୀ ପନିର୍ ଛେନା କ୍ୟଲସିୟମ୍ ରେ ଭରି ରହିଥାଏ , ତେଣୁ ଯଦି ଆପଣ ମାନଙ୍କ ଶରୀର ରେ କ୍ୟଲସିୟମ୍ ଅଭାବ ର ଲକ୍ଷ୍ୟଣ ଦେଖିବା ପାଇଁ ମିଳେ ଗୋଟିଏ ଗ୍ଲାସ୍ କ୍ଷୀର ରେ 300 Mg ପର୍ଯ୍ୟନ୍ତ କ୍ୟଲସିୟମ୍ ରହିଥାଏ ।

ଏହା ସହିତ ବଢୁ ଥିବା ଶିଶୁ କୁ ପ୍ରତି ଦିନ ଗୋଟିଏ ଗ୍ଲାସ୍ କ୍ଷୀର ଦେଲେ ଏହା ତାଙ୍କର ଗ୍ରଥ୍ ରେ ବହୁତ ସାହାଯ୍ୟ କରେ ଏବଂ ଅସ୍ତି କୁ ମଜବୁତ୍ ବି କରେ , ଯଦି ଆପଣ ମାନଙ୍କୁ କ୍ୟଲସିୟମ୍ ଆବଶ୍ୟକତା ରହିଛି ଏବଂ ଆପଣ ମାନେ କ୍ଷୀର ର ସେବନ କରିବା ପାଇଁ ଚାହାଁନ୍ତି ନାହିଁ ତେବେ ଆପଣ ମାନେ ଦହୀ ଏବଂ ପନିର୍ ର ପ୍ରଚୁର ପରିମାଣ ରେ ସେବନ କରନ୍ତୁ ।

Panipariba

ଦ୍ୱତୀୟ ରେ ହେଲା ସବୁଜ ପନି ପରିବା କ୍ୟଲସିୟମ୍ ରେ ଭି ରହିଥାଏ ଖାସ୍ କରି ଆପଣ ମାନେ ପାଳଙ୍ଗ ସାଗ ଏବଂ ଲେଉଟିଆ ସାଗ ର ବ୍ୟବହାର କରନ୍ତୁ ।

କବି ,ମୂଳା ଏବଂ ଭେଣ୍ଡି ରେ ବହୁତ ପରିମାଣ ରେ କ୍ୟଲସିୟମ୍ ରହିଥାଏ , ତେବେ ଆପଣ ମାନେ ଏହି ସବୁ ପନି ପରିବା ର ସେବନ କରିଲେ ଆପଣ ମାନେ ନିଶ୍ଚିତ ଭାବେ କ୍ୟଲସିୟମ୍ ର ଭରପୁର ମାତ୍ରା ପାଇ ପାରିବେ ,

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *