ଆସୁଛି ଭିଷଣ ଲଘୁଚାପ । ଏହି ସବୁ ଜିଲ୍ଲା ସାବଧାନ ।

rans

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଦକ୍ଷିଣ ଓଡିଶା ର କିଛି ସ୍ଥାନରେ ପ୍ରବଳ ବର୍ଷା ଆଶଂକା ମୂଖ୍ୟ ରୂପେ ସତର୍କ ସୂଚନା ଜାରି ହୋଇଥିବା ବେଳେ ସତନ୍ତ୍ର ରିଲିଫ୍ କମିଶନର SRC ପକ୍ଷ୍ୟ ରୁ ସମସ୍ତ ଜିଲ୍ଲା ପାଳ ମାନଙ୍କୁ ସୂଚନା ପ୍ରଦାନ କରାଜାଇଛି । ସୂଚନା ଯୋଗ୍ୟ ଆଞ୍ଚଳିକ ପାଣିପାଗ କେନ୍ଦ୍ର ର ପୂର୍ବାନୁମାନ ଅନୁସାରେ ଆସନ୍ତା ନଭେମ୍ବର 2 ରୁ 3 ତାରିଖ ପର୍ଯ୍ୟନ୍ତ ମାଲକାନାଗିରି , କୋରାପୁଟ , ଗଞାମ୍ , ଓ ଗଜପତି ଜିଲ୍ଲା ର ଗୋଟିଏ କିମ୍ବା ଦୁଇଟି ସ୍ଥାନ ରେ ମଧ୍ୟମ ରୁ ପ୍ରବଳ ବର୍ଷା ର ଆଶଂକା ରହିଛି।

rain2

SRC ପକ୍ଷ୍ୟ ରୁ ଜିଲ୍ଲା ପାଳ ମାନଙ୍କୁ ଲେଖାଜାଇଥିବା ଚିଠି ରେ କୁହାଜାଇଛି କି ବର୍ଷା ନେଇ ଜନସାଧାରଣ ଙଅକ ମଧ୍ୟ ରେ ସଚେତନ ର ବାର୍ତ୍ତା ଦିଆଯାଉ । ସାମ୍ଭାବ୍ୟ ବର୍ଷା ମୁକାବିଲା ଜିଲ୍ଲା ପ୍ରଶାସନ ପକ୍ଷ୍ୟ ରୁ ଆବଶ୍ୟକ ପଦକ୍ଷେପ ନିଆଯାଉ । ସେହି ପରି ଆଗାମୀ 24 ଘଣ୍ଟା ପାଇଁ ଚାଷୀ ମାନଙ୍କ ପାଇଁ ସତର୍କ ସୂଚନା ଜାରି ହୋଇଛି ।

ଏହି ସମୟ ମଧ୍ୟରେ ମାଲକାନାଗିରି , କୋରାପୁଟ , ଗଞାମ୍ , ଓ ଗଜପତି ଜିଲ୍ଲା ରେ ବର୍ଷା ହୋଇପାରେ । ସେହି ପରି ନବରଙ୍ଗପୁର , ଏବଂ କଳାହାଣ୍ଡିି ଜିଲ୍ଲାର କିଛି ସ୍ଥାନରେ ସାମାନ୍ୟ ବର୍ଷା ହୋଇପାରେ ।

Heavy rain

ସେହି ପରି ବିଶେଷଜ୍ଞ୍ୟ ମାନେ ଦେଇଥିବା ସୂଚନା ମୁତାବକ ନଭେମ୍ବର ମାସର ଦ୍ୱତୀୟ ସପ୍ତାହ ପର୍ଯ୍ୟନ୍ତ ଦକ୍ଷିଣି ରାଜ୍ୟ ମାନଙ୍କ ରେ ବର୍ଷା ର ଆଶଂକା ରହିଛି । ତଥା ତାମିଲନାଡୁ , କେରଳ , ପୁଡୁଚେରୀ , ଆନ୍ଧ୍ରପ୍ରଦେଶ , ଓ କର୍ଣ୍ଣାଟକ ରେ ପ୍ରବଳ ବର୍ଷା ହେବାର ଚେତାବନି ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *