ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସିଲା ବର୍ତମାନ ର ସବୁଠୁ ବଡ ଖବର ନଭେମ୍ବର ରୁ ବଦଳିବାକୁ ଯାଉଛି ଏହି ସବୁ ବଡ ନିୟମ । ଏହା ଆପଣ ମାନଙ୍କ ଉପରେ ବଡ ପରିବର୍ତନ କରିପାରେ ତେବେ ଆସନ୍ତୁ ଜାଣିନେବା କଣ ରହିଛି ସେହି ସବୁ ନିୟମ ବିଷୟ ରେ । ଆଉ ଗୋଟିଏ ଦିନ ପରେ ଅର୍ଥାତ୍ ସୋମବାର ଠାରୁ ଆରମ୍ଭ ହେବାକୁ ଯାଉଛି ନଭେମ୍ବର ମାସ ଏହି କ୍ରମ ରେ ନଭେମ୍ବର ମାସରୁ କିଛି ନିୟମ ରେ ପରିବର୍ତନ ଆସିବାକୁ ଯାଉଛି ।
ତେବେ ପ୍ରଥମ ନିୟମ ଟି ହେଲା ନଭେମ୍ବର ପହିଲା ରୁ ବ୍ୟଙ୍କ୍ ରେ ଟଙ୍କା ଡିପୋଜିତ୍ ଏବଂ ଉଠାଣ ପର୍ଯ୍ୟନ୍ତ କାରବାର ଲାଗି ସମସ୍ତ ଙ୍କ ପାଇଁ ଆପଣ ମାନଙ୍କୁ ସେବା କର ଦେବାକୁ ପଡିବ । ସେହି ପରି ରେଳ ବିଭାଗ ରେ ସମୟ ସାରଣୀ ବି ବଦଳିଯିବ । ଏବଂ ଗ୍ୟସ୍ ସିଲିଣ୍ଡର ବୁକିଂ ନିୟମ ରେ ବି ବଡ ପରିବର୍ତନ ଦେଖିବା ପାଇଁ ମିଳିବ । ତେବେ ନଭେମ୍ବବର ମାସର ପ୍ରଥମରୁ ହିଁ ଆପଣ ମାନଙ୍କ ରୋଷେଇ ଶାଳ ଉପରେ ମହଙ୍ଗାମାଡ ହୋଇପାରେ । ଅର୍ଥାତ ପୁଣିଥରେ ରୋଷେଇ ଗ୍ୟାସ ସିଲିଣ୍ଡର ର ଦର ବୃଦ୍ଧି ପାଇପାରେ ।
କେବଳ ଗ୍ୟାସ ଦର ବୃଦ୍ଦି ନିୟମ ନୁହେଁ ବରଂ ବ୍ୟଙ୍କ୍ ରେ ଟଙ୍କା ଉଠାଣ କରିବା ଉପରେ ଆପଣ ମାନଙ୍କୁ ସେବାକର ଦେବାକୁ ପଡିବ । ପ୍ରଥମେ ବ୍ୟଙ୍କ୍ ଅଫ ବରଦା ଏହା ଆରମ୍ଭ କରିଥିଲା । ଏହି କ୍ରମରେ ନଭେମ୍ବର ପହିଲା ଠାରୁ ସମସ୍ତ ବ୍ୟଙ୍କ୍ ଗ୍ରାହକ ନିର୍ଦ୍ଧାରିତ ଠାରୁ ଅଧିକ ଟଙ୍କା ଜମା କରିଲେ କିମ୍ବା ଉଠେଇଲେ ସେମାନଙ୍କୁ ଏକ ଦେୟ ଦେବାକୁ ପଡିବ ।
ଏହା ସହିତ ଲୋକଙ୍କ ଏକାଉଣ୍ଟ ପ୍ରତି ଆପଣ ମାନଙ୍କୁ ଦେଢସହ ଟଙ୍କା ଦେବାକୁ ପଡିବ । ଖାତା ଧାରକ ମାନେ ତିନି ଥର ଜମା କରିବା ପରେ ପୁଣି ଯଦି ଚତୁର୍ଥ ଥର ଜମା କରନ୍ତି ତେବେ ନିଶ୍ଚିତ ଭାବେ ସେମାନଙ୍କୁ ଅଧିକ 40 ଟଙ୍କା ଦେବାକୁ ପଡିବ ।
ସେହି ପରି ଦେଶ ରେ ଯାତ୍ରୀ ବାହୀ ଟ୍ରେନ୍ ର ସମୟ ସାରଣୀ ବଦଳିବାକୁ ଯାଉଛି ଏହି ପରି 13 ହଜାର ଯାତ୍ରୀବାହୀ ଏବଂ 7 ହଜାର ମାଲଗାଡି ର ସମୟ ପରିବର୍ତନ ହେବ । ଏପଟେ ଗ୍ୟସ୍ ସିଲିଣ୍ଡର ଡେଲିଭର ର ସଂମ୍ପର୍ଣ୍ଣ ପକ୍ରିୟା ବଦଳିବାକୁ ଯାଉଛି । ଏବେ ଏକ OTP ଆପଣ ମାନଙ୍କ ମୋବାଇଲ କୁ ଆସିବ ଜାହାକୁ ଡେଲିଭରି ବୟ ସହିତ ସେୟାର କରି ଗ୍ୟାସ୍ ନେଇ ପାରିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।