ଆଜି ସୁନାଦର ହୋଇଗଲା ବହୁତ କମ – ଜାଣନ୍ତୁ କେତେ ଅଛି ସୁନାଦର

gold

ଆଜିର ଦିନରେ ସୁନାର ମୂଲ୍ୟ କେତେ ରହିଛି ଆଜି ଆମେ ଆପଣଙ୍କୁ ଏହି ଆର୍ଟିକୀଳ ମାଧ୍ୟମରେ କହିବୁ । କହିବାକୁ ଗଲେ ଗତ କିଛି ଦିନ ହେବ ସୁନା ଓ ଚାନ୍ଦିରର ଦାମ ପୁଣି ଥରେ ହ୍ରାସ ହେବାକୁ ଲାଗିଛି । ଏମିତିରେ ଆଜି ଆମେ ଆପଣଙ୍କୁ ସୁନାର ୨୨ କ୍ୟାରେଟ ଓ ୨୪ କ୍ୟାରେଟ ଦାମ କେତେ ଅଛି ସେହି ବିଷୟରେ କହିବୁ । ଏହା ସହିତ କହିବୁ କି ଚାନ୍ଦି ପୂର୍ବ ଦିନ ଅପେକ୍ଷା କେତେ ଟଙ୍କା ବୁଦ୍ଧି ହୋଇଛି ।

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି  ୪୪,୭୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୪୫,୭୫୦ ଟଙ୍କା ଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୩,୫୫୦ ଟଙ୍କା ରହିଥିବାବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୫୧୦ ଟଙ୍କା ରହିଛି।

gold

ତେବେ ଓଡିଶାର ବିଭିନ୍ନ ଜୁଏଲାରୀ ସପର ଭିନ୍ନ ଭିନ୍ନ ରହିଛି ସୁନା ରେଟ । ତେବେ ଏହି ରେଟ ମଧ୍ୟରେ ପାଖା ପାଖି 1000 ଟଙ୍କାର ତଫାତ ଦେଖିବାକୁ ମିଳୁଛି । କେତେକ ଦୋକାନରେ ସୁନା ରେଟ 42 ହଜାର ଥିଲା ବେଳେ କେତେକ ଦୋକାନରେ ଏହି ରେଟ 43 ହଜାରରୁ ବି ଅଧିକ ରହିଛି । ତେବେ ଆଗାମୀ ଦିନରେ ସୁନା ରେଟ ବଢି ପାରେ ବୋଲି ବିଶେଷଙ୍ଗ ମାନେ ସୁଚନା ଦେଇଛନ୍ତି ।

କେଉଁ ସହରରେ କେତେ ଅଛି ସୁନା ରେଟ – 

ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୪,୭୫୦ ଟଙ୍କା ଓ ୪୫,୭୫୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୫,୭୦୦ ଟଙ୍କା ଓ ୪୯,୮୬୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୩,୮୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୪୭,୭୮୦ ଟଙ୍କା ଥିବା ରେକର୍ଡ ହୋଇଛି ।

gold

ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୫,୮୫୦ ଟଙ୍କା ଓ ୪୮,୫୫୦ ଟଙ୍କା ରହିଛି । ସେହିପରି ରୁପା ମୂଲ୍ୟ କିଲୋଗ୍ରାମ ପ୍ରତି ୧୩୦୦ ଟଙ୍କା ବଢ଼ି ୬୬,୩୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

ସହୁ ଦିନ ସୁନା ଓ ଚାନ୍ଦିର ରେଟ ବିଷୟରେ ସୁଚନା ପାଇବା ଗୋଟିଏ ଲାଇକ ନିଶ୍ଚୟ କରନ୍ତୁ । ଏହାକୁ ସେୟାର କରି  ସମସ୍ତଙ୍କ ପାଖେ ପହଞ୍ଚାଇବାରେ ସୀହାର୍ଯ୍ୟ କରନ୍ତୁ । ଜୟ ହିନ୍ଦ ।

Leave a Reply

Your email address will not be published. Required fields are marked *