ଦୀପାବଳୀ ପର୍ବରେ କାହାକୁ ଦିଅନ୍ତୁନି ଏହି ୬ଟି ଜିନିଷ ନହେଲେ ପରେ ପସ୍ତେଇବେ ।

Diwali .d

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମା ଲକ୍ଷ୍ମୀଙ୍କ ପର୍ବ ଦୀପାବଳୀ ଆସୁଛି ଏମିତିରେ ସମସ୍ତେ ଏହାର କାମରେ ଲାଗିଛନ୍ତି କେତେ ଲୋକ ଦୀପାବଳୀ ଦିନ ନିଜ ପ୍ରିୟ ଜନ ଙ୍କୁ ଉପହାର ଦେଇଥାନ୍ତି । ଦୀପାବଳି ଦିନ ଯଦି ଖାସ ଜିନିଷ ଅନ୍ୟ ମାନଙ୍କୁ ଦେବେ ତେବେ ମା ଲକ୍ଷ୍ମୀ ଆପଣଙ୍କ ଘର ଠାରୁ ଚାଲିଯିବେ, ସେଥିପାଇଁ ଦୀପାବଳୀ ଦିନ ଏହି ସାତ ଟି ଜିନିଷ ଭୁଲ ରେ ବି କାହାକୁ ଦିଅନ୍ତୁ ନାହିଁ । ନହେଲେ ଆପଣଙ୍କ ଘରେ ଧନ ର ବୃଦ୍ଧି ହେବ ନାହିଁ ଆଉ ତାହା ସହିତ ଘରର ଦାରିଦ୍ର୍ୟତା ମାଡ଼ି ଆସିବ। ତେବେ ଚାଲନ୍ତୁ ଜାଣିବା ସେହି ଜିନିଷ ବିଷୟରେ ଯାହାକୁ ଆପଣଙ୍କୁ ଦୀପାବଳୀ ଦିନ କାହାକୁ ଦେବାର ନାହିଁ ।

ପ୍ରଥମ ଜିନିଷ ହେଉଛି ଷ୍ଟିଲ ଆଉ ଲୁହ ର କିଛି ବି ବସ୍ତୁ ବା ବାସନ ଦୀପାବଳୀ ଦିନ ଅନ୍ୟ କାହାକୁ ଦିଅନ୍ତୁ ନାହିଁ ଏହି ଧାତୁରେ ନିର୍ମିତ ବସ୍ତୁ ଅନ୍ୟ କାହାକୁ ଦିଅନ୍ତୁ ନାହିଁ । ଦ୍ଵିତୀୟରେ ହେଉଛି ଦୀପାବଳୀ ଦିନ କେତେକ ଲୋକ ନିଜ ଲୋକ ମାନଙ୍କୁ କପଡା ଉପହାର ଦେଇଥାନ୍ତି କିନ୍ତୁ କପଡା ଦେବା ସମୟରେ ଏହି କଥା ର ଧ୍ୟାନ ରଖିବେ କପଡା ସିଲ୍କ ହୋଇନଥିବା ଦରକାର ସିଲ୍କ ର କପଡା ଦୀପାବଳୀ ଦିନ କାହାକୁ ଦେବା ଦ୍ଵାରା ଅଶୁଭ ମାନାଯାଏ ସେଥି ପାଇଁ ସିଲ୍କ ର କପଡା ଦୀପାବଳୀ ଦିନ ଉପହାର କାହାକୁ ଦିଅନ୍ତୁ ନାହିଁ ।

Diwali .1

ତୃତୀୟରେ ଗଣେଷ ଏବଂ ମାତା ଲକ୍ଷ୍ମୀର ମୂର୍ତ୍ତୀ କାହାକୁ ଦିଅନ୍ତୁ ନାହିଁ । ଏମିତିରେ ଯଦି ଆପଣ କାହାକୁ ଗଣେଷ ଭଗବାନ ଆଉ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତୀ ଦେବେ ତ ଆପଣଙ୍କ ଘରରୁ ଲକ୍ଷ୍ମୀ ତାଙ୍କ ଘରକୁ ପଳେଇ ବେ ସେଥିପାଇଁ ଏହି ଦୁଇଟି ମୂର୍ତ୍ତୀ କୁ ଦୀପାବଳୀ ଦିନ କାହାକୁ ଦିଅନ୍ତୁ ନାହିଁ ।

ଚତୁର୍ଥ ରେ ଦୀପାବଳୀ ଦିନ ସୁନା ଏବଂ ରୂପାର ତିଆରି ଜିନିଷ ନିଜ ପାଇଁ କିଣି ଘରକୁ ଆଣିବା ଶୁଭ ମାନା ଯାଏ କିନ୍ତୁ ଯେବେ ସୁନା ଆଉ ରୂପ ଆପଣ ଅନ୍ୟକୁ ଦେଇଦେବେ ତ ଏହା ଆପଣଙ୍କ ପାଇଁ ଅଶୁଭ ହୋଇଯିବ ଆଉ ଘରେ ଧନର ହ୍ରାସ ହୋଇଯିବ ।

ପଞ୍ଚମ ରେ ତେଲ ଦୀପାବଳୀ ର ପାଞ୍ଚ ଦିନ ପୂର୍ବରୁ ହିଁ ଏହାକୁ କିଣନ୍ତୁ ନାହିଁ କିମ୍ବା ଅନ୍ୟ କାହାକୁ ଦିଅନ୍ତୁ ନାହିଁ ସେଥିପାଇଁ ଦୀପାବଳୀ ର ପାଞ୍ଚ ଦିନ ପୂର୍ବରୁ ଏହାକୁ କିଣି କରି ରଖିଦିଅନ୍ତୁ ଦୀପାବଳୀ ଦିନ ତେଲ ଦେବା ଅର୍ଥାତ୍ ସିଧା ସିଧା ମା ଲକ୍ଷ୍ମୀଙ୍କୁ ରୁଷ୍ଟ କରିବା ସେଥିପାଇଁ ଏହି ଭୁଲ କରନ୍ତୁ ନାହିଁ ।

Diwali .

ଷଷ୍ଠ ରେ ରୁମାଲ ,ରୁମାଲ କୁ ସମସ୍ତେ ନିଜ ପାଇଁ ବ୍ୟବହାର କରିଥାନ୍ତି ଏମିତି ମାନା ଯାଏ କି ରୁମାଲ କୁ ଅନ୍ୟ କାହାକୁ ଉପହରରେ ଦେବା ଅଶୁଭ ହୋଇଥାଏ ଆଉ ମା ଲକ୍ଷ୍ମୀ ଏଥି ଦ୍ଵାରା ରୁଷ୍ଟ ହୁଅନ୍ତି ସେଥିପାଇଁ ଦୀପାବଳୀ ଦିନ ହେଉ କିମ୍ବା ଅନ୍ୟ ଦିନ ରୁମାଲ କହାକୁ ବି ଦିଅନ୍ତୁ ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *