ଦୀପାବଳି ପାଇଁ ବହୁତ କମିଗଲା ସୁନା ରେଟ । ଏବେ ରହିଛି ଏତିକି ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆପଣ ମାନଙ୍କ ପାଇଁ ବହୁତ ଖୁସୀ ଖବର କାହିଁକି ନା ଆଜି ଉଭୟ ସୁନା ଏବଂ ରୂପା ଦର ରେ ଅନେକ ମାତ୍ରା ରେ ହ୍ରାସ ଦେଖିବା ପାଇଁ ମିଳିଛି । ତେବେ ଆସନ୍ତୁ ନଜର ଦେବା ଆଜିର ନୂଆ ଦର କେତେ ରହିଛି ଏବଂ ଜାହା ଯଦି ଆପଣ ମାନେ କିଣିବା ପାଇଁ ଚାହୁଁଛନ୍ତି ତେବେ ସେତିକି ଟଙ୍କା ଦେଇ କିଣି ପାରିବେ।

gold

ତେବେ ଆସନ୍ତୁ ଜାଣିନେବା ସୁନା ଏବଂ ରୂପା ଦର । ତେବେ ଆଜି ଭୁବନେଶ୍ୱର ରେ ସୁଦ୍ଧ ସୁନା 24 କେରେଟ୍ ର ଦାମ୍ ରେ ଜାହାକି 10 ଗ୍ରାମ୍ ପିଛା 1030 ଟଙ୍କା ହ୍ରାସ ଦେଖିବାକୁ ମିଳିଛି । ଆଉ ନୂଆ ଦରରେ 10 ଗ୍ରାମ୍ ପିଛା ସୁଦ୍ଧ ସୁନା 99.9 ର 24 କେରେଟ୍ ର ଦାମ୍ ରେ 45210 ଟଙ୍କା ଦେଖିବା ପାଇଁ ମିଳିଛି ।

ଏହା ସହିତ 22 କରେଟ ଦାମ୍ ରେ 10 ଗ୍ରାମ୍ ପିଛା 44220 ଟଙ୍କା ରହିଛି । ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ସୁନା ମୂଲ୍ୟ 10 ଗ୍ରାମ ପିଛା 60 ହଜାର ଟଙ୍କାରେ ପହଞ୍ଚିପାରେ ଏବଂ ଏହାର ପୂର୍ବ ରେକର୍ଡ ଭାଙ୍ଗିଛି। ଏପରି ପରିସ୍ଥିତିରେ, ନିବେଶକମାନେ ଯଦି 6 ମାସ ଅବଧି ଏବଂ ଷ୍ଟପ୍ଲୋସ୍ ସହିତ କିଣନ୍ତି ତେବେ ଲାଭ ଉପାର୍ଜନ କରିପାରିବେ |

gold

ଯଦି ଆମେ ସୁନା ବିନିଯୋଗ ବିଷୟରେ କହିବା, ତେବେ ଗତ ବର୍ଷ ସୁନା 28 ପ୍ରତିଶତ ରିଟର୍ଣ୍ଣ ଦେଇଛି | ଯଦି ଆପଣ ଦୀର୍ଘ ସମୟ ପାଇଁ ବିନିଯୋଗ କରୁଛନ୍ତି, ତେବେ ସୁନା ବିନିଯୋଗ ପାଇଁ ଏକ ନିରାପଦ ଏବଂ ଉତ୍ତମ ବିକଳ୍ପ ଅଟେ, ଯାହା ବହୁତ ଭଲ ରିଟର୍ଣ୍ଣ ଦେଇଥାଏ |

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *