ଆଜିଠୁ ଆରମ୍ଭ ଲଘୁଚାପ – ଏହି ଜିଲ୍ଲାକୁ ଘୋର ବିପଦ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାଡି ଆସୁଛି ଆଉ ଏକ ଲଘୁଚାପ ଆଜି ଠାରୁ ତିନି ଦିନ ପ୍ରବଳ ବର୍ଷା । ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱ ବର୍ତି ଉତ୍ତର ବଙ୍ଗୋପସାଗର ଅଞ୍ଚଳ ରେ ଏକ ଘୂର୍ଣ୍ଣି ବଳୟ ସକ୍ରିୟ ରହିଛି । ତେବେ ଏହି ଘୂର୍ଣ୍ଣିବଳୟ ସମୁଦ୍ର ପତନ ଠାରୁ 1.5 କିଲୋମିଟର ଉଚ୍ଚତା ରେ ବାୟୁ ମଣ୍ଡଳ ପର୍ଯ୍ୟନ୍ତ ବ୍ୟାପିଛି । ପରବର୍ତି ସମୟ ରେ ଏହି ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେବାର ସମ୍ଭାବନା ରହିଛି ।

ତେବେ ଆସନ୍ତୁ ଜାଣିବା ଏହାକୁ ନେଇ କଣ ରହିଛି ସଂମ୍ପର୍ଣ୍ଣ ଆପଡେଟ ଜାଣିନେବା । ଦକ୍ଷିଣ ଓଡିଶା ର କିଛି ସ୍ଥାନରେ ବର୍ଷା ମଧ୍ୟ ହୋଇପାରେ । କିନ୍ତୁ ତାମିଲ ନାଡୁ ଉପରେ ଅଧିକ ପ୍ରଭାବ ପକେଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାର ପ୍ରଭାବ ରେ ଆଜି ଠାରୁ ଦକ୍ଷିଣ ଓଡିଶା ର କେତେକ ସ୍ଥାନରେ ହାଲ୍କା ରୁ ମଧ୍ୟମ ଧରଣ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ସ୍ଥିତ ପାଣିପାଗ ବିଭାଗ କେନ୍ଦ୍ର ସୂଚନା ଦେଇଛି ।

rain2

ଏହା ସହିତ ଆସନ୍ତା 24 ଘଣ୍ଟା ରେ ଘୂର୍ଣ୍ଣିଂ ବଳୟ ଲଘୁଚାପ କ୍ଷେତ୍ର ସୃଷ୍ଟି କରିବାର ସମ୍ଭାବନା ରହିଛି । ଆଉ ଏହାର ପ୍ରଭାବ ରେ ଆଜି 29 ତାରିଖ 30 ତାରିଖ ରେ ଓ 30 ତାରିଖ ରେ ରାଜ୍ୟର 7 ଜିଲ୍ଲା ରେ ଅଳ୍ପ ରୁ ମଧ୍ୟମ ଧରଣ ର ବର୍ଷା ସମ୍ଭାବନା ରହିଛି ।

ଏହି ନେଇମଧ୍ୟ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷ୍ୟ ରୁ ସୂଚନା ପ୍ରଦାନ କରାଜାଇଛି । ତେବେ ଆଜି ପାଇଁ ଗଜପତି , ଗଞାମ୍ , ପୁରୀ , ରାୟଗଡା , ଓ କୋରାପୁଟ ର କେତେକ ସ୍ଥାନରେ ବିଜୁଳୀ ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି ।

rains

ସେହି ପରି 30 ତାରିଖ ରେ ଗଜପତି , ଗଞାମ୍ , ରାୟଗଡା , କୋରାପୁଟ , ମାଲକାନା ଗିରି , ଏବଂ ନବରଙ୍ଗପୁର ଜିଲ୍ଲା ରେ ବିଜୁଳୀ ଘଡଘଡି ସହିତ ବର୍ଷା ହୋଇ ପାରେ । ତେବେ ଆପଣ ମାନଙ୍କର କେଉଁ ଜିଲ୍ଲା ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *