ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାହିଁକି ଅଲଗା ହେଲେ ଓଲିଉଡ ଷ୍ଟାର ଶ୍ରଦ୍ଧା ଏବଂ ରାଜେଶ ଆପଣ ମାନେ ଏହି ବିଷୟ ରେ ଜାଣିଛନ୍ତି କି ଆପଣ ମାନେ ଦେଖିବା ପରେ ନିଶ୍ଚିତ ଭାବେ ଆଖିରୁ ଲୁହ ଆସିଯିବ । ଆମର ଓଡିଆ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଯୋଡି ଶ୍ରଦ୍ଧା ଏବଂ ରାଜେଶ ଆପଣ ମାନେ ଜାଣିଥିବେ ଏହି ଦୁଇ ଲୋକପ୍ରିୟ ଯୋଡି ପୂର୍ବରୁ ଦୁହେଁ ଦୁହିଁଙ୍କୁ ଭଲ ପଉଥିଲେ ହେଲେ ପରେ ପରବର୍ତି ସମୟ ରେ ଉଭୟ ଙ୍କ ନିର୍ବନ୍ଧ ସରିଜାଇଥିଲା । ଏବଂ ବିବାହ ପାଇଁ ମଧ୍ୟ ତାରିଖ ଠିକ୍ ହୋଇଥିଲା ।
ତେବେ ବର୍ତମାନ ସମୟ ରେ ରାଜେଶ ଙ୍କ ଆଉ ଏକ ଫୋଟ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ଆଉ ଏହି ଫୋଟ ରେ ରାଜେଶ ଙ୍କ ସହିତ କୁଆଁରୀ ବୋହୁ ଧାରାବାହିକ ରେ ଅଭିନୟ କରୁଥିବା ବର୍ଷା ନଜର ଆସୁଛନ୍ତି । ତେବେ ଏହା ବର୍ତମାନ ସମୟ ରେ ବେଶ ଚର୍ଚ୍ଚା ର ବିଷୟ ପାଲଟିଛି । ତେବେ କିଛି ଦିନ ତଳେ ରାଜେଶ ଏକ ଇଣ୍ଟର୍ଭ୍ୟୁ ରେ ଯୋଗ ଦେଇଥିଲେ ଆଉ ସେହିଠାରେ ରାଜେଶ କହିଥିଲେ କି ସେ ବର୍ତମାନ ସମୟ ରେ ଶ୍ରଦ୍ଧା ଙ୍କ ଠାରୁ ଅଲଗା ହୋଇଛନ୍ତି ।
ହେଲେ ବର୍ତମାନ ସମୟ ରେ ବି ସେ କୋଣ୍ଟାକ୍ଟ ରେ ରହିଛନ୍ତି । ହେଲେ ଏହି କଥା କହିବା ପରେ ବର୍ତମାନ ସମୟ ରେ ରାଜେଶ ଏବଂ ବର୍ଷା ଙ୍କର କିଛି ବ୍ୟକ୍ତିଗତ ଫୋଟ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି । ତେବେ କଣ ସତରେ ରାଜେଶ ବର୍ଷା ଙ୍କୁ ଭଲ ପାଉଛନ୍ତି କି । ଏହି ନେଇ ରାଜେଶ କିଛି ବି କହିନଥିଲେ ମଧ୍ୟ ତାଙ୍କର ପ୍ରଶଂସକ ମାନେ ବହୁତ କିଛି ପ୍ରଶ୍ନ ଉଠାଉଛନ୍ତି ।
ଓଲିଉଡ ର ପପୁଲାର ଯୋଡି ରାଜେଶ ଏବଂ ଶ୍ରଦ୍ଧା ଙ୍କର ବିବାହ ଠିକ୍ ହୋଇଥିଲେ ବି ସେମାନେ ବର୍ତମାନ ସମୟ ରେ ଅଲଗା ହୋଇଛନ୍ତି । ଏହାକୁ ନେଇ ସେମାନଙ୍କ ଫେନ୍ ମାନେ ବିଭିନ୍ନ ପ୍ରକାରର ପ୍ରଶ୍ନ କରିଥିବାର ସୋସିଆଲ ମିଡିଆ ରେ ଦେଖିବା ପାଇଁ ମିଳିଛି । ତେବେ ଆପଣ ମାନଙ୍କୁ ଏହି ଯୋଡି ଙ୍କ ଅଭିନୟ କେମିତି ଲାଗେ ଆପଣ ମାନେ କମେଣ୍ଟ କରି ଜଣେଇ ଦେବେ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।