ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏକ ନିର୍ଦ୍ଦିଷ୍ଟ ବୟସ ଆସିଗଲେ ଝିଅମାନେ ପୁରୁଷଙ୍କ ପ୍ରତି ଅଧିକ ରୋମାଣ୍ଟିକ ବା ଆକର୍ଷିତ ହୋଇଥାନ୍ତି । ଏବଂ ବିପରିତ ଲିଙ୍ଗ ଙ୍କ ପ୍ରତି ଆକୃଷ୍ଟ ହେବା ମଣିଷ ର ସ୍ୱଭାବ ହୋଇଥାଏ । ଏବଂ ଆପଣ ମାନଙ୍କ ବୟସ ଅନୁସାରେ ପୁରୁଷ ଏବଂ ମହିଳା ମାନେ ଆକର୍ଷିତ ହୋଇଥାନ୍ତି । ଏବଂ ଏମିତି କିଛି ମହିଳା ଏବଂ ପୁରୁଷ ମାନେ ରହିଛନ୍ତି ଯେଉଁ ମାନଙ୍କ ମନ ରେ ଆକର୍ଷଣ ଆସି ନ ଥାଏ । ଏମାନେ ସଂମ୍ପର୍କ ରଖିବା ପାଇଁ ପସନ୍ଦ କରନ୍ତି ନାହିଁ ଏବଂ ସେମାନେ ସବୁ ସମୟ ରେ ନିଜର କେରିଅର ଏବଂ ଉନ୍ନତି କୁ ଚାହିଁ ଥାନ୍ତି ।
ହେଲେ ସେମିତି ବେଳେ କିିଛି ଲୋକ ମାନେ ଏମିତି ରହିଥାନ୍ତି ଯେଉଁ ମାନେ ଅଳ୍ପ ବୟସ ରୁ ହିଁ ପ୍ରେମ କରନ୍ତି ଏବଂ ବାପା ମାଆ ଙ୍କର ସମସ୍ତ ଟଙ୍କା ନିଜର ପ୍ରେମିକା ପଛରେ ଉଡାନ୍ତି ଏବଂ ପରେ ଝିଅ ମାନେ ଯେତେ ବେଳେ ଧୋକା ଦିଅନ୍ତୁ ତେବେ ସେମାନେ ନିଜର କେରିଅର କୁ ନଷ୍ଟ କରି ଦେଇ ଥାନ୍ତି ।
ସେମିତି ରେ ଆମେ ଆପଣ ମାନଙ୍କୁ ଏଠାରେ କହିବା ପାଇଁ ଚାହିଁବୁ କି କେଉଁ ବୟସରେ ଝିଅ ମାନେ ଅଧିକ ପୁରୁଷ ଙ୍କ ପ୍ରତି ଆକର୍ଶିତ ହୋଇ ଥାନ୍ତି , ଏବଂ ଏହି ଦିନ ରେ ହୋଇ ଥିବା ଏକ ସର୍ଭେ ରୁ ଜଣା ପଡିଛି କି ପୁଅ ମାନେ 20 ରୁ 24 ବର୍ଷ ର ପୁଅ ମାନଙ୍କୁ ଅଧିକ ପରିମାଣ ରେ ପସନ୍ଦ କରନ୍ତି କାରଣ ଏହି ବୟସ ର ପୁଅ ମାନେ ମହିଳା ମାନଙ୍କ ସବୁ କଥା କୁ ମାନନ୍ତି ।
ଏବଂ ଏମାନେ ଅତି ସହଜ ରେ ମହିଳା ମାନଙ୍କ ହାତ ମୁଠା ରେ ରହି ଥାନ୍ତି ସେହି ପରି ଅନେକ ପୁରୁଷ ମାନଙ୍କୁ 25 ରୁ 30 ବର୍ଷ ର ମହିଳା ମାନଙ୍କୁ ଅଧିକ ପସନ୍ଦ କରନ୍ତି ଏବଂ ସେମାନେ ସେହି ସମୟରେ ବି ଅଧିକ ରୋମାଣ୍ଟିକ୍ ହୋଇ ଥାନ୍ତି, ଏବଂ ସେମାନେ ସେହି ସମୟ ରେ ମହିଳା ମାନଙ୍କ ଠାରୁ ଶାରୀରିକ ସଂମ୍ପର୍କ ଆଶା କରନ୍ତି ।
ଏମାନଙ୍କ ମନ ରେ ସବୁ ସମୟ ରେ ଶାରୀରିକ ସଂମ୍ପର୍କ ପ୍ରତି ଭାବନା ଆସେ ଏମାନେ ପୁଅ ମାନଙ୍କୁ ସବୁ ବେଳେ ଖରାପ ନଜର ରେ ଦେଖନ୍ତି ଏହି କାରଣ ପାଇଁ ମହିଳା ମାନଙ୍କ ଅଧିକ ମାତ୍ରା ରେ କ୍ଷ୍ୟରଣ ହୋଇ ଥାଏ ଏହା ସହିତ 30 ରୁ 35 ବର୍ଷର ମହିଳା ମାନେ ସବୁ ବେଳେ ନିଜର ବିପରିତ ଲିଙ୍ଗ ଙ୍କ ପ୍ରତି ଆକୃଷ୍ଟ ହୋଇ ଥାନ୍ତି , ଏବଂ ସେହି ସମୟରେ ସେମାନଙ୍କୁ କମ୍ ବୟସର ପୁରୁଷ ମାନେ ପସନ୍ଦ ଆସିବା ପାଇଁ ଲାଗନ୍ତି ,
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।