ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାଡି ଆସୁଛି ଲାନିନା ଏଥର ଥରିବ ଓଡ଼ିଶା ଲାନିନା ପ୍ରଭାବ ରେ ଶୀତ ପ୍ରୋକପ ଅଧିକ ରହିବ ତେବେ କୁହାଜାଉଛି ଜନୁଆରୀ ରୁ ଫେବୃଆରୀ ମଧ୍ୟରେ ଉତ୍ତର ଭାରତ ରେ ସର୍ବନିମ୍ନ ତାପମାତ୍ରା 3 ଡୀଗ୍ରି ରହିବ । ତେବେ ପ୍ରଶାନ୍ତ ମହାସାଗର ରୁ ଋତୁ କାଳିନ ସୃଷ୍ଟି ହେଉଥିବା ଶୀତଳ ବାୟୁ କୁ ଲାନିନା କୁହାଜାଇଥାଏ । ଜାହା ସମଗ୍ର ବିଶ୍ୱକୁ ପ୍ରଭାବିତ କରେ ।
ଗତ କିଛି ସପ୍ତାହ ମଧ୍ୟରେ ଭାରତ ରେ ପାଣିପାଗ ର ଜଟିଳ ପରିସ୍ଥିତି ଦେଖା ଦେଇଛି । ବିଶେଷ କରି ସମୁଦ୍ର ର ଉତ୍ତାପ ବୃଦ୍ଧି ଏବଂ ବିଳମ୍ବ ରେ ମୈଶୁମୀ ପ୍ରତ୍ୟାହାର ହୋଇ ପାଣିପାଗ ରେ ଅନ୍ୟମିତ ପରିବର୍ତନ ହୋଇ । ଏହି ଭଳି ପରିସ୍ଥିତି ଉପୁଜିଥିବା ପାଣିପାଗ ବିଶେଷଜ୍ଞ୍ୟ ମାନେ ସୂଚନା ଦେଇଛନ୍ତି ।
ତେବେ ସୋମବାର ଠାରୁ ଦକ୍ଷିଣ ପଶ୍ଚିମ ବାୟୁ ପ୍ରତ୍ୟାବର୍ତ୍ତନ କରିଛି ବିଳମ୍ବିତ ମୈଶୁମୀ ପ୍ରତ୍ୟାବର୍ତନ 1975 ଠାରୁ ଏହା ସପ୍ତାମ ଥର ବୋଲି IMD କହିଛି । ସେହି ପରି 2011 ରୁ 2021 ମଧ୍ୟରେ ଦକ୍ଷିଣ ପଶ୍ଚିମ ମୈଶୁମୀ ବାୟୁ 5 ଥର ଅକ୍ଚୋବର 25 ପେରି ଥିବା ପାଣିପାଗ ବିଭାଗ ପକ୍ଷ୍ୟ ରୁ ସୂଚନା ପ୍ରଦାନ ହୋଇଛି।
ମୂଖ୍ୟତଃ 2017,2010 ,2016, 2020, ଏବଂ 2021 ରେ ଏହି ପରି ପରିସ୍ଥିତି ଉପୁୁଜିଥିବାର ପାଣିପାଗ ବିଭାଗ ପକ୍ଷ୍ୟ ରୁ ଆକଳନ କରାଜାଇଛି । ରାଜସ୍ତାନ ଏବଂ ଗୁଜୁରାଟ ରୁ ଦକ୍ଷିଣ ପଶ୍ଚିମ ମୈଶୁମୀ ବାୟୁ ଅକ୍ଟୋବର 6 ସୁଧା ହ୍ରାସ ପାଇଥିଲା । ସାଧାରଣତଃ ଏହା ସେପ୍ଟେମ୍ବର ମାସ ସୁଧା ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଥାଏ ।
ହେଲେ IMD ସୂଚନା ମୁତାବକ ଗତ ବର୍ଷ ସେପ୍ଟେମ୍ବର 28 ଏବଂ 2019 ରେ ଅକ୍ଟୋବର 9 ଏବଂ 2018 ରେ ସେପ୍ଟେମ୍ବର 29, 2017 ରେ ସେପ୍ଟେମ୍ବର 27 ଏବଂ 2016 ମସିହା ରେ ସେପ୍ଟେମ୍ବର 15 ରେ ମୈଶୁମୀ ପ୍ରତ୍ୟାହାର ହୋଇଥିଲା । ସେମିତି ରେ ଏହି ଦିନରେ ଭାରତ ର ଚତୁର୍ପାର୍ଶ୍ୱ ସମୁଦ୍ର ର ଉତାପ ବଢୁଥିବାରୁ ମୈଶୁ ବିଳମ୍ବ ରେ ପ୍ରତ୍ୟାହାର ହୋଇଛି ବୋଲି ସୂଚନା ଦିଆଜାଇଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।