ଯଦି ଆପଣ ଚିକେନ୍ ଖାଉଛନ୍ତି ଓ ବାସୀ ରୁଟି ଖାଉଛନ୍ତି ତେବେ ଖବର ଥରେ ଦେଖନ୍ତୁ ବହୁତ କିଛି ଜାଣିବେ।

Chicken

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ସମୟ ରେ ଲୋକ ମାନଙ୍କୁ ଯେତେ ସବୁ ଖରାପ ଜିନିଷ ଲୋକ ମାନଙ୍କୁ ଅଧିକ ପରିମାଣ ରେ ପସନ୍ଦ ହୋଇଥାଏ ଯେଉଁ ଖାଦ୍ୟ ରେ ଅଧିକ ପୋଷଣ ନ ଥାଏ ତେଲ ମସଲା ଭଳି ଖାଦ୍ୟ କୁ ଆମେ ମାନେ ଅଧିକ ପରିମାଣ ରେ ପସନ୍ଦ କରନ୍ତି ,

ଆଜିର ସମୟ ରେ ଲୋକ ମାନେ ପ୍ରସେସ୍ ମିଟ୍ କୁ ଅଧିକ ପରିମାଣ ରେ ବ୍ୟବହାର କରୁଛନ୍ତି , ଯାହା ଲୋକ ମାନଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଖରାପ ହୋଇଥାଏ ସେମିତି ରେ ବର୍ତମାନ ସମୟ ରେ ଯେଉଁ ପରି ଭାବେ ମାଂସ ର ସେବନନ ହେଉଛି ସେହିପରି କ୍ଷେତ୍ର ରେ ଯଦି କୁକୁଡା ଫାର୍ମ ନ ଥାନ୍ତା ତେବେ ଲୋକ ମାନଙ୍କୁ ମାଂସ ଯୋଗେଇ ସମ୍ଭବ ପର ହୋଇ ନ ଥାନ୍ତି ,

Chicken

ସେମିତି ବେଳେ କୁକୁଡା ମାନଙ୍କୁ ବି ଜଲ୍ଦି ବଢେଇବା ପାଇଁ ଆଜିର ସମୟରେ ଏଣ୍ଟିବାୟଟିକ୍ ଦିଆଯାଏ ଯାହା ଫଳ ରେ ଆମେ ଖାଇଲେ ଆମର ମେଦ ବହୁଳତା ମଧ୍ୟ ଦେଖିବା ପାଇଁ ମିଳେ , ସେମିତି ରେ ଆପଣ ମାନଙ୍କ ପିଲା କୁ ଭଲ ସ୍ୱାସ୍ଥ୍ୟ ଦେବାକୁ ଥିଲେ ତାଙ୍କୁ ମାଛ ଏବଂ ସାକାହାରି ଜିନିଷ ଖୁଆଇବା ପାଇଁ ଚେଷ୍ଟା କରନ୍ତୁ ,

ଯେମିତି ସାଲାଡ୍ , ଏବେ ଆମେ ବାସି ରୁଟି ବିଷୟ ରେ କଥା ହେବା ଆପଣ ମାନେ ଯଦି ସକାଳେ ଏହି ବାସୀ ରୁଟି କୁ ସେବନ କରୁଛନ୍ତି ତେବେ ପ୍ରଥମେ ରୁଟି କୁ ଆଣି ସାକାଳେ ଗରମ କ୍ଷୀର ରେ 10 ମିନିଟି୍ ପର୍ଯ୍ୟନ୍ତ ଭିଜେଇ ରଖି ଦିଅନ୍ତୁ ଏବଂ ଏହି ଥିରେ ଚିନି ମିଶାନ୍ତୁ ନାହିଁ । ସେମିତି ରେ ଯଦି ଆପଣ ମାନେ ଏହି ପରି ଭାବେ ପ୍ରତ୍ୟେକ ଦିନ ବାସୀ ରୁଟି ର ସେବନ କୁରିବେ ତେବେ ଆପଣ ମାନଙ୍କୁ ଡାଇବେଟିସ୍ ଏବଂ କିଡ୍ନୀ ଫେଲିଅର ଭଳି ସମସ୍ୟା ପାଖକୁ ଆସିବ ନାହିଁ ।

ruti

ଆପଣ ମାନେ ଯଦି ପ୍ରତ୍ୟେକ ଦିନ ଏମିତି ଭାବେ କ୍ଷୀର ରେ ଭିଜାଇ କରି ବାସୀ ରୁଟି ର ସେବନ କରନ୍ତି ତେବେ ଆପଣ ମାନଙ୍କ ଚିଡ ଚିଡା ପଣ ନିଶ୍ଚିତ ଦୂର ହେବ ,

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *