ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କଣ ଆପଣ ମାନେ କେବେ ବି ଟିଭି ପରଦା ରେ ଦେଖୁ ଥିବା ଓଲିଉଡ ଅଭିନେତ୍ରୀ ମାନଙ୍କ ବୟସ କୁ କେବେ ଜାଣିବା ପାଇଁ ଚେଷ୍ଟା କରିଛନ୍ତି । ସେମିତି ରେ ଓଲିଉଡ ରେ ଇଣ୍ଡଷ୍ଟ୍ରୀ ରେ ବହୁତ ପୁରୁଣା ଏବଂ ନୂଆ ଅଭିନେତ୍ରୀ ମାନେ କାମ କରୁଛନ୍ତି । ହେଲେ ଆମେ ଆଜି ଆପଣ ମାନଙ୍କୁ ଏମିତି କିଛି ହିରୋଇନ ଙ୍କ ବିଷୟ ରେ ଜଣେଇବୁ ଯେଉଁ ମାନଙ୍କ ବୟସ ସୁଣି ଆପଣ ମାନେ ବି ଆଶ୍ଚର୍ଯ୍ୟ ହେବେ । ଏବଂ ଯେଉଁ ମାନେ କି ବହୁତ କମ୍ ସମୟ ମଧ୍ୟ ରେ ନିଜର ଗୋଟିଏ ସ୍ୱତନ୍ତ୍ର ସ୍ଥାନ ଗଠନ କରି ପାରିଛନ୍ତି । ତେବେ ଆସନ୍ତୁ ସେମାନଙ୍କ ବିଷୟ ରେ ଜାଣି ନେବା ।
ପ୍ରଥମେ ଆସୁଛନ୍ତି ଭୂମିକା ଦାସ୍ ସେ ଜଣେ ଭଲ କ୍ଲାସିକାଲ ଡେନ୍ସର ଏବଂ ଭଲ ଅଭିନେତ୍ରୀ ମଧ୍ୟ ସେ ଚାଇଲ୍ଡ ଅଭିନେତ୍ରୀ ଭାବେ ରୁମ କୁ ଝୁମାନା ଫିଲ୍ମ ରେ କାର୍ଯ୍ୟ ଆରମ୍ଭ କରି ଥିଲେ । ଏବଂ ପରେ ଲିଡ୍ ରୋଲ ରେ ତୁ ମୋ ଲଭ ଷ୍ଟୋରୀ ରେ ଦେଖିବା ପାଇଁ ମିଳିଲେ । ତେବେ ଏହା ପରେ ସେ ଏମିତି ବହୁତ ଫିଲ୍ମ ଓଲିଉଡ କୁ ଭେଟି ଦେଇ ସାରିଛନ୍ତି ତାଙ୍କର ବୟସ କେବଳ 18 ବର୍ଷ ।
ଦୁଇ ନମ୍ବର ରେ ରହିଛନ୍ତି । ଏଲିନା ସାମନ୍ତରାୟ ଯେକି ଓଲିଉଡ ର ରଫ୍ ଗାର୍ଲ ଭାବେ ପରିଚିତ ସେ କିଏ ହେବ ମୋ ହିରୋଇନ ରେ ପାର୍ଟିସିପେଟ କରି ଆଜି ଏହି ସ୍ଥାନ ରେ ପହଁଚିଛନ୍ତି । ଏବଂ ଏହା ପରେ ପରେ ସେ ଦର୍ଶକ ଙ୍କୁ ବହୁତ ହିଟ୍ ଫିଲ୍ମ ବି ଦେଇଛନ୍ତି । ତାଙ୍କର ର ବର୍ତମାନ ବୟସ ହେଲା 24 ବର୍ଷ । ଜନ୍ମ ତାରିଖ 19 ଜୁଲାଇ 1996 ।
ତିନି ରେ ସୀବାନୀ ସଂଙ୍ଗୀତା । ଏହି ହିରୋଇନ କୁ କିଏ ବା ନ ଜାଣେ । ତେବେ ସେ ଏବେ +2 ରେ ପଢୁଛନ୍ତି । ସେ ଚାଇଲ୍ଡି ଅଭିନେତ୍ରୀ ଭାବେ କାମ କରିଛନ୍ତି । ଏବଂ ଫିଲ୍ମ ସହିତ ସେ ଅନେକ ମେଗା ସିରିଏଲ ରେ ଅଭିନୟ କରିଛନ୍ତି । ବର୍ତମାନ ସମୟ ରେ ସେ ବଡ ପରଦା ରେ ହିରୋଇନ ଭାବେ କାମ କରୁଛନ୍ତି । ତାଙ୍କୁ ଲିଡ୍ ରୋଲ ଭାବେ ପ୍ରଥମ ଥର ପାଇଁ ସିଷ୍ଟର ଶ୍ରୀ ଦେବୀ ରେ ଦେଖିବା ପାଇଁ ମିଳି ଥିଲା । ତାଙ୍କର ବୟସ 18 ।
ଏହା ପରେ ଅର୍ଚିତା ସାହୁ ସେ ଜଣେ ବହୁତ ଭଲ ଓଡ଼ିଶୀ ଜେନ୍ସର ସହିତ ବହୁତ ଅଭିନେତ୍ରୀ ସେ ବର୍ତମାନ ସମୟ ରେ 25 ରୁ ଅଧିକ ଫିଲ୍ମ ରେ କାମ କରି ସାରିଛନ୍ତି । ତାଙ୍କର ବର୍ତମନ ସମୟ 30 ବର୍ଷ । ସେଷ ରେ ରହିଛନ୍ତି ରିଆ ଦେ । ଓଲିଉଡ ର ଭଲ ଡେନ୍ସର ଏବଂ ଭଲ ଆକ୍ଟର ଭାବେ ପରିଚିତ ହୋଇ ଥିବା ଏହି ଅଭିନେତ୍ରୀ ତାଙ୍କର ପ୍ରଥମ ଫିଲ୍ମ ପ୍ରେମ ଅଢେଇ ଅକ୍ଷର ଥିଲା ତାଙ୍କର ବର୍ତମାନ ବୟସ ହେଲା 28 ବର୍ଷ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।