ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ରାମାୟଣ ନିଶ୍ଚିତ ଭାବେ ଏହି ଦିନ ରେ ଦୂର ଦର୍ଶନ ରେ ସେଷ ହୋଇ ଜାଇଛି ହେଲେ ଏହାର ରି ଟେଲିକାଷ୍ଟ ଷ୍ଟାର ପ୍ଲସ୍ ରେ ହେଉଛି । ଏହି ଦିନ ରେ ଦର୍ଶକ ଙ୍କ ମଧ୍ୟ ରେ ଏହାର କ୍ରେଜ୍ ସେଷ ହେବାର ନାମ ହିଁ ନେଉ ନାହିଁ । ଦର୍ଶକ ମାନେ ସେହି ଥିରେ ଅଭିନୟ କରୁ ଥିବା ଷ୍ଟାର କାଷ୍ଟ ଏବଂ ସେମାନଙ୍କ ନିଜ ଜିବନ ବିଷୟ ରେ ଜାଣିବା ପାଇଁ ଚାହୁଁଛନ୍ତି ।
ଏହି କିଛି ଦିନ ତଳେ ଗୋଟିଏ ଇଣ୍ଟରଭ୍ୟୁ ରେ ରାମ ର କେରେକ୍ଟର ନିଭାଉ ଥିବା ଅରୁଣ ଗୋବିଲ କହି ଥିଲେ କି ରାମ କେରେକ୍ଟର ପାଇଁ ତାଙ୍କୁ କୈଣସି ବି ସମ୍ମାନ ମିଳୁ ନାହିଁ । ଏହା ସହିତ ସେ ସେହି ଥିରେ ନିଜର ପରିବାର ବିଷୟ ରେ ବି ସଂମ୍ପର୍ଣ୍ଣ ଭାବେ କହି ଥିବାର ଦେଖିବା ପାଇଁ ମିଳି ଥିଲେ । ସେମିତି ରେ ଅରୁଣ ଗୋବିଲ ଅଭିନେତ୍ରୀ ଶ୍ରୀ ଲେଖା ଗୋବିଲ ଙ୍କୁୁ ବିବାହ କରି ଥିଲେ । ଏବେ ତାଙ୍କର ଗୋଟିଏ ପୁଅ ଏବଂ ଝିଅ ରହିଛନ୍ତି ।
ପୁଅ ତାଙ୍କର କୋର୍ପୁଟେଡ୍ ବ୍ୟଙ୍କ ରେ କାମ କରନ୍ତି ଏବଂ ତାହା ବି ମୁମ୍ବାଇ ରେ । ଏବଂ ଝିଅ ତାଙ୍କର ଲଣ୍ଡନ ରେ ଡିଗ୍ରୀ କରୁଛନ୍ତି । ସବୁଠୁ ବଡ କଥା ହେଲା ତାଙ୍କ ଝିଅ ଦେଖିବାକୁ ବହୁତ ସୁନ୍ଦର , କୌଣସି ହିରୋଇନଠୁ ବି କମ ନୁହଁନ୍ତି , ନିକଟରେ ତାଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି , ତେବେ ଆପଣ ଏଠାରେ ତାଙ୍କ ଫଟୋ ଦେଖି ପାରୁ ଥିବେ ,
ଅରୁଣ ଗୋବିଲ ଉତ୍ତର ପ୍ରଦେଶ ରୁ ଅଟନ୍ତି ହେଲେ ରୁହନ୍ତି ମହାରାଷ୍ଟ ରେ ଏମିତି ବେଳେ ସେ କହିଛନ୍ତି କି କୈଣସି ବି ସରକାର ଙ୍କ ଠାରୁ ତାଙ୍କୁ କୈଣସି ବି ସମ୍ମାନ ମିଳି ନାହିଁ । ହେଲେ କହିବା ପାଇଁ ଗଲେ ସେ ଦେଶ ପାଇଁ ଜଣେ ବହୁତ ବଡ ଅଭିନେତା ଏବଂ ସମ୍ମାନ ଅଟନ୍ତି । ତେବେ ଆପଣ ମାନଙ୍କୁ ତାଙ୍କର ଅଭିନୟ କେମିତି ଲାଗିଲା ଆମକୁ ଜଣାନ୍ତୁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।