ପୁଣି ମାଡ଼ି ଆସୁଛି ଲଘୁଚାପ 28 ରୁ ବର୍ଷା ଆରମ୍ଭ |

rains

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତା 28 ରୁ ରାଜ୍ୟରେ ପୁଣି ବର୍ଷାର ସମ୍ଭାବନା ରହିଛି । ଆଗକୁ ବଢିବ ଶୀତ ଆଭ୍ୟନ୍ତରଣିୟ ଓଡିଶାରେ ଦୁଇ ଡୀଗ୍ରି ଖସିଲା ତାପମାତ୍ରା । ତେବେ ଆଭ୍ୟନ୍ତରଣିୟ ଓଡିଶା ରେ ଆହୁରୀ ଦୁଇଦିନ ମଧ୍ୟରେ ଦୁଇ ଡୀଗ୍ରି ସେଲିସିୟସ୍ ତାପମାତ୍ରା କମିଛି । ଧିରେ ଧିରେ ଆହୁରୀ ମଧ୍ୟ କମିବ । ସେହି ଆସନ୍ତା 28 ରୁ ଓଡିଶା ରେ ଆହୁରୀ ଡୀଗ୍ରି ତାପମାତ୍ରା କମିବ ।

ସେହି ପରି ଆସନ୍ତା 28 ତାରିଖ ରେ ଦକ୍ଷିଣ ଏବଂ ଉପକୂଳ ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ଜାହାର ପ୍ରଭାବରେ 28 ତାରିଖ ପରେ ଉପକୂଳ ଓଡିଶାର ତାପମାତ୍ରା କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

rain2

ତେବେ ରାଜ୍ୟରେ ଆସନ୍ତା 3 ରୁ 4 ଦିନ ପାଗ ସୁଖିଲା ରହିବ ହେଲେ ଧିରେ ଧିରେ ତାପମାତ୍ରା ମଧ୍ୟ କମିବ ତେବେ ଓଡିଶା ରେ ଡିସେମ୍ବର 15 ରୁ ଜାନୁଆରୀ 15 ମଧ୍ୟରେ ସର୍ବାଧିକ ଶୀତ ର ପ୍ରୋକପ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷ୍ୟରୁ ସୂଚନା ପ୍ରଦାନ କରାଜାଇଛି ।

ସେହି ପରି ଆସନ୍ତା 26 ତାରିଖ ରେ ସାରା ଦେଶରୁ ମୈଶୁମୀ ପ୍ରତ୍ୟାବର୍ତନ କରିବ ଏବଂ ସୁଆଗ୍ ଜଳବାୟୁ ଏବଂ ପାଣିପାଗ ବିଭାଗର କେନ୍ଦ୍ର ନିର୍ଦ୍ଧେଶକ ଡା: ସରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ ଆସନ୍ତା 27 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ସୁଖିଲା ରହିବ ଏବଂ ରାତି ବେଳେ ତାପମାତ୍ରା କମିବ ।

cold

ସକାଲ ସମୟ ରେ ବି ଥଣ୍ଡା ରହିବ ଏହେ ଆଭ୍ୟନ୍ତରଣିୟ ଓଡିଶାରେ 2 ଡୀଗ୍ରୀ ତାପମାତ୍ରା ଖସିଥିବା ବେଳେ ଆଗାମୀ 4 ଦିନ ରେ ଆଉ 2 ଡୀଗ୍ରୀ ଖସିବ ବୋଲି ପାଣିପାଗ ବିଭାଗ ପକ୍ଷ୍ୟ ରୁ ସୂଚନା ପ୍ରଦାନ କରାଜାଇଛି । ତେବେ ବର୍ତମାନ ସମୟ ରେ ଆପଣ ମାନଙ୍କ ଜିଲ୍ଲା ରେ ଶୀତ ର ପ୍ରଭାବ କେମିତି ରହିଛି ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *