ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଶନି ଗ୍ରହ ନ୍ୟାୟ ବାନ ଲୋକ ମାନଙ୍କ ପାଇଁ ଏକ ସମ୍ମାନ ର ଗ୍ରହ ଅଟନ୍ତି ଶନି ସ୍ତୁଳନ ଏବଂ ନ୍ୟାୟ ର ଦେବତା ମଧ୍ୟ ଅଟନ୍ତି ଶନି ଅର୍ଥ ଧର୍ମ କର୍ମ ଏବଂ ନ୍ୟାୟ ର ପ୍ରତିକ ଅଟେ ଶନି ହିଁ ଧନ ସଂମ୍ପତୀ ଆୟୁସ ର ଦେବତା ଅଟନ୍ତି ସେମିତି ରେ ଶନି ଦେବ କିଛି ଲୋକ ମାନଙ୍କ ପାଇଁ କୋପ ଦେଇ ଥାନ୍ତି ତ ଆଉ କିଛି ଲୋକ ଙ୍କ ପାଇଁ ଅତ୍ୟନ୍ତ ହିଁ ଶୁଭ ଏବଂ ଶ୍ରେଷ୍ଟ ହୋଇ ଥାନ୍ତି ।
ସୂର୍ଯ୍ୟ ପୁତ୍ର ଶନି ଦେବ ମୃତ୍ୟୁ ଲୋକ ର ଏମିତି ଏକ ସ୍ୱାମୀ ଅଟନ୍ତି ଯିଏ ସମୟ ଆସିଲେ ବ୍ୟକ୍ତି ର ଭଲ ଏବଂ ଖରାପ କର୍ମ କୁ ନେଇ ଫଳ ପ୍ରଦାନ କରି ଥାନ୍ତି , ସେମିତି ରେ ସେହି ସବୁ କୁ ନେଇ ଶନି ଗ୍ରନ୍ଥ ର ଏମିତି କିଛି ଲକ୍ଷ୍ୟଣ ବିଷୟ ରେ କହିବୁ ଜାହାଙ୍କ ଉପରେ ଶନି ଙ୍କ କୃପା ସବୁ ବେଳେ ଲାଗି ରହେ ।
ତେବେ ଆପଣ ମାନଙ୍କୁ ସୂଚନା ଦେବୁ କି ଯଦି କେହି ବ୍ୟକ୍ତି ଉପରେ ଶନି ଦେବ ପ୍ରଶନ୍ନ ରହିଛନ୍ତି ତେବେ ବ୍ୟକ୍ତି ର ସାଧାରଣ ଜିବନ ଉପରେ କିଛି ଖାସ୍ କଥା ଦେଖା ଦେଇ ଥାଏ ଏମିତି ବ୍ୟକ୍ତି ଙ୍କ ଶରୀର ଡେଙ୍ଗା ଏବଂ ପତଳା ହୋଇ ଥାଏ ତାର ବାଳ ବହୁତ ଘନ ଏବଂ ମୋଟା ଅଟେ ଏମାନେ ସବୁ ବେଳେ ଅନୁଶାସନ ମଧ୍ୟରେ ବୁଡି ରୁହନ୍ତି । ଏମିତି ବ୍ୟକ୍ତି ମାନେ ଧିରେ ଧିରେ ଆଧ୍ୟତ୍ମିକ ହୁଅନ୍ତି ଏମାନେ କେବେ ବି ଦେବୀ ଦେବତା ଙ୍କ ଉପରେ ବିଶ୍ୱାସ କରୁ ନ ଥିଲେ ବି ସେମାନେ ପରବର୍ତି ସମୟ ରେ ଜାଣି ପାରନ୍ତି ,
ଏବଂ ଏମିତି ଲୋକ ମାନଙ୍କୁ କମ୍ ବୟସ ରେ ହାଡ ର ରୋଗ ଲାଗେ ଯେମିତି କି ପାଦ ମୋଡି ହେବା ପାଦ ବିନ୍ଧିବା ଏବଂ ହାତ ଗୋଡ ଭାଙ୍ଗିବା ଯଦି ଆପଣ ମାନଙ୍କ ସହିତ ଏମିତି କିଛି ହେଉଛି ତେବେ ଆପଣ ମାନେ ବୁଝି ଜାଆନ୍ତୁ କି ଆପଣ ମାନଙ୍କ ପାଖରେ ଶନି ଙ୍କ କୃପା ରହିଛି ଏବଂ ବଡ ଠାରୁ ବି ବଡ ସମସ୍ୟା କୁ ସାମ୍ନା କରିବା ପାଇଁ ଆପଣ ମାନଙ୍କ ପାଖରେ ସାମର୍ଥ୍ୟ ରହିଛି ଏବଂ ଯେତେ ବେଳେ ଅସୁବିଧା ହେଲେ ବି ଆପଣ ମାନେ ସାମ୍ନା କରି ପାରିବେ ,
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।