ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟରେ ଯାହା ଘଟଣା ସାମ୍ନାକୁ ଆସିଛି ଯେ ଅନୁଭବ ମାହାନ୍ତିଙ୍କ ପରେ , ବର୍ତମାନ ସମୟରେ ଏଲିନା ସାମନ୍ତରାୟ ସସିଆଲ ମିଡିଆରେ ଚର୍ଚ୍ଚାର ବିସୟ ପାଲଟିଛନ୍ତି , ଏମିତିକି ଏଲିନା ସାମନ୍ତରାୟ କରିଛନ୍ତି ବଡ ପାପ । ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚିନ୍ତ ଭାବରେ ଏହି ପୋଷ୍ଟରେ ଏଲିନା ଏମିତି କଣ କରିଛନ୍ତି ନିଶ୍ଚନ୍ତ ଭାବରେ ଜାଣିବାକୁ ପାଇଯିବେ ,
ଏହା ସହ ଆପଣ ମାନେ ଜାଣିଥିବେ ଯେ ପୂର୍ବରୁ ଅନୁଭବ ଏବଂ ବର୍ଷାଙ୍କର ସମ୍ପର୍କର ତିକ୍ତତା ସୋସିଆଲ ମିଡିଆରେ ଚର୍ଚ୍ଚାର ବିସୟ ପାଲଟି ଥିଲା । ତେବେ ବର୍ତମାନ ସମୟରେ ଏଲିନା ଚର୍ଚ୍ଚାର ବିସୟ ପାଲଟିଛନ୍ତି ଏମିତିକି ଆପଣ ମାନେ ଯଦି ସସିଆଲ ମିଡିଆରେ ଚେକ୍ କରିବେ ତ ଯାହା ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି ଏଲିନା ସାମନ୍ତରାୟ କରିବାକୁ ଯାଉଛନ୍ତି ପାପ , ତେବେ କଣ ରହିଛି ସେହି ପାପ ପଛର କାରଣ , କଣ ପାଇଁ ଏଲିନା କରିବେ ପାପ ।
ତେବେ ଆପଣ ମାନେ ଜାଣି ନଥିବେ ଯେ ଏଲିନା କରିବାକୁ ଯାଉଛନ୍ତି ପାପ କିନ୍ତୁ ପ୍ରକୃତରେ ପାପର ଅର୍ଥ ଯାହା ଭାବୁଛନ୍ତି ଏଲିନା ବର୍ତମାନ ସମୟରେ ଏମିତି କିଛି କାମ କରି ନାହାନ୍ତି । ପ୍ରକୃତ ଘଟଣା ହେଉଛି ଯେ ଆମର ଓଲିଉଡ ଇଣ୍ଡଷ୍ଟ୍ରୀର ନମ୍ବର 1 ହିରୋଇନ ଯିଏକି ଏଲିନା ସାମନ୍ତରାୟ ଖୁବ୍ ଶିଘ୍ର ନିର୍ଦ୍ଦେଶକ ଅଶୋକ ପତିଙ୍କ ସହ ଏକାଠି କାମ କରିବାକୁ ଯାଉଛନ୍ତି ଏବଂ ଯେଉଁ ଚଳଚିତ୍ର ଟାଇଟେଲ ରହିଛି ପାପ । ହଁ ବନ୍ଧୁଗଣ ଏଲିନାଙ୍କ ଆଗାମୀ ଚଳଚିତ୍ରର ଟାଇଟେଲ ରହିଛି ପାପ ।
ଏଲିନା ସାମନ୍ତରାୟ ଖୁବ୍ ଶିଘ୍ର ଗୋଟିଏ ଚଳଚିତ୍ରରେ କାମ କରିବାକୁ ଯାଉଛନ୍ତି ଯେଉଁ ଚଳଚିତ୍ରର ଟାଇଟେଲ ରହିଛି ପାପ ଏବଂ ଏନେଇ ଏଲିନା ସାମନ୍ତରାୟ ନିଜେ ନିଜର ଇନଷ୍ଟା ଗାମ ଏକାଣ୍ଟ ଜରିଆରେ ନିଜର ଫେନ ମାନଙ୍କୁ ଜଣାଇଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।