ଓଡିଆ ଡବଲ ମିନିଙ୍ଗ ଫନି ପ୍ରଶ୍ନ : ସେଇଟା କଣ ଯାହା ସ୍ତ୍ରୀ ଲୋକଙ୍କ ଆଗରେ ଥାଏ ଓ ଗାଇର ପଛରେ ଥାଏ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆଜି ଆମେ ଆପଣ ମାନଙ୍କୁ ଏଠାରେ କିଛି GK ପ୍ରଶ୍ନ ଏବଂ ତାହାର ଉତ୍ତର ବିଷୟ ରେ କହିବା ପାଇଁ ଚାହିଁବୁ । ଏମିତି ରେ ଆଜିର ସମୟ ରେ ଆପଣ ମାନେ ନିଶ୍ଚିତ ଭାବେ କୈଣସି ଟିଭି ସୋ ବା କୈଣସି ବଡ ବଡ ଜବ୍ ଇଣ୍ଟରଭିୟୁ ରେ ଏମିତି କିଛି ସାଧାରଣ ପ୍ରଶ୍ନ ଗୁଡିକ କୁ ପଚାରୁ ଥିବା ବେଳେ ଆମ ପାଖରେ ସେହି ସବୁ ର ସଠିକ ଉତ୍ତର ମାନ ରହି ନ ଥାଏ ।

ସେମିତି କ୍ଷେତ୍ର ରେ ଆମେ ଆଜି୍ ଆପଣ ମାନଙ୍କ ପାଇଁ କିଛି ସେମିତି ହିଁ ପ୍ରଶ୍ନ ସହିତ ଉତ୍ତର ନେଇ କରି ଆସିଛୁ । ଜାହାକୁ ଆପଣ ମାନେ ଜାଣିଲେ ନିଶ୍ଚିତ କୈଣସି ସ୍ଥିତି ରେ ପରିକ୍ଷା ରେ ଉତିର୍ଣ୍ଣ ହୋଇ ପାରିବେ । ଆମେ ଆଜି ଆପଣ ମାନଙ୍କୁ ସାଧାରଣ ଞ୍ଗାନ ସମନ୍ଧିୟ କିଛି ପ୍ରଶ୍ନ ଏବଂ ଏହାର ଉତ୍ତର ଆପଣ ମାନଙ୍କ ପାଇଁ ନେଇ କରି ଆସିଛୁ ,  ତେବେ ଆସନ୍ତୁ ସେମିତି କିଛି ପ୍ରଶ୍ନ ଜାଣିବା ।

question

ଆସନ୍ତୁ ଜାଣିବା ପ୍ରଶ୍ନ ଗୁଡିକୁ : 

1: ସେଇଟା କଣ ଜାହା ପ୍ରଥମ ଥର କରିବା ବେଳେ ଝିଅ ମାନଙ୍କର କଷ୍ଟ ହୋଇ ଥାଏ ଆଉ ସେମାନେ ଚିଲାନ୍ତି ?  ଏହାର ଉତ୍ତର ହେଲା ନାକ କିମ୍ବା କାନ ଫୁଡିଲେ ।

2: ମହିଳା ମାନେ ତାଙ୍କ ସାଢୀ ତଳେ କଣ ପିନ୍ଧନ୍ତି ? ଏହାର ଉତ୍ତର ହେଲା ଚଚପଲ ପିନ୍ଧି ଥାନ୍ତି ସେମାନେ ନିଜର ସାଢୀ ତଳେ ।

3: ସେଇଟା କଣ ଜାହା ଗାଈ ମାନଙ୍କର ପଛରେ ଥାଏ ଏବଂ ମହିଳା ମାନଙ୍କର ଆଗରେ ଥାଏ ?  ଏହାର ଉତ୍ତର ହେଲା W, COW, WOMAN । W କାଓ ( COW ) ର ପଛରେ , ( WOMEN ) ର ଆଗରେ ଅଛି ,

question

4 :ସେହିଟା କଣ ଯେଉଁ ଥିରେ ଛେପ ଲଗେଇକି ସିଧା କରନ୍ତି ଏବଂ କଣା ରେ ପୁରାନ୍ତି ? ଏହାର ଉତ୍ତର ହେଲା ସୂତା ରେ ଛେପ ଲଗେଇ କରି ଛୁଞ୍ଚି ରେ ପୁରାନ୍ତି ।

5: ସେହିଟା କଣ ଜାହା ଗାଈ ମାନଙ୍କର ଚାରିଟା ଥାଏ ଏବଂ ମହିଳା ମାନଙ୍କର ଦୁଇଟା ଥାଏ ?  ଏହାର ଉତ୍ତର ହେଲା ଗୋଡ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *