ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ମଣିଷ ଶରୀରର ଏହି ଚାରୋଟି ଚିହ୍ନ ସେମାନଙ୍କୁ କରି ଦେଇ ଥାଏ ମହା ଧନୀ , ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କ ସହିତ ସେହି ସବୁ ସଂମ୍ପର୍କରେ ସଂମ୍ପର୍ଣ୍ଣ ଭାବେ କଥା ହେବାକୁ ଆସିଛୁ । ସେମିତିରେ ଶାସ୍ତ୍ର ରେ ମନୁଶ୍ୟ ଶରୀର ର ବିଭିନ୍ନ ଅଙ୍ଗ ବିଷୟ ରେ ବହୁତ କିଛି କଥା କୁହା ଜାଇଛି । ଯଦି ଆମେ ସମୁଦ୍ର ଶାସ୍ତ୍ର ଅନୁସାରେ କହିବା ତେବେ ମନୁଶ୍ୟ ଶରୀର ରେ ପ୍ରତ୍ୟେକ ଅଙ୍ଗ ତା ବିଷୟ ରେ ସବୁ କିଛି କହି ଥାଏ ।
ସେମିତିରେ ଆମେ ଆଜି ଆପଣ ମାନଙ୍କୁ ସେହି ସବୁ ଚିହ୍ନ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ ଯେଉଁ ଚିହ୍ନ ଯଦି ଆପଣ ମାନଙ୍କ ଶରୀର ର କୈଣସି ଅଙ୍ଗ ରେ ରହି ଥାଏ । ତେବେ ଆପଣ ମାନେ ନିଶ୍ଚିତ ଭାବେ ଧନୀ ହେବେ ଏବଂ ଆପଣ ମାନଙ୍କ ଭାଗ୍ୟ ପରିବର୍ତନ ହେବ ।
ପ୍ରଥମେ ରହିଛି ଯଦି କୈଣସି ବ୍ୟକ୍ତି ଙ୍କ ହାତ ରେ ରଥ ନବା ଧ୍ୱଜ ଚିହ୍ନ ରହି ଥାଏ । ତେବେ ସେମାନେ ବହୁତ ଭାଗ୍ୟଶାଳୀ ହୋଇ ଥାନ୍ତି । ଏମାନଙ୍କ ଜନ୍ମ ଅନ୍ୟ ଲୋକ ମାନଙ୍କ ଉପରେ ଶାଶନ କରିବା ପାଇଁଁ ହୋଇ ଥାଏ । ଦୁଇ ରେ ରହିଛି । ଯଦି ଆପଣ ମାନଙ୍କ ପାପୁଲୀ ର ମଧ୍ୟ ଭାଗ ରେ କଳା ଜାୟୀ ରହି ଥାଏ । ତେବେ ଆପଣ ମାନଙ୍କ ପାଇଁ ଏହା ବହୁତ ହିଁ ଶୁଭ ହୋଇ ଥାଏ । ଏହି ବ୍ୟକ୍ତି ମାନେ ଧନ ବାନ ଏବଂ ହୃଦୟ ରୁ ଏମାନେ ବହୁତ ଭଲ ହୋଇ ଥାନ୍ତି ।
ତିନି ରେ ରହିଛି । ଯେଉଁ ଲୋକ ମାନଙ୍କ ପାଦରେ ଚକ୍ର କିମ୍ବା ଚକ୍ର ଚିହ୍ନ ରହି ଥାଏ । ତେବେ ନିଶ୍ଚିତ ଭାବେ ସେମାନେ ବହୁତ ଶୁଭ ଏମାନଙ୍କ ପାଖରେ କେବେ ବି ଟଙ୍କା ର ଅଭାବ ଦେଖିବା ପାଇଁ ମିଳେ ନାହିଁ । ଏମାନେ ସବୁ ସମୟ ରେ ବଡ ହୃଦୟ ରେ ହୋଇ ଥାନ୍ତି । ଏମାନେ ସମସ୍ତ ଙ୍କୁ ସାହାଯ୍ୟ କରନ୍ତି ।
ଏବଂ ଶେଷ ରେ ଯେଉଁ ମାନଙ୍କ ଗୋଡ ର ତଳିିପା ରେ କଳାଜାୟୀ ରହି ଥାଏ । ସେମାନେ ଭଳ ଶାସକ ହୋଇ ଥାନ୍ତି । ଏମାନଙ୍କ ଦ୍ୱାରା ସ୍ୱତନ୍ତ୍ର ରୂପେ ଜିବନ ରେ ଆଗକୁ ବୂଢିବା ଏମାନ ଙ୍କ କାମ ହୋଇ ଥାଏ । ତେବେ ଆପଣ ମାନେ ଏହି ଠାରୁ ନିଶ୍ଚିତ ଭାବେ ସଂମ୍ପର୍ଣ୍ଣ ଭାବେ ଜାଣି ପାରିବେ ଆମ ଶରୀର ରେ କେଉଁ ଚି୍ହ୍ନ ରହିଲେ କଣ ଲାଭ ହୋଇ ଥାଏ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।