15 ବର୍ଷ ବୟସରେ ସ୍କୁଲ ଝିଅମାନେ ଏପରି ଖରାପ କାର୍ଯ୍ୟ କରୁଛନ୍ତି , ଜାଣିଲେ ମୁଣ୍ଡରେ ହାତ ଦେବେ…

school

ଲକ୍ଷ୍ନୋ ଉତ୍ତରପ୍ରଦେଶ ସ୍କୁଲର ପୁଅ ଏବଂ ଝିଅ ମାନଙ୍କ ଉପରେ ହୋଇଥିବା ଏକ ସର୍ଭେରେ ଏପରି ଖୁଲାସା ହୋଇଛି ଯାହାକୁ ଆପଣ ମାନେ ଜାଣି ଆ-ଶ୍ଚର୍ଯ୍ୟ ହୋଇଯିବେ । ଏହି ସର୍ଭେ ହାଇସ୍କୁଲ ର ପିଲାମାନଙ୍କ ଉପରେ କରାଯାଉଥିଲା । ଏକ ଆନ୍ତର୍ଜାତୀୟ ସଂସ୍ଥା ଦ୍ୱାରା କରାଯାଇଥିବା ଏହି ସର୍ଭେରେ 13 ରୁ 15 ବର୍ଷ ବୟସର ପୁଅ ଏବଂ ଝିଅ ମାନଙ୍କୁ ସାମିଲ କରାଯାଇଥିଲା । ଏହି ସର୍ଭେର ବିଶେଷ କଥା ​​ଥିଲା ଯେ ଏଥିରେ ଅଂଶଗ୍ରହଣ କରିଥିବା ପୁଅ ଏବଂ ଝିଅ ମାନଙ୍କର ପରିଚୟ ଦିଆଯାଇ ନାହିଁ ।

ଏକ ସର୍ଭେରୁ ଏହି କଥାର ଖୁଲାସା ହୋଇଥିଲା ଯେ , ଉତ୍ତରପ୍ରଦେଶର 23 ପ୍ରତି-ଶତ ଛାତ୍ର ହାଇସ୍କୁଲ ପହଞ୍ଚିବା ପର୍ଯ୍ୟନ୍ତ ସି-ଗା-ରେଟ ଟାଣିବା ଆରମ୍ଭ କରିଦିଅନ୍ତି । ଏହି ସର୍ଭେ ଅନୁସାରେ ହାଇସ୍କୁଲ ପର୍ଯ୍ୟନ୍ତ ତିନିଜଣରୁ ଜଣେ ଛାତ୍ର ସିଗା-ରେଟ ଟାଣିବା ଆରମ୍ଭ କରି ଦେଇଥାଏ, ସବୁଠାରୁ ଆଶ୍ଚର୍ଯ୍ୟ କଥା ଯେ ଏହିଥିରେ ଝିଅ ମାନଙ୍କର ସଂଖ୍ୟା ଅଧିକା ଅଛି ।

ତେବେ ଏହି ସର୍ଭେ ରି-ପୋର୍ଟ ରୁ ଜଣା ପଡ଼ିଛି କି 37 ପ୍ରତି-ଶତ ରୁ ଅଧିକ ଛାତ୍ର ସୁରକ୍ଷା ସ୍ଥାନ ଅନୁସନ୍ଧାନରେ ନିଜ ଘରେ ସିଗା-ରେଟ ଟା-ଣୁଛନ୍ତି । ସେହିପରି 20 ପ୍ରତିଶତ ଛାତ୍ର ନିଜ ସାଙ୍ଗମାନଙ୍କ ଘରେ ସିଗା-ରେଟ ଟା-ଣୁଛନ୍ତି ।

ଏହି ସର୍ଭେ ଅନୁସାରେ 13 ପ୍ରତିଶତ ଛାତ୍ର ସ୍ୱୀକାର କରିଛନ୍ତି ଯେ ସେମାନେ ସ୍କୁଲରେ ସିଗା-ରେଟ ଟାଣନ୍ତି ବୋଲି, ସେହିପରି ପ୍ରାୟ 11 ପ୍ରତି-ଶତ  ସ୍ୱୀକାର କରିଛନ୍ତି ଯେ ସେମାନେ ସର୍ବ ସାଧାରଣ ସ୍ଥାନରେ ସିଗା-ରେଟ ଟାଣନ୍ତି । ସେହିପରି 9 ପ୍ରତିଶତ ଛାତ୍ର ବିବାହ ଭଳି ସ୍ଥାନ ଏବଂ 10 ପ୍ରତିଶତ ଛାତ୍ର କୌଣସି ସ୍ଥାନରେ ବି ସିଗା-ରେଟ ଟାଣିବା କଥା ସ୍ୱୀକାର କରିଛନ୍ତି।

ତେବେ ଏହି ସର୍ଭେର ରିପୋର୍ଟ ଅନୁସାରେ ସିଗା-ରେଟ ପିଉଥିବା ପୁଅ ମାନଙ୍କ ସଂଖ୍ୟା ମଧ୍ୟରେ ଝିଅ ମାନଙ୍କ ସଂଖ୍ୟା ଅଧିକ ଅଛି। ରି-ପୋର୍ଟ ଅନୁସାରେ ଏହି ବୟସ ପର୍ଯ୍ୟନ୍ତ ଆସି 46 ପ୍ରତିଶତ ଛାତ୍ର ସିଗା-ରେଟ ପିଇ-ବାକୁ ଲାଗନ୍ତି। ଯେଉଁଥିରେ 24 ପ୍ରତି-ଶତ ଝିଅ ଏବଂ 22 ପ୍ରତି-ଶତ ପୁଅମାନେ ସାମିଲ ଅଛନ୍ତି ।

ତେବେ ଏହି ସର୍ଭେ 13 ରୁ 15 ବର୍ଷ ବୟସର ସ୍କୁଲ ଯାଉଥିବା ଛାତ୍ରମାନଙ୍କ ଉପରେ ଏହି କରାଯାଇଥିଲା ​​। ଏହି ସର୍ଭେ ଉଭୟ ପୁଅ ଏବଂ ଝିଅ ମାନଙ୍କ ଉପରେ ହୋଇଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *