Jyotish Shastra- ଦୀର୍ଘ 15 ବର୍ଷ ପରେ ଶନି ଦୋଷରୁ ମୁକ୍ତି ପାଇବାକୁ ଯାଉଛନ୍ତି ଏହି 5 ଟି ରାଶି

ବନ୍ଧୁଗଣ, ସାଧାରଣତ ଯେତେବେଳେ କୌଣସି ଗ୍ରହ ର ଦଶ ଦିଶା ରେ ଅଦଳ ବଦଳ ହୋଇଥାଏ, ନିଶ୍ଚିନ୍ତ ରୂପେ ତାହାର ପ୍ରଭାବ ମନୁଷ୍ୟ ଉପରେ ପଡିଥାଏ । ମାତ୍ର ଆମ୍ଭେ ଏହି ପ୍ରଭାବ କୁ ବୁଝି ପାରି ନଥାଉ । ଏହା ଫଳରେ ଆମ୍ଭ ସହିତ କିଛି ଘଟଣା ଘଟିଯାଇଥାଏ । ପ୍ରତ୍ୟକ ଗ୍ରହର ପ୍ରଭାବ ଆମ୍ଭ ଜୀବନ ଉପରେ ପଡିଥାଏ । ଆସନ୍ତୁ ଆଜି ଜାଣିବା ଯେ ଶନି ଦୋଷରୁ କିଭଳି ମୁକ୍ତି ପାଇବେ ।

ହିନ୍ଦୁ ଧର୍ମ ରେ ଭଗବାନ ଶନିଦେବ ଙ୍କୁ ନ୍ୟାୟ ର ଦେବତା ବୋଲି କୁହାଯାଇଅଛି । ଶନିଦେବ ଯେତେବେଳେ କାହା ଉପରେ ଖୁସି ହୋଇଥାନ୍ତି ସେତେବେଳେ ସେହି ମନୁଷ୍ୟ ର ସମୟ ସେହି ସମୟରେ ଭଲ ହେବା ଆରମ୍ଭ ହୋଇଯାଇଥାଏ । ଶନିଦେବଙ୍କର ପ୍ରୋକୋପ ଯେତେ ଅଧିକ ପଡିଥାଏ, ତାହା ଠାରୁ ଅଧିକ ସେ ଲୋକ ମାନଙ୍କୁ ଆନନ୍ଦ ଦେଇ ଥାନ୍ତି । ଶନି ଦେବ କାହାର ଶତ୍ରୁ ନୁହନ୍ତି । ଆସନ୍ତୁ ଜାଣିବା ଶନିଦେବ ଖୁସି କେଉଁ ରାଶି ଉପରେ ଅଛନ୍ତି ।

shani

ପ୍ରଥମ ରାଶି ହେଉଛି ମେଷ ରାଶି ଏହି ରାଶିର ବ୍ୟକ୍ତି ମାନଙ୍କ ଖରାପ ସମୟ ଏବେ ଶେଷ ହୋଇ ସାରିଛି ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ଶନିଦେବ ନିଜର କୃପା ଦୃଷ୍ଟି ରଖିବେ । ଏହି ରାଶିର ବ୍ୟକ୍ତି ମାନଙ୍କୁ ମାନ ସ୍ନମାନର ପ୍ରାପ୍ତି ହେବ ଆଗାମୀ ସମୟରେ ଆପଣଙ୍କୁ ସଫଳତା ହାସଲ ହେବାର ଯୋଗ ମଧ୍ୟ ବନୁଛି ଏବଂ ଘର ପରିବାରରେ ଖୁସିର ବାତା ବରଣ ରହିବ ।

ଆଗାମୀ ରାଶିଟି ହେଉଛି ସିଂହ ରାଶି ଶନି ଦେବଙ୍କ କୃପା ଏହି ସିଂହ ରାଶି ଉପରେ ମଧ୍ୟ ବର୍ଷିବ ଏବଂ ଏମାନଙ୍କ ଭିତରେ କୌଣସି ପ୍ରକାରରେ ଆତ୍ମ ବିଶ୍ୱାସ ଅଭାବ ଆଉ ରହିବ ନାହିଁ , ଏମାନଙ୍କ ସବୁ ମନସ୍କାମନା ଭଗବାନ ଶନି ଦେବଙ୍କର ଦ୍ୱାରା ପୁରଣ ହୋଇଯିବ କିନ୍ତୁ ଗୋଟିଏ କଥାରେ ଧ୍ୟାନ ଦିଅନ୍ତୁ ଯେ ଆପୁଣଙ୍କୁ ସମ୍ପୂର୍ଣ୍ଣ ପରିଶର୍ମ ଏବଂ ମନ ଧ୍ୟାନ ଦେଇ ନିଜର କାର୍ଯ୍ୟ ଉପରେ ଧ୍ୟାନ ଦେବା ନିହାତି ଦରକାର ।

ତେବେ ଆଗାମୀ ରାଶିଟି ହେଉଛି କନ୍ୟା ରାଶି ଆପଣଙ୍କ ଉଧାର ଶନି ମହାରାଜ କରିବେ କିନ୍ତୁ ଗୋଟିଏ ସର୍ତ ରହିଛି ଯେ ଆପଣଙ୍କୁ ନିଜର ସମୟ ନିଜର ଜୀବନ ସାଥିଙ୍କ ସହିତ କାଟିବାକୁ ପଡିବ ତେବେ ଜାଇ ଶନି ଦେବଙ୍କର କୃପା ଦ୍ୱାରା ଆପଣଙ୍କର ସାର ଜୀବନ ସଖମୟ ରହିବ ଏବଂ ଆପଣଙ୍କର ସବୁ ଅଟକି ରହିଥିବା କାର୍ଯ୍ୟ ପୁରଣ ହେବ ।

shani dev

କନ୍ୟା ରାଶି;- ଶନିଦେବ ଙ୍କ କୃପାରୁ ଆପଣ ନିଜର ସମସ୍ତ ସମୟ ନିଜ ଜୀବନ ସାଥି ସହିତ କାଟିବେ । ଶନିଦେବ ଙ୍କ କୃପା ଦ୍ଵାରା ଆପଣଙ୍କ ସାରା ଜୀବନ ସୁଖମୟ ରହିବ । ଆପଣଙ୍କ ସମସ୍ତ ଅଟକି ରହିଥିବା କାର୍ଯ୍ୟ ପୂରଣ ହେବାକୁ ଲାଗିବ । ଯେଉଁ ମାନଙ୍କର ବିବାହ ହୋଇନାହିଁ ସେମାନଙ୍କ ବିବାହ ଖୁବ ଶୀଘ୍ର ହେବାକୁ ଯାଉଅଛି ।

କର୍କଟ ରାଶି;- ଏହି ରାଶି ଉପରେ ଶନିଦେବ ଖୁସିରେ ରହିବାକୁ ଯାଉଛନ୍ତି । ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ପ୍ରଭୁ ଶନିଦେବ ଙ୍କ ଅସିମ କୃପା ହେବାକୁ ଯାଉଅଛି । ଦାମ୍ପତ୍ୟ ଜୀବନ ଆପଣଙ୍କ ର ସୁଖ ମାୟ ହେବ । ଶନିଦୋଷ ରୁ ରକ୍ଷା ପାଇବା ନିମନ୍ତେ ଆପଣ ପ୍ରତ୍ୟକ ଶନିବାର ଶନି ମନ୍ଦିର ଯାଇ ପୂଜା ଦିଅନ୍ତୁ ।

ତେବେ ସବୁବେଳେ ନିଜ ରାଶି , ଜାତକ , ଭାଗ୍ୟ ଭବିଷ୍ୟ ବିଷୟରେ ସବୁତକ ଖବର ନିଜ ମୋବାଇଲରେ ପଢିବା ପାଇଁ ଏବେ ହିଁ ଗୋଟିଏ ଲାଇକ କରିବା ସହ ଉପରେ ଫଲୋ ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *