ମହାପର୍ବର ମହାମିଳନ । 20 ତାରିଖରେ କୁମାର ପୁର୍ଣ୍ଣିମା ସହ ଧରାବତରଣ କରିବେ ମା’ ଗଜଲକ୍ଷ୍ମୀ । କୁମାରୀମାନଙ୍କ ପାଇଁ ଏହା ଏକ ବଡ ଉତ୍ସବର ଦିନ । ଭାଦ୍ରବ ପୂର୍ଣ୍ଣିମା ବା ଇନ୍ଦୁ ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଥିବା ଜହ୍ନି ଓଷା ଆଜି ଉଦ୍ୟାପିତ ହେବ । ଏହି ଦିନ କୁମାରୀମାନେ ସକାଳୁ ଗାଧୋଇ ନୂଆ ଲୁଗା ପିନ୍ଧନ୍ତି ।
ବନ୍ଧୁଗଣ, ଜ୍ୟୋତିଷ ଶାସ୍ତ୍ର ଆନୁଯାୟୀ 4 ଗୋଟି ରାଶିର ଭାଗ୍ୟ ଏହି ପୁର୍ଣ୍ଣିମାରୁ ବଦଳିବାକୁ ଯାଉଅଛି । ଏହାମା ଲକ୍ଷ୍ଣୀ ଙ୍କ କୃପା ରୁ ହେବାକୁ ଯାଉଅଛି । ଏହି ରାଶି ମାନଙ୍କର ଜୀବନରେ ଧନବର୍ଷା ହେବାକୁ ଯାଉଅଛି । ଏହି ରାଶି ମାନଙ୍କରେ ଯେଉଁ ଲୋକ ମାନେ ରହିଅଛନ୍ତି, ଆପଣ ମାନଙ୍କୁ ବର୍ତ୍ତମାନ ଶୁଭଫଳ ମିଳିବାକୁ ଯାଉଅଛି । ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ।
ସିଂହ ରାଶି;- ଏହି ରାଶିରେ ଧନବର୍ଷା ହେବାକୁ ଯାଉଅଛି । ଧନର କେବେ ମଧ୍ୟ ଅଭାବ ଏହି ରାଶିରେ ଦେଖାଯିବ ନାହିଁ । କାଲିଠାରୁ ଏମାନଙ୍କ ପରିବାରେ ସୁଖଶାନ୍ତି ଲାଗି ରହିବ ।ଆପଣ ମାନଙ୍କୁ ସୁଖ ମିଳିବାକୁ ଯାଉଅଛି । ପାଠ ପଢାରେ ଆପଣ ଅଧିକ ଲାଭବାନ ହେବେ । ବ୍ୟାପାର ବାଣିଜ୍ୟ କରୁଥିଲେ ଆପଣ ମାନଙ୍କୁ ସେଥିରୁ ପ୍ରଚୁର ଲାଭ ମିଳିବାକୁ ଜାଊଅଛି । ବହୁଦିନରୁ ଲାଗି ରହିଥିବା ଆର୍ଥିକ ସଙ୍କଟ ଏହି ଦିନରେ ଆପଣଙ୍କ ଠାରୁ ଦୁରେଇ ଯିବ ।
କନ୍ୟା ରାଶି;- ଏହି ରାଶିର ବ୍ୟକ୍ତି ମାନଙ୍କୁ ନିଜ ଜୀବନରେ ସୌଭାଗ୍ୟ ମିଳିବାକୁ ଯାଉଅଛି । ଏହି ରାଶିର ବ୍ୟକ୍ତି ବିଶେଷ ମାନେ ନିଜ ଜୀବନରେ ସଫଳତା ପାଇବେ । ଆପଣଙ୍କର ପ୍ରେମ ଜୀବନ ନିବିଡ ହେବାକୁ ଯାଉଅଛି । ଆପଣ ଏକ ଆନନ୍ଦ ତଥା ସଫଳ ଜୀବନ ବିତାଇବାକୁ ଯାଉଛନ୍ତି । ନିଜ ଜୀବନ ସାଥି ଆପଣଙ୍କୁ ଖୁସି କରି ପାରନ୍ତି ।
କୁମ୍ଭ ରାଶି;- ଏହି ରାଶି ମାନଙ୍କ ରେ ବହୁତ ବଡ ପରିବର୍ତ୍ତନ ହେବାକୁ ଯାଉଅଛି । ଆପଣ ଯଦି କୌଣସି କୋର୍ଟ କଚେରୀ ମାମଲାରେ ଫଶୀ ରହିଛନ୍ତି ତେବେ ଆପଣ ଏହି ମାମଲାରେ ସଫଳତା ହାସିଲ କରିବାକୁ ଯାଉଅଛନ୍ତି । ଆପଣଙ୍କର ଧନ ବୃଦ୍ଧି ହେବା ସହିତ ଆପଣଙ୍କ ଘରେ ସୁଖଶାନ୍ତି ଲାଗି ରହିବ । ଏହା ସହିତ ଆପଣଙ୍କୁ ବହୁତ ବଡ ଖୁସି ଖବର ମିଳିବାକୁ ଯାଉଅଛି ।
ବୃଷ ରାଶି – ଆପଣ ମାନେ କୈଣସି ବି କାର୍ଯ୍ୟ କରୁଛନ୍ତି ତେବେ ନିଷ୍ଟାର ସହିତ କରନ୍ତୁ ଆପଣ ମାନଙ୍କୁ ନିଶ୍ଚିତ ଭାବେ ସଫଳତା ମିଳିବ । ଆପଣ ମାନେ ଏହି ଗଜଲଷ୍ମୀ ପୂଜା ରେ ଯେଉଁ ଜିନିଷ କୁ ପାଇବା ପାଇଁ ଚାହିଁବେ ସେହି ଜିନିଷ କୁ ଆପଣ ମାନେ ନିଶ୍ଚିତ ଭାବେ ପାଇ ପାରିବେ । ଆପଣ ମାନେ ଏହି ଦିନ ରେ ଜିବନ ସମନ୍ଧିତ ସଫଳତା ରେ ସଂମ୍ପର୍ଣ୍ଣ ଭାବେ ସଫଳ ହାସଲ କରିବା ସହିତ ଆପଣ ମାନେ ବ୍ୟବସାୟ କ୍ଷେତ୍ର ରେ ଶତୃ କୁ ପରାସ୍ତ କରିବେ ।
ବନ୍ଧୁଗଣ ଯଦି ଆପଣ ଆପଣଙ୍କ ନିଜ ରାଶି ହିସାବରେ ନିଜର ଭାଗ୍ୟ ଭବିଷ୍ୟ ସମ୍ଭନ୍ଧୀୟ ତଥ୍ୟ ପଢିବାକୁ ଚାହୁଁଛନ୍ତି , ତେବେ ଗୋଟିଏ ଲାଇକ କରିବା ସହ ଉପରେ ଫଲୋ କଲେ ତାହା ପଢି ପାରିବେ । ଧନ୍ୟବାଦ ।