ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ରେ ଏମିତି ହିରୋ ଏବଂ ହିରୋଇନ୍ ମାନେ ରହିଛନ୍ତି ଯେଉଁ ମାନେ ବିବାହ ପରେ ବି ସେମାନଙ୍କର ଡିଭର୍ସ ହୋଇଛି ଜାହା ଫଳ ରେ ସ୍ୱାମୀ ସ୍ତ୍ରୀ ଠାରୁ ଅଲଗା ହୋଇ ରହୁଛନ୍ତି ଏବଂ ସେମାନଙ୍କର ପର୍ସିନାଲ ଲାଇଫ୍ ରେ ବିଛେଦ ଘଟିଛି ଆପଣ ମାନେ ବି ବହୁତ ହିରୋ ହିରୋଇନ୍ ବିଷୟ ରେ ଜାଣି ଥିବେ ସେମିତି ରେ ଆପଣ ମାନେ ଏଠାରେ ସେହି ହିରୋ ହିରୋଇନ୍ ମାନଙ୍କ ବିଷୟ ରେ ଜାଣି ପାରିବେ ତେବେ ଜାଣିବା ପାଇଁ ଆପଣ ବାସ୍ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।
ରାଜା ଏବଂ ସମାଲିନି ଆପଣ ମାନେ ଏହି ଯୋଡି ଙ୍କୁ ବହୁତ ଭଲ ଭାବେ ଜଣିଥିବେ ଦୁହେଁ ପରସ୍ପର କୁ ଗତ ଦିନରେ ଭଲ ପାଇଥିଲେ କୈଣସି କାରଣ ପାଇଁ ସେମାନଙ୍କର ବ୍ରେକପ୍ ହୋଇଥିଲା ଏବଂ ଗତ ଦିନ ମାନଙ୍କରେ ସେମାନେ ଅଲଗା ହୋଇଛନ୍ତି ।
ସେହି ପରି ଶ୍ରଦ୍ଧା ଏବଂ ରାଜ ରାଜେଶ ଙ୍କ ବିଷୟ ରେ କହିବା ତେବେ ଏମାନେ ଗତ ଦିନ ମାନଙ୍କରେ ସୁଟିଂ ସେଟ୍ ରୁ ଭଲ ପାଇଥିଲେ ହେଲେ ଏବେ ସେମାନେ ଅଲଗା ହୋଇ ଜାଇଛନ୍ତି ।
ଅନୁଚୈଧୁରୀ ସେ ପ୍ରଥମେ ଡାକ୍ତର ସନ୍ଧିପ୍ ମିଶ୍ର ଙ୍କୁ ବିବାହ କରି ଥିବା ବେଳେ ସେମାନଙ୍କ ବିବାହ ସଂମ୍ପର୍କ ବି ବହୁତ ଦିନ ଯାଏ ଚାଲି ପାରି ନ ଥିଲା । ଏବଂ ପରେ ସେମାନଙ୍କ ମଧ୍ୟ ରେ ଛାଡ ପତ୍ର ହୋଇ ଥିଲା ।
ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜି । ଏମାନେ 2004 ରେ ବିବାହ କରି ଥିବା ବେଳେ ଏମାନଙ୍କ ପ୍ରେମ ସଂମ୍ପର୍କ କିଛି ଦିନ ହିଁ ଚାଲି ପାରି ଥିଲା ପରେ ଏମାନେ ଅଲଗା ହୋଇ ଥିଲେ ଏବଂ ପରେ ସିଦ୍ଧାନ୍ତ ମାମା ମିଶ୍ର ଙ୍କୁ ବିବାହ କରି ଥିଲେ ,ସେହି ପରି ରଚନା ବାନାର୍ଜି ପୋଲ୍ଲବ୍ ବାସୁ ଙ୍କୁ ବିବାହ କରି ଥିଲେ ।
ସେହି ପରି ଅଭିନେତା ଚନ୍ଦନ କର ବି ସେମିତି ଅଭିନେତ୍ରୀ ଜୁଲୀ ଙ୍କୁ ବିବାହ କରି ଥିଲେ । ହେଲେ କୈଣସି ଏକ କାରଣ ରୁ ସେମାନଙ୍କ ମଧ୍ୟରେ ପ୍ରେମ ସଂମ୍ପର୍କ ଗଢି ଉଠି ପାରି ନ ଥିଲା। ଏବଂ ପରେ ସେମାନେ ଶେଷ ରେ ଚନ୍ଦନ କର ଏବଂ ଜୁଲୀ ଡିଭର୍ସ ନେଇ ନେଇ ଥିଲେ ।
ଏହାପରେ ରହିଛନ୍ତି ସବ୍ୟସଚୀ ମିଶ୍ର ସେ 2013 ରେ ସୀମା ଙ୍କୁ ବିବାହ କରି ଥିଲେ ହେଲେ ସେମାନଙ୍କ ବୈବାହିକ ଜିବନ ବହୁତ ଦିନ ଯାଏ ରହି ନ ଥିଲା ଏବଂ ପରେ ସେମାନେ କୋର୍ଟ ରେ ଛାଡ ପତ୍ର ପାଇଁ ଆପ୍ଲାୟ କରି ଥିବା ବେଳେ ସେମାନେ ପରେ ଅଲଗା ହୋଇ ଜାଇ ଥିଲେ ।
ସେହି ପରି ବର୍ତମାନ ସମୟ ରେ ଅନୁଭବ୍ ଏବଂ ବର୍ଷା ଙ୍କ ମଧ୍ୟ ରେ ଫାଟ ସୃଷ୍ଟି ହୋଇଛି ତେବେ ଦେଖିବା କଥା ଏହି ଘଟଣା ରେ ଆଗାମୀ ସମୟ ରେ କଣ ହେଉଛି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।