ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ରାନୀ ସିରିଏଲ ର ଗାର୍ଗି ଙ୍କୁ ବହୁତ ଭଲ ଭାବେ ଜାଣି ଥିବେ ସେମିତି ରେ ରେ ସେ ରାନୀ ସିରିଏଲ ରେ ଗୋଟିଏ ନେଗେଟିଭ୍ ରୋଲ କରି ଲୋକ ମାନଙ୍କ ପାଖରୁ ବହୁତ ସାରା ପ୍ରଶଂସା ପାଇ ଥିବା ବେଳେ ତାହା ପରେ ପରେ ସେ ବର୍ତମାନ ସମୟ ରେ ଟିକିଏ ବ୍ରେକ୍ ନେଇ ଜାଇଛନ୍ତି ।
ହେଲେ କଣ ଆପଣ ମାନେ ଜାଣିଛନ୍ତି ଆପଣ ମାନଙ୍କ ଏହି ପ୍ରୟ ଅଭିନେତ୍ରୀ ଗାର୍ଗି ଏବେ କଣ କରୁଛନ୍ତି ସେହି ବିଷୟ ରେ ଆପଣ ମାନଙ୍କୁ ଜଣେଇବୁ ତେବେ ଆପଣ ମାନେ ଏହି ବିଷୟ ରେ ଜାଣିବା ପାଇଁ ନିଶ୍ଚିତ ଭାବେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ସେମିତି ରେ କିଛି ଦିନ ରେ ଟିଭି ରେ ପ୍ରଶାରିତ ହେଉ ଥିବା ରାନୀ ସିରିଏଲ ରେ ନେଗେଟିଭ୍ ରୋଲ ରେ ନଜର ଆସୁ ଥିବା ଅଭିନେତ୍ରୀ ପ୍ରିୟା ମାନେ ଗାର୍ଗି ମହାନ୍ତି ଙ୍କ ସେହି ସିରିଏଲ ରେ କରି ଥିବା ଜବର୍ଦୋସ୍ତ ଅଭିନୟ ପାଇଁ ଦର୍ଶକ ମାନେ ତାଙ୍କୁ ପରିବାର ପରିମାଣ ରେ ପସନ୍ଦ ମଧ୍ୟ କରି ଥିଲେ ।
କିନ୍ତୁ ଏହି ସିରିଏଲ ଟି ବନ୍ଦ ହେବା ପରେ ପରେ ଗାର୍ଗି ଏକ ପ୍ରକାରର ଓଲିଉଡ ଇଣ୍ଡଷ୍ଚ୍ର ରୁ ସଂମ୍ପର୍ଣ୍ଣ ଭାବେ ଦୂରେଇ ଜାଇ ଥିଲେ ଗତ କିଛି ଦିନ ତଳେ ଗାଗ୍ଗି ଙ୍କର ବିବାହ ସଂମ୍ପର୍ଣ୍ଣ ହୋଇ ଜାଇଛି। ଏବଂ ବିବାହ ପରେ ସେ ନିଜର ଘର ସଂସାର କରିବାରେ ଲାଗି ପଡିଛନ୍ତି, ଏବଂ ବର୍ତମାନ ସମୟ ରେ ସେ ଓଲିଉଡ କୁ ବାୟ ବାୟ କହିଛନ୍ତି । ସେମିତି ରେ ଆଗାମୀ ଦିନ ମାନଙ୍କରେ ସେ ପୁଣି ଥରେ ଓଲିଉଡ କୁ କମ୍ ବେକ୍ କରିବେ ଏବଂ ବର୍ତମାନ ସମୟ ରେ ସେ ନିଜର ଘର ସଂସାର ସମ୍ଭାଳିବାରେ ବ୍ୟସ୍ତ ରହିଛନ୍ତି ।
ସେମିତି ରେ ଅର୍ଜୁନ ଫିଲ୍ମ ଜରିଆରେ ଓଲିଉଡ ରେ ପ୍ରବେଶ କରି ଥିବା ବେଳେ ଏହି ଫିଲ୍ମ ରେ ସେ ଅନୁଭବ ଙ୍କ ସହିତ ବହୁତ ଭଲ ପଦର୍ଶନନ କରି ଥିବା ବେଳେ ପରେ ସେ ବହୁତ ଏମିତି ଫିଲ୍ମ ମାନଙ୍କ ରେ ନଜର ଆସି ଥିବାର ଦେଖିବା ପାଇଁ ମିଳି ଥିଲେ ତେବେ ଆପଣ ମାନଙ୍କୁ ତାଙ୍କର ଅଭିନୟୟ କେମିତି ଲାଗେ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।