ଦୁର୍ଗା ପୂଜାରେ ଏହି 6ଟି ରାଶିର ଭାଗ୍ୟ ଚମକିବ । ଆପଣଙ୍କ ରାଶି ନାହିଁ ତ ?

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହା ତ ସମସ୍ତଙ୍କୁ ଜଣା ଥିବ ଯେ ନବରାତ୍ରି ପର୍ବର କେତେ ଯେ ମହତ୍ୱ ରହିଥାଏ । ଏହା ହିଁ କାରଣ ଅଟେ କି ଏହି ପର୍ବ ରେ ସାରା ଦେଶରେ ବଡ଼ ହିଁ ଧୁମ୍ ଧାମ୍ ରେ ପାଳନ ହୁଏ । ଏହି ନବରାତ୍ରି ରେ ସହେ ବର୍ଷ ପରେ ବହୁତ ଏକ ଶୁଭ ସଙ୍କେତ ବନୁଅଛି । ଆପଣ ଜାଣି ଖୁସି ହେବ କି ଏହି ଥର ମାତା ରାଣୀ 6ଟି ରାଶି ଉପରେ ତାଙ୍କର କୃପା ଦୃଷ୍ଟି ବର୍ଷା କରିବାର ଅଛି ହୋଇପାରେ ଏମାନଙ୍କ ମଧ୍ୟରୁ ଆପଣଙ୍କର ସେହି ଭାଗ୍ୟଶାଳୀ ରାଶି ହୋଇପାରେ । ତେବେ ଚାଲନ୍ତ ଜାଣିବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ।

Durga

ନୋମ୍ବର୍ 1–ବୃଷ ରାଶି ଏହି ରାଶି ର ଲୋକା ମାନାଙ୍କ ଉପରେ ମାତା ଙ୍କର କୃପା ଦୃଷ୍ଟି ରହିବ ବ୍ୟବସାୟ ରେ ଉନ୍ନତି କରିବେ ।

ନୋମ୍ବର୍ 2 –ମିଥୁନ ରାଶି ଏହି ରାଶି ଏହି ନବରାତ୍ରି ପରେ ତାଙ୍କ ସମୟ ଉତ୍ତମ ଦେଇ ଗତି କରିବ ଘରେଇ ଜୀବନରେ ସୁଖ ଶାନ୍ତି ରେ ଅତିବାହିତ କରିବେ ।

ନୋମ୍ବର୍ 3– କନ୍ୟା ରାଶି ଏହି ରାଶି ଲୋକେ ଆଗାମୀ ସମୟରେ ଅତ୍ୟନ୍ତ ଭାଗ୍ୟଶାଳୀ ହେବେ ମାତା ରାଣୀଙ୍କର ବିଶେଷ କୃପା ପ୍ରାପ୍ତି କରିବେ ନିଜ ଜୀବନରେ ସଫଳତା ହାସିଲ କରିବେ ଘର ପାଇଁ କିଛି ଦାମୀ ଜିନିଷ କିଣିବେ ।

astrology

ନୋମ୍ବର୍ 4–ବିଛା ରାଶି ଏହି ରାଶିର ବ୍ୟକ୍ତିଙ୍କର ଏହି ନବରାତ୍ରି ପରେ ବ୍ୟବସାୟ ରେ ସଫଳତା ପ୍ରାପ୍ତି କରିବେ ସାମାଜିକ କାର୍ଯ୍ୟରେ ସଫଳ ହେବେ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରି ପାରନ୍ତି ଆପଣ ନିଜ କାର୍ଯ୍ୟ କ୍ଷେତ୍ରରେ ଖୁସି ରହିବେ ।

ନୋମ୍ବର୍ 5– ତୁଳା ରାଶି ତୁଳା ରାଶିର ଲୋକେ ଆଗାମୀ ସମୟରେ ବିଶେଷ ରୂପେ ଲାଭ ବାନ ହେବେ ଆପଣ କରିଥିବା ପରିଶ୍ରମ ଅନୁସାରେ ସଫଳ ହେବେ । ଆର୍ଥିକ କ୍ଷେତ୍ରରେ ମଜବୁତ୍ ହେବେ ମତରଣୀଙ୍କ କୃପାରୁ ଆପଣ କାର୍ଯ୍ୟ କ୍ଷେତ୍ରରେ ସଫଳ ହେବେ । ପୁରୁଣା ରୋଗରୁ ମୁକ୍ତି ପାଇବେ ଆପଣ ନିଜ ଯୋଜନା ଅନୁସାରେ ବିଶେଷ ରୂପେ ଲାଭ ବାନ ହେବେ ।

astrology .

ନୋମ୍ବର୍ 6–କୁମ୍ଭ ରାଶି ଏହି ରାଶି ର ଲୋକେ ମତରଣୀଙ୍କର ବିଶେଷ କୃପା ହାସିଲ କରିବେ ଏହି ନବରାତ୍ରି ଦିନ ଠାରୁ ଜୀବନରେ ସମସ୍ତ ପ୍ରକାର ସମସ୍ୟାରୁ ଦୂର ପାଇବେ ପୁରୁଣା ବିବାଦ ରୁ ମୁକ୍ତି ପାଇବେ । କୋଟ କଚେରି ମାମଲାରୁ ସଫଳ ପାଇବେ ଆଗାମୀ ସମୟରେ ଭାଗ୍ୟ ଶାଳୀ ହେବେ କୌଣସି ବଡ଼ ବ୍ୟବସାୟ ଆରମ୍ଭ କରି ପାରନ୍ତି ଜୀବନ ସାଥିଙ୍କ ସହିତ ଊତମ ସମୟ ବ୍ୟତୀତ କରି ପାରନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *