ବଡ଼ ଖବର – କମିଲା ସୁନା ଦର , ଶୀଘ୍ର ଆପଣଙ୍କ ମନ ପସନ୍ଦର ଗହଣା କିଣନ୍ତୁ !!

gold

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କମିଲା ସୁନା ଦର ଦିପାବଳୀ ସୁଧା ରେକର୍ଡ ଭାଙ୍ଗି ପାରେ ସୁନା ଦର ଆପଣ ମାନଙ୍କ ମନ ପସନ୍ଦ ର ଗହଣା ଆପଣ ମାନେ ଏବେ ଜାଇ କିଣି ଆଣନ୍ତୁ , ବହୁତ ସସ୍ତା ମୂଲ୍ୟ ରେ ମିଳୁଛିି ଜାହା ବିଷୟ ରେ ଆପଣ ମାନେ ଜାଣିଲେ ନିଶ୍ଚିତ ଭାବେ ଖୁସୀ ହୋଇ ଯିବେ ତେବେ ବନ୍ଧୁଗଣ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଆପଡେଟ୍ ପାଇବା ପାଇଁ ଆପଣ ମାନେ ନିଶ୍ଚିତ ଭାବେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ତେବେ ନିଶ୍ଚିତ ଭାବେ ଜାଣି ପାରିବେ ।

gold

ସେମିତି ରେ ବିଗତ କିଛି ମାସ ଧରି ସୁନା ଏବଂ ରୂପା ଦର ହ୍ରାସ ପାଇ ଥିବା ବେଳେ ଆଜି ଏହି ରେଟ୍ ରେ ଆହୁରୀ ବି ହ୍ରାସ ପାଇ ଥିବାର ଦେଖିବା ପାଇଁ ମିଳିଛି। ଟ୍ରେଣ୍ଡିଂ ଆରମ୍ଭ ରୁ ହିଁ ସୁନା ଦର ରେ ହ୍ରାସ ହେବାର ଦେଖିବା ପାଇଁ ମିଳି ଥିଲା , ଏବଂ ଆଜିର ସକାଳ 9.40 ମିନିଟ୍ ରେ ସୁନା ଦର ମଲ୍ଟି କୋମ୍ୟୁନିଟି ଏକ୍ସଚେଞ୍ MCX ରେ 236 ଟଙ୍କା ହ୍ରାସ ସହିତ ପ୍ରତି 10 ଗ୍ରାମ୍ କୁ 46 ହଜାର 940 ଟଙ୍କା ରହିଛି ।

ଏବଂ କେବଳ ସୂନା ନୁହେଁ ବରଂ ରୂପା ଦର ରେ ବହୁତ ବଡ ଧରଣ ରେ ହ୍ରାସ ପାଇ ଥିବାର ଦେଖିବା ପାଇଁ ମିଳିଛି , ଏହି ଦିନ ରେ ରୂପା ର ଦର 860 ଟଙ୍କା ହ୍ରାସ ପାଇ ଥିବା ବେଳେ ପ୍ରତି କିଲୋ ଗ୍ରାମ୍ ଉପରେ 66 ହଜାର 207 ଟଙ୍କା ରେ କାର ବାର୍ ହେଉଛି ଏବଂ ବନ୍ଧୁଗଣ ଆପଣ ମାନଙ୍କୁ ଜଣେଇ ଦେବୁ କି ଏହାକୁ ନେଇ ଏକ୍ସପୋର୍ଟ ମାନଙ୍କ ମିଳି ଥିବା ନୂଆ ଗଣନା ଅନୁସାରେ ଏହି ଦର ଆଗାମୀ ସମୟ ରେ ଆହୁରୀ ବି ହ୍ରାସ ପାଇବା ।

golds

ତା ସହିତ ଦିପାବଳୀ ସୁଧା ଏହା ହ୍ରାସ ପାଇ ଏକ ନୂଆ ରେକର୍ଡ ସୃଷ୍ଟି କରି ପାରେ ବୋଲି ସୂଚନା ରହିଛି । ତେବେ ଆପଣ ମାନେ ନିଜର ମନ ପସନ୍ଦ ର ଗହଣା କୁ ଏବେ ନିଶ୍ଚିତ ଭାବେ କିଣି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *