ଟଙ୍କା ବର୍ଷା କରୁଥିବା ( ଗଛ ) କରନ୍ତୁ ଏହି ଉପାୟ | ଘର ପାଖରେ ଲଗେଇ ଦିଅନ୍ତୁ ଜୀବନ ବଦଳିଯିବ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଅସ୍ତ ଗଛ ଏହି ଗଛକୁ ଅନେକ ଲୋକ ଭୟ କରିଥାନ୍ତି ଏମିତିକି କେହି କେହି କୁହନ୍ତି ଅସ୍ତ ଗଛରେ ଭୂତ ପ୍ରେତ ପିଶାଜ ରହିଛନ୍ତି ଗଛ ମୂଳକୁ ଯିବା କ୍ଷତି କାରକ ହୋଇଥାଏ ତ ଆହୁରି ଅନେକ ଲୋକ ଅସ୍ତ ଗଛକୁ ପୂଜା କରିଥାନ୍ତି ଧୁପ ଦୀପ ଏବଂ ଅସ୍ତ ଗଛର ପରିକ୍ରମା କରିଥାନ୍ତି । ତ ପ୍ରକୃତ ବାସ୍ତବତା କଣ ଘର ଅଫିସ୍ ଦୋକାନ ପାଖରେ ଅସ୍ତ ଗଛ ଥିଲେ ଗଛକୁ କାଟିବାକୁ ମଧ୍ୟ ଅନେକ ଭୟ କରିଥାନ୍ତି ତ କାହିକି ଏହି ଅସ୍ତଗଛ କଟାଯାଏ ନାହିଁ ଏବଂ ଅସ୍ତ ଗଛକୁ କାହିକି ପୂଜା କରାଯାଏ ପୂଜା ଫଳରେ କଣ ମିଳିଥାଏ ଏହି ସମସ୍ତ ପ୍ରଶ୍ନର ଉତ୍ତର ଆଜି ଆମେ ଜାଣିବା ।

puja

ପ୍ରଥମେ ଜାଣିବା ଏହି ଅସ୍ତ ଗଛକୁ କାହିକି ଭୟ କରିଥାନ୍ତି , ଅସ୍ତ ଗଛକୁ କେବେବି ଶନିବାର ବ୍ୟତିତ କୌଣସି ଦିନ ଛୁଇବା ଉଚିତ ହୋଇ ନଥାଏ , ବିଶେଷ କରି ରବିବାର ଦିନ ଆଦୁ ଅସ୍ତ ଗଛକୁ ଛୁଇବା ଉଚିତ ନୁହେ କାରଣ ଏହି ଅସ୍ତ ଗଛରେ ଅଲକ୍ଷ୍ମୀ ବାସ କରିଥାନ୍ତି ଏବଂ ତାଙ୍କର ପ୍ରଭାବ ରବିବାର ଦିନ ଅଧିକ ଥାଏ ତେଣୁ ଜାଣତରେ ହେଉ ଅବା ଅଜାଣତରେ ହେଉ ଅସ୍ତଗଛ କୁ ରାତ୍ରୀ ସମୟରେ କିମ୍ବା ରବିବାର ଦୀନ ଛୁଇବା ଉଚିତ ହୋଇ ନଥାଏ କାରଣ ଛୁଇବା ଦ୍ୱାରା ଅନେକ କ୍ଷୟ କ୍ଷତି ହୋଇଥାଏ ।

ଏବେ ଜାଣିବା ଅସ୍ତ ଗଛକୁ କାହିକି ଏବଂ କେଉଁ ଦିନ କିପରି ପୂଜା କଲେ କଣ ଫଳ ମିଳିଥାଏ । ଧର୍ମ ଶାସ୍ତ୍ରରେ ଏବଂ ଭାଗବତ ଗୀତାରେଲ ଏହା ବର୍ଣ୍ଣୀତ ଅଛି ଅସ୍ତଗଛ ମୂଳରେ ବ୍ରହ୍ମା ଦେହରେ ବିଷ୍ଣୁ ସାଖା ମାନଙ୍କରେ ଶିବ ବାସ କରିଥାନ୍ତି ଏବଂ ପତ୍ର ମାନଙ୍କରେ ସମସ୍ତ ଦେବା ଦେବୀ ବାସ କରିଥାନ୍ତି ବିସେଷ କରି ଶନିବାର ଦିନ ଏହି ଅସ୍ତ ଗଛରେ ଶନିଦେବ ବାସ କରଥାନ୍ତି ଏବଂ ଶନିବାର ଦିନ ସୂର୍ଯ୍ୟ ଉଦୟ ଠାରୁ ସୂର୍ଯ୍ୟ ଅସ୍ତ ପର୍ଯ୍ୟନ୍ତ ଲକ୍ଷ୍ମୀ ନାରାୟଣ ବାସ କରିଥାନ୍ତି , ଏହି ଶନିବାର ଦିନ ଅସ୍ତ ଗଛକୁ ପୂଜା କରିବା ଅର୍ଥାତ ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କରିବା ସହିତ ସମାନ ହୋଇଥାଏ ।

astha

ପ୍ରତି ଦିନ ଅସ୍ତ ଗଛକୁ ପୂଜା କଲେ ସମସ୍ତ ଦେବା ଦେବୀଙ୍କର କୃପା ମିଳିଥାଏ । ବନ୍ଧୁଗଣ ଏହି ଅସ୍ତଗଛ ମୂଳରେ ପ୍ରତି ଦିନ ଜଳ ଅର୍ପଣ କଲେ ଏବଂ ଅସ୍ତଗଛ ଚାରିପାଖେ ପରିକ୍ରମା କଲେ ସମସ୍ତ ଆର୍ଥିକ ସଙ୍କଟ ଦୁର ହୋଇଥାଏ , ରୋଗ ରୂଣ ଶତୃ ନାଶ ହୋଇଥାଏ ଏବଂ ଧନର ବୃଧି ଘଟିଥାଏ ଜୀବନରେ ଉୃନତି ଆସିଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *