ସୋସିଆଲ ମିଡିଆରେ ଚର୍ଚା – କଣ ଶ୍ରୀରାମ ପଣ୍ଡାଙ୍କୁ ବାହା ହେବେ ରାନୀ ପଣ୍ଡା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା ଙ୍କୁ ନିଶ୍ଚିତ ଭାବେ ଜାଣି ଥିବେ ସେମିତି ରେ ରାନୀ ପଣ୍ଡା କେବେ ବିବାଦ ରେ ରହି ଥାନ୍ତି ତ ଆଉ କେତେ ବେଳେ ସେ ଚର୍ଚ୍ଚା ରେ ରହି ଥାନ୍ତି , ସେମିତି ରେ ଏହି ଦିନ ରେ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା ସୋସିଆଲ ମିଡ଼ିଆ ରେ ଏକ ଭିଡ଼ିଓ ପୋଷ୍ଟ କରି କହି ଥିଲେ ସେ ଏହି ଦିନ ରେ ବିବାହ କରିବା ପାଇଁ ଜାଉଛନ୍ତି ।

rani

ହେଲେ ଏବେ ସେ କାହାକୁ ମେରେଜ୍ କରିବା ପାଇଁ ଯାଉଛନ୍ତି ସେହି ବିଷୟ ରେ ଜାଣିଲେ କଳ୍ପନା ବି କରି ପାରିବେ ନାହିଁ ସେହି ବିଷୟ ରେ ଆମେ ଆଜି ଆପଣ ମାନଙ୍କି ସଂମ୍ପର୍ଣ୍ଣ ରିପୋର୍ଟ ଦେବାକୁ ଚେଷ୍ଟା କରିବୁ , ତେବେ ନିଜର ପ୍ରଶଂସକ ମାନଙ୍କୁ ସେ କହିଛନ୍ତି କି ସେ ଖୁବ୍ ଶୀଘ୍ର ବିବାହ କରିବା ପାଇଁ ଯାଉଛନ୍ତି । ତାଙ୍କ ମନ ର ମଣିଷ ତାଙ୍କୁ ମିଳି ଜାଇଛି ବୋଲି ସେ ଭିଡ଼ିଓ ମାଧ୍ୟମ ରେ କହି ଥିଲେ ।

ହେଲେ ସେ କେବେ ବିବାହ କରିବେ ଏବଂ ତାଙ୍କର ଜିବନ ସାଥି କିଏ ହେବେ ସେ ପଷ୍ଟ କରି ନାହାଁନ୍ତି , ସେ କହିଛନ୍ତି କି ଅପେକ୍ଷା କରନ୍ତୁ ରାଣୀ ଜାଗା ଦେଖି କରି ହିଁ ଖେଳ କରିବ । ଏମିତି ବିବାହ ହେବ କି ସାରା ଓଡ଼ିଶା ରେ ସେମିତି କେହି ବି ବବିବାହ କରି ନ ଥିବେ । ସେହି ପରି ଭାବେ ସେ ପୂର୍ବ ରୁ କହି ଥିଲେ କି ସେ ଯଦି ବିବାହ କରିବେ ପ୍ରଦୀପ ମହାରଥୀ ଙ୍କ ପରି ପୁରୁଷ ଙ୍କୁ ସେହି ଭଳି ପୁରୁଷ ମିଳିଲେ ସେ ନିଶ୍ଚିତ ଭାବେ ବିବାହ କରିବେ ,

rani

ସେମିତି ରେ ଆପଣ ମାନେ ତାଙ୍କୁ ବହୁତ ସମୟ ରେ ତାଙ୍କର ଅଧର୍ଯ୍ୟ ଚେହେରା ଦେଖି ଥିବା ବେଳେ ତାଙ୍କର ଭିତର ଟା ବହୁତ କୋମଳ ଅଟେ ଏବଂ ସେ ଏହି ଦିନ ରେ ଲୋକ ମାନଙ୍କୁ ସାହାଯ୍ୟ କରି ଦେଖେଇ ଦେଇଛନ୍ତି । ତେବେ ଆପଣ ମାନଙ୍କୁ କଣ ଲାଗୁଛି ରାନୀ ପଣ୍ଡା କାହାକୁ ବିବାହ କରିବେ ବୋଲି ଆପଣ ମାନେ ନିଶ୍ଟିତ ଭାବେ କମେଣ୍ଟ କରି ଜଣେଇ ଦେବେ,

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *