ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବଲିଉଡରେ ନାମ ବନେଇ ସାରି ଥିବା ଅଭିନେତ୍ରୀ ସନି ଲିୟନୀ ଙ୍କୁ ଆଜି କୈଣସି ବି ପରିଚୟ ର ଜରୁରୀ ନାହିଁ , ଏବଂ କିଛି ବର୍ଷ ମଧ୍ୟରେ ସନି ବହୁତ ଭଲ ନାମ ବି କମେଇ ସାରିଛନ୍ତି , ଅଭିନେତ୍ରୀ ସନି ଙ୍କ ଫେନ୍ସ ଏବଂ ଫୋଲଇଂ ର କଥା କହିବା ତେବେ ତାଙ୍କର ଇନଷ୍ଟା ଗ୍ରାମ୍ ରେ 41 ମିଲିୟୟନ୍ ଫେନ୍ସ ମାନେ ରହିଛନ୍ତି । ସେ ସବୁ ସମୟରେ ନିଜର ଇନଷ୍ଟା ଗ୍ରାମ୍ ରେ ନିଜର ସେକ୍ସି ଫିଗର କୁ ଦେଖେଇ ଥାନ୍ତି , ଏବଂ ଏହି କଥା କୁ ସମସ୍ତେ ଜାଣିଛନ୍ତି ବର୍ତମାନ ସମୟ ରେ ସନି ଜଣେ ବଲିଉଡ ର ଷ୍ଟାର ହୋଇ ସାରିଛନ୍ତି ,
ହେଲେ ଏହି ମୁକାମ୍ ରେ ପହଁଚିବା ପରେ ସନି ଙ୍କ ପାଷ୍ଟ ଏବେ ବି ତାଙ୍କର ପିଛା ଛାଡି ନାହିଁ , ଏବେ ବି ବହୁତ ଇଣ୍ଟରଭ୍ୟୁ ମାନଙ୍କ ରେ ସନି ଙ୍କ ପାଷ୍ଟ ବିଷୟ ରେ ପଚାରା ଜାଇଛି , ହେଲେ ସନି ନିଜର ଏକ ଇଣ୍ଟର୍ଭ୍ୟୁ ରେ ଏହି ଖୁଲାସା କରି ଥିଲେ ସେ ନିଜର ପାଷ୍ଟ କୁ ବହୁତ ସମୟ ପୂର୍ବ ରୁ ହିଁ ଭୁଲି ସାରିଛନ୍ତି । ହେଲେ ଏହି ମିଡ଼ିଆ ହିଁ ଏଟେ ଯିଏ ଆଜିର ଦିନ ରେ ବି ତାଙ୍କର ପାଷ୍ଟ କୁ ପ୍ରତି ଦିନ ମନେ ପକେଇ ଦେଉଛି ,
ଆପଣ ମାନଙ୍କୁ ସୂଚନା ଦେବୁ କି ସନି ଲିୟନୀ ବଲିଉଡ ରେ ଆସିବା ପୂର୍ବ ରୁ ପର୍ନ ଫିଲ୍ମ ରେ କାମ କରୁ ଥିଲେ, ଏବଂ ବହୁତ ବର୍ଷ ପୂର୍ବ ରୁ ହିଁ ସେ ପର୍ନ ଦୁନିଆଁ କୁ ଛାଡି ଦେଇ ଥିଲେ , ଏବଂ କିଛି ବର୍ଷ ତଳେ ସନି ଲିୟନୀ ଗୁଜୁରାଟ ରେ ଏକ ଇଭେଣ୍ଟ ପାଇଁ ଜାଇ ଥିଲେ , ଏବଂ ସେଠାରେ ଗୋଟିଏ ରିପୋଟର ସନି ଲିୟନୀ ଙ୍କୁ ପ୍ରଶ୍ନ କରି ଥିଲେ ସେ ପୂର୍ବ ରୁ ପର୍ନ ଷ୍ଟାର ରହି ଥିବା ବେଳେ ଏବେ ସେ ଫିଲ୍ମ ଷ୍ଟାର ଅଟନ୍ତି ତେବେ ଏବେ କେତେ ଚାର୍ଜ କରୁଛନ୍ତି ,
ଏବଂ ସେହି ପ୍ରଶ୍ନ କୁ ସନି ଲିୟନୀ ପୁଣି ପଚାରିବାରୁ ସେହି ରିପୋଟର ଏହି କଥା କହି ଥିଲେ ସେ ଆଜିର ଦିନ ରେ ଗୋଟିଏ ରାତି ପାଇଁ କେତେ ଚାର୍ଜ କରନ୍ତି , ଏବଂ ଏମିତି ଘଟଣା ରେ ରିପୋଟର ଙ୍କ ଉପରେ ଭଡକି ଜାଇ ଥିଲେ ସନି ଏବଂ ଗୋଟିଏ ଚାପୁଡା ବି ମାରି ଥିଲେ । ଆପଣ ମାନଙ୍କୁ କହି ଦେବୁ ଆଜିର ଦିନ ରେ ଅଭିନେତ୍ରୀ ନିଜର ପାଷ୍ଟ ର ଆଲୋଚନା କରିବା ମୋଟେ ବି ପସନ୍ଦ କରୁ ନାହାଁନ୍ତି , ଏବଂ ଆଜିର ଦିନ ରେ ସେ ବହୁତ ଜଣା ସୁଣା ଅଭିନେତ୍ରୀ ବି ବନି ସାରିଛନ୍ତି ,ହେଲେ ସନି ଲିଓନ ଗୋଟିଏ ଫିଲ୍ମ କରିବା ପାଇଁ 10 ରୁ 15 କୋଟି ନେଇଥାନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।