ନୂଆ ଘର ପୂଜା କଲେ ବାବୁସାନ ଦେଖନ୍ତୁ ତାଙ୍କ ଘର କେତେ ସୁନ୍ଦର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଓଲିଉଡ ର ସୁପର ଷ୍ଟାର ବାବୁସାନ ମହାନ୍ତି ଙ୍କୁ ତ ନିଶ୍ଚିତ ଭାବେ ଜାଣି ଥିବେ ଏମିତି ରେ ଆମେ ଆଜି ଆପଣ ମାନଙ୍କୁ ବାବୁ ଙ୍କ ବିଷୟ ରେ ଏମିତି କିଛି କଥା କହିବା ପାଇଁ ଯାଉଛୁ ଜାହାକୁ ଆପଣ ମାନେ କେବେ ବି ଜାଣି ନ ଥିବେ । ତେବେ ବନ୍ଧୁଗଣ ତାଙ୍କର ଅସଲ ନାମ ହେଲା ତନ୍ମୟ ମହାନ୍ତି ତାଙ୍କୁ ବର୍ତମାନ ସମୟ ରେ 30 ବର୍ଷ ହୋଇଛି । ତାଙ୍କ ସ୍ତ୍ରୀ ଙ୍କ ନାମ ତୃପ୍ତି ସତପଥୀ । ତାଙ୍କର ପ୍ରଥମ ଫିଲ୍ମ ହେଲା ରୋମିଓ ଦା ଲଭର ବୟ । ଆଉ ଏହି ଫିଲ୍ମ ଟି ପ୍ରଥମ ଥର ପାଇଁ ହରପଟ୍ଟନାୟକ କରିବା ପାଇଁ ସୁଯୋଗ ଦେଇ ଥିଲେ ।

banushan

ଆଉ ଏହା ପରବର୍ତ୍ତିି ସମୟ ରୁ ବାବୁସାନ ପଛକୁ ମୋଡି ଚାହିଁ ନାହାଁନ୍ତି । ସେ ବହୁତ ସାରା ଓଲିଉଡ ର ହିଟ୍ ଫିଲ୍ମ ଗୁଡିକ କରି ଓଲିଉଡରେ ସେ ବହୁତ ସାରା ନାମ ବି କମେଇଛନ୍ତି । ସେ ବର୍ତମାନ ସମୟ ରେ 37 ଟି ଫିଲ୍ମ କରି ସାରିଛନ୍ତି । ଏବଂ ତାଙ୍କର ଆଗକୁ ଆସୁ ଥିବା ଫିଲ୍ମ ଟି ହେଲା ବିଦ୍ୟାରାଣ ଜାହାର ସୁଟିଂ ସରି ନାହିଁ ।

6 ଜୁଲାଇ 2014 ରେ ବାବୁସାନ ତୃପ୍ତି ଙ୍କୁ ବିବାହ କରି ଥିଲେ। ସେମିତି ରେ ତୃପ୍ତି ସହିତ ବାବୁସାନ ସପ୍ତମ କ୍ଲାସ୍ ରୁ ହିଁ ଦେଖା ହୋଇ ଥିଲେ । ଏବଂ ଏହା ମଧ୍ୟ ରେ ସେମାନଙ୍କ ପ୍ରେମ ସଂମ୍ପର୍କ ଗଢି ଉଠି ଥିଲା । ଶେଷ ରେ ସେମାନେ ବିବାହ କରି ଥିଲେ । ସେମିତି ରେ ବାବୁସାନ ତାଙ୍କର 37 ଟି ଫିଲ୍ମ ମଧ୍ୟ ରୁ 23 ଟି ଫିଲ୍ମ ରିମେକ୍ କରିଛନ୍ତି । ତାଙ୍କ ପାଖରେ ବର୍ତମାନ ସମୟ ରେ 60 ଲକ୍ଷ ଟଙ୍କା ର ଓଡି କାର ରହିଛି ।

babushan m.

ଏବଂ ଏହା ଛଡା ତାଙ୍କ ପାଖରେ 17 ଲକ୍ଷ ଟଙ୍କା ର ହାର୍ଲେଡେଭିଲ୍ସନ ବାଇକ୍ ବି ରହିଛି । ସେ ଗୋଟିଏ ଫିଲ୍ମ କରିବା ପାଇଁ 30 ରୁ 50 ଲକ୍ଷ ଡିମାଣ୍ଡ କରନ୍ତି । ଗୋଟିଏ ଗୀତ ଗାଇବା ପାଇଁ ସେ 3 ରୁ 5 ଲକ୍ଷ ଟଙ୍କା ନେଇ ଥାନ୍ତି । ସେମିତି ରେ ତାଙ୍କ ପାଖରେ ବର୍ତମାନ ସମୟ ରେ 50 ରୁ 60 କୋଟି ର ସଂମ୍ପତୀ ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *